Home Left

ଏନ୍‌ଏମ୍‌ଏସିସି ଉଦ୍‌ଘାଟିତ

ମୁମ୍ବାଇ,୧।୪: ସାରା ବିଶ୍ୱର କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଦେଶର ସର୍ବବୃହତ୍‌ କଲ୍‌ଚରାଲ ସେଣ୍ଟର ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର (ଏନ୍‌ଏମ୍‌ଏସିସି) ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଦେଶ ବିଦେଶର କଳାକାର, ଧର୍ମଗୁରୁ, କ୍ରୀଡ଼ା ଓ ବ୍ୟବସାୟ…

ଅରୁନ୍ଧତୀକୁ ବେଷ୍ଟ ରିଜିଓନାଲ ଜୁଏଲେରି ରିଟେଲ ଅଫ୍‌ ଦି ଇୟର (ଇଷ୍ଟ) ସମ୍ମାନ

ଭୁବନେଶ୍ୱର,୧।୪: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମୁମ୍ବାଇ ସ୍ଥିତ ସାହାର ଷ୍ଟାର୍‌ ହୋଟେଲଠାରେ ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ (ଆଇବିଜେଏ) ଲିମିଟେଡ୍‌ ଏବଂ ଓ୍ବାର୍ଲଡ…

ରାଜଧାନୀରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର କେତେକ ଜିଲାରେ ଜାରି ରହିଛି ଘଡଘଡି ସହ ବର୍ଷା। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୧୫ଟି ଜିଲାକୁ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ଏଥିସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ…

ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହାରରେ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ର ପ୍ରଥମ ତ୍ରୈମାସ ଶନିବାର ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତ୍ରୈମାସ ପାଇଁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ର ସୁଧହାରରେ ବୃଦ୍ଧ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର…

ତେଜିଲା ରାଜନୀତି

କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦରୁ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ଘଷିପୁରା ରାଜନୀତି ଉଷ୍ମ ହୋଇଛି। ଘଟଣାରେ ହତ୍ୟାକାରୀଙ୍କୁ ଗିରଫ ଦାବି କରିବା ସହ ହତ୍ୟାକାରୀମାନେ ଘଷିପୁରା ବିଧାୟକ ଓ ତାଙ୍କ ପୁଅଙ୍କ ସମର୍ଥକ…

ଏଏପି କର୍ମୀଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ ଇସୁଦାନ

ଅହମଦାବାଦ,୩୧ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇବା ଅଭିଯୋଗରେ ୮ ଏଏପି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷେ ଭାଜପା ଏକଚ୍ଛତ୍ରବାଦୀ ଶାସନ ଚଳାଇଥିବା ଗୁଜରାଟ ଏଏପି…

ସଞ୍ଜୟ ରାଉତଙ୍କୁ ହତ୍ୟାା ଧମକ

ମୁମ୍ବାଇ,୧।୪: ମହାରାଷ୍ଟ୍ରର ରାଜ୍ୟସଭା ଏମପି ଓ ଉଦ୍ଧବ ଗ୍ରୁପର ନେତା ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ଧମକ ଦେଇଥିବା ବ୍ୟକ୍ତି ମେସେଜ କରିଛନ୍ତି ଯେ, ତୁମକୁ ବି ମୁସଓ୍ବୋଲା କରିଦେବି। ଦାବି କରାଯାଉଛି କି…

ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଉଦ୍‌ଯାପିତ

ଲାଞ୍ଜିଗଡ,୧।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ମା’ ଠାକୁରାଣୀଙ୍କ ଘଟଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହେଇଯାଇଛି। ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବା ପରେ ନିଜ ଆସ୍ଥାନ ବିରାଜମାନ କରିଛନ୍ତି ଲାଞ୍ଜିଗଡ ଇଷ୍ଟଦେବୀ ମା’ ଠାକୁରାଣୀ। ପୂଜକ…

ଦୃଢ଼ ଇକୋସିଷ୍ଟମ୍‌ ଗଠନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୪: ଦେଶର ପ୍ରମୁଖ ଫିନ୍‌ଟେକ୍‌ କମ୍ପାନୀ ଭାରତପେ ଗ୍ରୁପ୍‌ ଏବଂ ମହିଳା ଉଦ୍ୟୋଗୀ ପ୍ଲାଟ୍‌ଫର୍ମ (ଡବ୍ଲ୍ୟୁଇପି) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ ପକ୍ଷରୁ କୁହାଯାଇଛି। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭରଶୀଳତା ଏବଂ ବ୍ୟବସାୟ ଅଭିବୃଦ୍ଧିରେ ସକ୍ଷମ କରାଇବା…

ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୧।୪: ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍‌ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଲାଗି ଶୁକ୍ରବାର ‘ଉତ୍କଳ ଦିବସ’ ପୂର୍ବରୁ ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ କରାଯାଇଛି।…

ଗଡ଼ିଲା ହରିଶଙ୍କର ଦର୍ଶନ ବସ୍‌

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୧ା୪ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସ୍‌ର ଶୁଭାରମ୍ଭ କରିଛନ୍ତି। ୨୬ ଆସନ ବିଶିଷ୍ଠ ଏହି ବାତାନୁକୁଳିତ ବସ୍‌ ସପ୍ତାହରେ ତିନିଦିନ ଶୁକ୍ରବାର, ଶନିବାର…

ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦରେ ଗୈରିକ ପତାକା ଲଗାଇ ୫ ଗିରଫ

ଚଣ୍ଡିଗଡ,୧।୪: ଗୁରୁବାର ରାମ ନବମୀ ଶୋଭାଯାତ୍ରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଖବର ସାମ୍ନାକୁ ଆସିଥିଲା। ହରିଆଣାରେ ମଧ୍ୟ ରାମ ନବମୀରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ରାଜ୍ୟର ଖାରଖୋଡା ମସ୍‌ଜିଦରେ ଧାର୍ମିକ ସ୍ଲୋଗାନ ଦେବା ସହ ଗୈରିକ ପତାକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri