ମହାକାଶରେ ରୋମାନ୍ସ କରିବେ ଲୋକେ
ପ୍ରେମ ଏପରି ଏକ ଅନୁଭବ, ଯେଉଁଠି ପ୍ରେମୀଯୁଗଳ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ ସବୁବେଳେ ଏକାଠି ସମୟ ବିତାଇବାକୁ ଚାହିଁଥାନ୍ତି। ତାହା ପୁଣି ଜନଗହଳିଠୁ ଦୂରରେ। ପ୍ରେମର ଏହି ଅନୁଭବକୁ ସ୍ବତନ୍ତ୍ର କରିବା ପାଇଁ ଅନେକ ବ୍ୟବସ୍ଥା…
ମରାମତି ହେଉନି ରାସ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ
କେନ୍ଦୁଝର,୧ା୪(ସ୍ବ.ପ୍ର.): ସଦର ବ୍ଲକ ଠାକୁର ପାଟଣା-ରାଙ୍କି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ ରାସ୍ତାର ଅନେକ ସ୍ଥାନରୁ ଚିପ୍ସ ଉଠିଯାଇଛି। ଏଣୁ ଯିବା ଆସିବା ବେଳେ ଲୋକମାନେ ଦୁର୍ଘଟଣାର…
ଉଦ୍ଭିଦରୁ ସଂକ୍ରମଣ ହେବାର ପ୍ରଥମ ଘଟଣା: କୋଲକାତାରେ ଆକ୍ରାନ୍ତ ହେଲେ ବ୍ୟକ୍ତି…
କୋଲକାତା,୧।୪ : ପଶ୍ଚିମବଙ୍ଗର କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର ପ୍ଲାଣ୍ଟ ଫଙ୍ଗସ’। ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା…
ଶ୍ରୀମନ୍ଦିର ପତିତପାବନ ବାନା ଦର ବଢ଼ିଲା
ପୁରୀ ଅଫିସ,୧ା୪ : ଶ୍ରୀମନ୍ଦିର ପତିତପାବନ ଓଲାଗି ବାନା ଦର ବୃଦ୍ଧି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ ବାନା ଦରକୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଦର ୨୦୦ ଟଙ୍କା…
ନକଲି ମଦ ପ୍ରସ୍ତୁତ କାରଖାନାରେ ଚଢ଼ାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
ବ୍ରହ୍ମପୁର ଅଫିସ,୧ା୪: ଅବକାରୀ ଗୁଇନ୍ଦା ଟିମ୍ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ଛକରେ ପାଟ୍ରୋଲିଂ କରୁଥିଲା। ଏକ ଅଟୋକୁ ଅଟକାଇ ଯାଞ୍ଚ ବେଳେ ସେଥିରେ ବିଦେଶୀ ମଦ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଅଧିକ ଯାଞ୍ଚ…
ସଲମାନଙ୍କ ବିଷୟରେ ଏକ ବଡ଼ କଥା କହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ସଲମାନ ଖାନ୍ ଅନେକ ସମୟରେ ତାଙ୍କର ଉତ୍ତମ ସ୍ବଭାବ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି। ସେ ଭଲ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ବଲିଉଡ୍ରେ ମଧ୍ୟ ସେ ଅନେକ ନୂଆ ଅଭିନେତ୍ରୀଙ୍କୁ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ବନ୍ଧୁତା…
ଦଶ ମାସ ପରେ ଜେଲରୁ ବାହାରିଲେ ସିଦ୍ଧୁ
ଚଣ୍ଡିଗଡ଼,୧।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଟିଆଲା ଜେଲରୁ ମୁକୁଳି ସାରିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି…
ଶାହାରୁଖଙ୍କ ଲୁକ ଦେଖି ଫିଦା ହେଲେ ପ୍ରଶଂସକ
ମୁମ୍ବାଇ: ଦେଶର ପରିଚିତ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ଓ ନିତା ଅମ୍ବାନି ଶୁକ୍ରବାର ମୁକେଶ ଅମ୍ବାନି କଲଚରାଲ ସେଣ୍ଟରର ଓପନିଂ ସେରିମନି ରଖିଥିଲେ। ଏଥିରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ତେବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବଲିଉଡ ଦେଶି…
ଏବେ କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା
ମୁମ୍ବାଇ: ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଏବେ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏବେ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନଜନକ ସ୍ଥାନ ବି ମିଳିପାରୁ ନାହିଁ। ଏବେବି ଏହି କୁମ୍ୟୁନିଟି ତାଳି ବଜାଇ ଓ ଶୁଭେଚ୍ଛା ଜଣାଇ ନିଜର…
ଡେଲି ମାର୍କେଟ ଭିତରେ ବର୍ଷାପାଣି, ବ୍ୟବସାୟୀ ହଟହଟା
କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ସହରର ଅନ୍ୟତମ ପୁରୁଣା ଡେଲି ମାର୍କେଟ ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ବହୁ ଚାଷୀ ପନିପରିବା ଧରି ଆସନ୍ତି। ସେହିପରି ବନବାସୀମାନେ ଜଙ୍ଗଲରୁ ସଂଗୃହୀତ ପନିପରିବା, ଫଳମୂଳ ଆଦି ଆଣି ବିକିଥାନ୍ତି। କିନ୍ତୁ ପାଣି କାଦୁଅ ଯୋଗୁ ଚାଷୀ,…
ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ, କୁକୁର ପାଇଁ ବଞ୍ଚିଗଲେ ଆଉ ଦୁଇଜଣ
କେନ୍ଦୁଝର,୧ା୪(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଶନିବାର ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ନାମ ହେଲା ବାମି ନାଏକ(୬୦)। ତାଙ୍କ ଘର…
ତିନି ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା
ଥିମ୍ପୁ/ନୂଆଦିଲ୍ଲୀ,୧।୪: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ ଆସୁଛନ୍ତି। ସୋମବାର ଅର୍ଥାତ୍ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତରେ ରହିବେ।…
Archives


