Home Left

ଜେଲରେ ଝାଡୁ ମାରିବେ, ଚାଷକାମ କରିବେ, ମଇଁଷି ଧୋଇବେ ଅତିକ, ଦିନକୁ ମିଳିବ ୨୫ ଟଙ୍କା

ଲାକ୍ଷ୍ନୌ,୨।୪: ପ୍ରୟାଗରାଜର ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦଙ୍କୁ ଆଜିବନ କାରାଦଣ୍ଡ ଦିଆଯାଇଛି। ଏହାପରେ ପୁଣିଥରେ ତାଙ୍କୁ ସାବରମତି ଜେଲ ପଠାଇ ଦିଆଯାଇଛି। ସେଠାରେ ଅତିକ ଅହମଦ କଏଦି ନମ୍ବର ୧୭୦୫୨ ଭାବେ ରହିଛନ୍ତି। ଏବେ ଅତିକଙ୍କୁ ପ୍ରତିଦିନ ଜେଲରେ…

ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର

କେନ୍ଦ୍ରାପଡ଼ା ଅଫିସ,୨ା୪: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡ଼ିରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର…

ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ସୋମବାର ଡିଏମକେର ମହାସଭା, ଦିଲ୍ଲୀରେ ପୁଣିଥରେ ବିରୋଧୀ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨।୪: ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି। ଏଥିରେ…

କ୍ରିକେଟ ଖେଳରେ ଛୁରାମାଡ଼, ଯୁବକଙ୍କ ଜୀବନଗଲା

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳରୁ ଛୁରାମାଡ଼ ଓ ବ୍ୟାଟ୍‌ରେ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଖେଳପଡ଼ିଆରେ। ସେଠାରେ ଆୟୋଜିତ ଏକ…

ଶ୍ରୀନଗର-ଜମ୍ମୁ ରାଜପଥରେ ଭୂସ୍ଖଳନ

ଜମ୍ମୁକଶ୍ମୀର,୨।୪: ଜମ୍ମୁ-କଶ୍ମୀରର ରାମବାନ ଜିଲାରେ ରବିବାର ଭୂସ୍ଖଳନ ଘଟିଛି। ଏଥିଯୋଗୁ ଶ୍ରୀନଗର-ଜମ୍ମୁ ରାଜପଥ ବନ୍ଦ ରହିଛି। ଫଳରେ ରାଜପଥରେ ବହୁସଂଖ୍ୟକ ଗାଡ଼ି ଅଟକି ରହିଛି। ଆବର୍ଜନା ସଫା ହେବା ପରେ ରାଜପଥ ଖୋଲାଯିବ ବୋଲି ରାମବାନ ଏସ୍‌ଏସ୍‌ପି ମୋହିତା ଶର୍ମା କହିଛନ୍ତି।…

ଅଭିନେତା ହେବାକୁ ଚାହୁଁ ନ ଥିଲେ ଅଜୟ!

ମୁମ୍ବାଇ: ବଲିଉଡ ସିଂଘମ ଅର୍ଥାତ ଅଭିନେତା ଅଜୟ ଦେବଗନଙ୍କର ରବିବାର ହେଉଛି ଜନ୍ମଦିନ। ଅଜୟ ଦେବଗନ ବଲିଉଡରେ ଆକ୍ସନ, କମେଡି, ସିରିୟସ ପ୍ରାୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ସାରିଲେଣି। ସେ ତାଙ୍କର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କର ଜଣେ…

ଏହି ଅଭିନେତା ଚୋବାଇଥିବା ଚୁଇଙ୍ଗମ୍‌ ହେଉଛି ନିଲାମ: ଦାମ୍‌ ଜାଣିଲେ…

ଆଜିକାଲି ଅନଲାଇନ ଇ-କମର୍ସ ସାଇଟ ଇ-ବେରେ ପୂର୍ବରୁ ଚୋବାଯାଇଥିବା ଏକ ଚୁଇଙ୍ଗମ ନିଲାମ ହେଉଛି। ଏହି ଚୁଇଙ୍ଗମ୍‌ଟି ନିଲାମ ହେବା ଯେତିକି ଆଶ୍ଚର୍ଯ୍ୟ ନୁହେଁ, ତାର ଦାମ୍‌ ଜାଣିଲେ ସେତିକି ଚକିତ ହୋଇଯିବେ। ଆଇରନ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା…

କପାଳରେ ଫଟାଇଲେ ୨୫୪ ଅଖରୋଟ୍‌

ଅଖରୋଟ୍‌ ବା ଓ୍ବାଲନଟ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ତେବେ ଏହା ଶକ୍ତ ହୋଇଥିବାରୁ ଏହାକୁ ଫଟାଇବା ବହୁତ କଷ୍ଟକର। କିଏ ହାତୁଡି ଖୋଜନ୍ତି ତ ଆଉ କିଏ କବାଟର କବ୍‌ଜା ମଝିରେ ରଖି ଏହାକୁ ଫଟାନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ…

ପାଣି ଭିତରେ କିସ୍‌

ପ୍ରେମର ଭାବକୁ ପରିପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଚୁମ୍ବନ ବା କିସ୍‌। ସେ ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ବାମୀ ସ୍ତ୍ରୀ ଚୁମ୍ବନ ମାଧ୍ୟମରେ ନିଜ ଭଲ ପାଇବାକୁ ଜାହିର କରନ୍ତି। ତେବେ କାନାଡାର ମାଇଲ୍ସ କ୍ଲାଟିୟର୍‌ ଓ ଦକ୍ଷିଣ…

ପୁଣିଥରେ ଏକାଠି ନଜର ଆସିଲେ ପରିଣିତି-ରାଘବ, ଖୁବଶୀଘ୍ର କରିବେ ବିବାହ!

ମୁମ୍ବାଇ: ପୁଣିଥରେ ଏକାଠି ସ୍ପଟ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ରାଘବ ଚଢା। ଯେବେଠାରୁ ଏମାନେ ଏକାଠି ନଜର ଆସିଛନ୍ତି ସେବେଠାରୁ ଏମାନଙ୍କ ଆଫେୟାର୍ସକୁ ନେଇ ଆଲୋଚନା ହେଉଛି। କୁହାଯାଉଛି କି ଏମାନେ…

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

କମେଡି କିଙ୍ଗ୍‌ କପିଲ ଶର୍ମା ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୨ ଏପ୍ରିଲ ୧୯୮୧ରେ ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା କପିଲ କମେଡି ଜଗତରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେ କଠିନ ପରିଶ୍ରମ ଏବଂ ପ୍ରତିଭା…

ଭିନ୍ନ ଏଇ ଟୁଥ୍‌ପେଷ୍ଟ

ସକାଳ ହେଲେ ଲୋଡ଼ାହୁଏ ଟୁଥ୍‌ବ୍ରଶ୍‌ ଆଉ ଟୁଥ୍‌ପେଷ୍ଟ। ଯଦି ଟୁଥ୍‌ପେଷ୍ଟର ସ୍ବାଦ ଭଲ, ତେବେ ବ୍ରଶ୍‌ କରିବାକୁ ଭଲ ଲାଗେ। ଆଉ ଫ୍ରେଶ୍‌ ଅନୁଭବ ହୁଏ। ତେବେ ଜାଣନ୍ତି କି ଏମିତି ବି କିଛି ଭିନ୍ନସ୍ବାଦର ଟୁଥ୍‌ପେଷ୍ଟ ଅଛି, ଯାହା ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri