ଭାଜପାରେ ସାମିଲ ହେବେ ଜେଡିଏସ୍ ବିଧାୟକ
ବେଙ୍ଗାଲୁରୁ,୧।୪: କର୍ନାଟକର ୨୨୪ ବିଧାନସଭା ଆସନ ପାଇଁ ମେ’ ୧୦ ରେ ଭୋଟ ଅନୁଷ୍ଠିତ ହେବ। ମେ’ ୧୩ରେ ନିର୍ବାଚନର ଫଳାଫଳ ଆସିବ। କିନ୍ତୁ ଏହା ପୂର୍ବରୁ ନେତାଙ୍କ ଦଳବଦଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତିମଧ୍ୟରେ କର୍ନାଟକର ଜେଡିଏସ୍ ବିଧାୟକ ଏ.ଟି.…
ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସାସାରାମ କାର୍ଯ୍ୟକ୍ରମ ବାତିଲ
ପାଟନା,୧।୪: ବିହାରର ସାସାରାମ ଏବଂ ନାଳନ୍ଦାରେ ଶୁକ୍ରବାର ଅପରାହ୍ନରେ ରାମ ନବମୀ ଶୋଭାଯାତ୍ରର ସମୟରେ ସଂଘର୍ଷ ଘଟିଥିଲା। ଫଳରେ ସ୍ଥାନୀୟ ଦୁର୍ଘଟଣା ଯୋଗୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଧାରା ୧୧ ଲାଗୁ…
୮୮ ତମ ପୋଲିସ ପ୍ରତିଷ୍ଠା ଦିବସ, ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କର : ଆଇଜି
ବ୍ରହ୍ମପୁର ଅଫିସ,୧।୪: ବ୍ର୍ରହ୍ମପୁରରେ ଯେଉଁ ଉଦ୍ଦେଶ୍ୟ ନେଇ ପୋଲିସ ଜିଲା ପ୍ରତିଷ୍ଠା କରାଯାଇଥିଲା ତାହା ପୂରଣ କରିବା ପାଇଁ ମିଳିତ ଉଦ୍ୟମ ଦରକାର। ଅପରାଧ ନିୟନ୍ତ୍ରଣ କରି ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରିବା ଦିଗରେ ଏବେ ପୋଲିସର ଭୂମିକା…
ବିମାନରେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ସ୍ବିଡେନ ନାଗରିକ ଗିରଫ
ମୁମ୍ବାଇ, ୧।୪: ବ୍ୟାଙ୍କକ୍-ମୁମ୍ବାଇ ଇଣ୍ଡିଗୋ ୬ଇ-୧୦୫୨ ବିମାନରେ ଜଣେ କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗୁରୁବାର ଜଣେ ସ୍ବିଡେନ ନାଗରିକଙ୍କୁ ଗିରଫ କରାଯାଇଛି। ସେ ହେଲେ କ୍ଲାସ ଏରିକ ହାରାଲ୍ଡ ଜୋନାସ(୬୨)। ଇଣ୍ଡିଗୋର ଅଭିଯୋଗ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ମଦ୍ୟପାନ…
ବ୍ରୋଞ୍ଜ ଥାଳି, ମୁଦ୍ରା ପାଇଁ ଦେଢ଼ଶାଶୁ କରିଥିଲେ ଡକାୟତି ଯୋଜନା
ତେନ୍ତୁଳିଖୁଣ୍ଟି, ୧।୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଧୀନ ଗୌଡ଼ ଦେଓପାଲି ସଦର ଗାଁର ଚନ୍ଦ୍ର ଗୌଡ଼ଙ୍କ ଘରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଡାଇକିଗୁଡ଼ାର ଅହଲ୍ୟା…
ସବୁ ପରିବାରକୁ ଆବାସ, ଘରକୁ ଆସିବ ପାଣି
ନନ୍ଦପୁର,୧ା୪(ଡି.ଏନ୍.ଏ.): ଖରାଦିନେ ସୀମାନ୍ତ ଅଞ୍ଚଳରେ ଜଳକଷ୍ଟକୁ ଏକ ସୁଯୋଗ ଦେଖି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସେଠାରେ ପାଣି ସୁବିଧା କରି ଅନୁପ୍ରବେଶ ଉଦ୍ୟମ ଚଳାଇଥିଲା। କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଇପାହାଡ଼ ଓ ପାନ୍ଥଲୁଙ୍ଗ ପଞ୍ଚାୟତରେ ଆନ୍ଧ୍ର ବିଭିନ୍ନ ସଂସ୍ଥା ଜରିଆରେ ପାନୀୟ…
ବେକାରି, ପ୍ରଦୂଷଣ ବଡ଼ ସମସ୍ୟା
୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପ କ୍ଷେତ୍ରରେ ଏହା ଜାତୀୟ ଓ…
ସୀମାନ୍ତ ଗ୍ରାମରୁ ଡୁବିଲାଣି ଓଡ଼ିଆ ଭାଷା
ପଟ୍ଟାଙ୍ଗି,୪।୧(ଡି.ଏନ.ଏ.): ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପାଳନ କରିବାକୁ କଡାକଡି ନିୟମ ରହିଛି। ସରକାର ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ମାତ୍ର ଜିଲା ଓ ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ସୀମାନ୍ତ ଗ୍ରାମ…
ପଳାତକ ଅମୃତପାଲଙ୍କ ନୂଆ ସିସିଟିଭି ଭିଡିଓ ଆସିଲା ସାମ୍ନାକୁ
ନୂଆଦିଲ୍ଲୀ,୧।୪:ପଳାତକ ଖଲିସ୍ତାନି ସମର୍ଥକ ଅମୃତପାଲ ସିଂଙ୍କ ପଳାୟନର ଆଉ ଏକ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓଟି ୨୯ ମାର୍ଚ୍ଚର। ଯେତେବେଳେ ଅମୃତପାଲ ଓ ତାଙ୍କର ସହଯୋଗୀ ପପ୍ପଲ ପ୍ରିତ ସିଂ ହୋସିୟାରପୁରର ଡେରା…
କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍ ଜବତ
କାମାକ୍ଷାନଗର, ୧।୪(ଡି.ଏନ୍.ଏ.): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍ ଅନ୍ତର୍ଗତ ମହୁଲି ଗ୍ରାମ୍ୟ ଜଙ୍ଗଲରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଏକ କେନ୍ଦୁଗଣ୍ଡି ବୋଝେଇ ମିନିଟ୍ରକ୍ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ସୂଚନାଯୋଗ୍ୟ,…
ଅଙ୍ଗନଓ୍ବାଡିରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦିଅ
ଢେଙ୍କାନାଳ ଅଫିସ, ୧ା୪: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଶୁକ୍ରବାର ପୋଷଣ ପକ୍ଷ-୨୦୨୩ର ଶୁଭାରମ୍ଭ କରିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଅଙ୍ଗନୱାଡି କେନ୍ଦ୍ରରେ ସକାଳ ଜଳଖିଆରେ ପିଲାଙ୍କୁ ମାଣ୍ଡିଆ ଲଡୁ ଦେବା, ମଧ୍ୟାହ୍ନଭୋଜନରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରଦାନ…
ଇଏସ୍ଆଇ ହସ୍ପିଟାଲ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ
ବାଲେଶ୍ୱର ଅଫିସ, ୧।୪: ବାଲେଶ୍ୱର ଜିଲାରେ ଅନେକ କଳକାରଖାନା ରହିଥିଲେ ମଧ୍ୟ ଏଠାରେ ଏକ ଇଏସ୍ଆଇ ହସ୍ପିଟାଲ ନ ଥିବାରୁ ରୋଗଗ୍ରସ୍ତ ଓ ଆହତ ଶ୍ରମିକମାନେ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ବାଧ୍ୟ ହେଉଥିଲେ। ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର…
Archives


