ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁରର ସ୍ବତନ୍ତ୍ର ପୋକ୍ସୋ ଜଜ୍ ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ପାଣ୍ଡୁରୁଖଲି ଗ୍ରାମର ଭଗବାନ ସେଠୀ। ପ୍ରକାଶ ଯେ,…
ଆଜମ ଖାନ୍-ପୁଅ ଅବଦ୍ଦୁଲାଙ୍କୁ ଝଟ୍କା
ଲକ୍ଷ୍ନୌ,୧୩।୨: ସମାଜବାଦୀ ପାର୍ଟି (ଏସ୍ପି) ନେତା ଆଜମ ଖାନ୍ ଏବଂ ତାଙ୍କ ପୁଅ ଅବଦ୍ଦୁଲ୍ଲା ଖାନ୍ଙ୍କୁ କୋର୍ଟରୁ ଏକ ବଡ଼ ଝଟ୍କା ମିଳିଛି। ୨୦୦୮ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା…
ପୃଥକ ଦୁର୍ଘଟଣାରେ ଗଲା ୨ ଜୀବନ
କେନ୍ଦୁଝର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟ ଏନ୍ଏଚ ୪୯ରେ ସୋମବାର ସନ୍ଦ୍ୟାରେ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ ଟ୍ରକ୍ ମୁହାଁ ମୁହିଁ ହେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରାଜ କୁମାର ମହାନ୍ତ…
ମା’ହେବାକୁ ଯାଉଛନ୍ତି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ!
ମୁମ୍ବାଇ: ଡ୍ରାମାକୁଇନ୍ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦକୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାଖି ଆଦିଲଙ୍କ ବିରେଧରେ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ଆଦିଲ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ ରାଖି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ…
୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ
କୋରାପୁଟ,୧୩।୨(ସ୍ବ.ପ୍ର): କୋରାପୁଟ ଜିଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବାବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ପୂର୍ବ ସୂଚନାପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ…
ସରିଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୧୩ରୁ ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ,୧୩।୨: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହେବା ସହ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାସେ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମାର୍ଚ୍ଚ ୧୩ରୁ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ…
ବନ୍ଦ ଘରୁ ମିଳିଲା ମା’ଙ୍କ ସହ ଦୁଇ ପୁତ୍ରଙ୍କ ମୃତଦେହ
କେନ୍ଦୁଝର/ଚମ୍ପୁଆ (ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୁଳିଆ ଗ୍ରାମରେ ଏକ ଘରୁ ପୋଲିସ ଜଣେ ମହିଳା ଏବଂ ତାଙ୍କ ୨ ପୁଅଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣଙ୍କ ହେଲେ କ୍ଷଣପ୍ରଭା ନାଏକ (୩୫), ଦୁଇ ଶିଶୁ ପୁତ୍ରଙ୍କ ବୟସ…
ବାକି ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା
ବସ୍ତା, ୧୩।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ସାମାନ୍ୟ ବାକି ପଇସାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ସଦାନନ୍ଦପୁର ଗ୍ରାମର ଅଜୟ ବାରିକ(୩୦)। ପୋଲିସ ସୂଚନା ଅନୁଯାୟୀ,…
ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି
କୋଲକାତା,୧୩।୨: ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ ବାବୁଲ ସୁପ୍ରିୟୋଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ…
ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ
ବାଲିଗୁଡା,୧୩।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗଡା ପୋଲିସକୁ ବଡ଼ ସଫଳତା ମିଳିଛ। ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରିଛି ପୋଲିସ । ଅଜୟ ନିକଟରୁ ପୋଲିସ ଗୋଟିଏ କାର୍, ଦୁଇଟି ମୋବାଇଲ ସହ…
ଅଟେଇ ଜଙ୍ଗଲରେ ନିଆଁ
ଆନନ୍ଦପୁର,୧୩।୨(ସ୍ବ.ପ୍ର.): ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତ ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି। କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବାବେଳେ ଶୁଖିଲା ଗଛ ପତ୍ର ଯୋଗୁ…
ଶୁବମନ ଶ୍ରେଷ୍ଠ ଖେଳାଳି
ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ଜାନୁୟାରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରିଛି। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ଗିଲ ଜାନୁୟାରୀ ମାସରେ ୩ଟି ଶତକ ସହ ମୋଟ…
Archives


