Home Left

ଶିବ ମିଶ୍ରଙ୍କ ସୃଜନ ସଂସାର

ସାହିତ୍ୟ ସଂସ୍କୃତିକୁ ନେଇ ତାଙ୍କର ସ୍ବପ୍ନ ଓ ଦୁନିଆ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମିନିଗଳ୍ପ ରଚନାରେ ତାଙ୍କର ରହିଛି ଭିନ୍ନ ପରିଚୟ । ଏମିତିରେ ଦୀର୍ଘ ୬ଦଶନ୍ଧି ଧରି ତାଙ୍କର କଲମ ଚାଳନାରେ ସୃଷ୍ଟି କରିଛନ୍ତି ଶତାଧିକ ଗଳ୍ପ, ମିନିଗଳ୍ପ,…

ଅଜଣା ଜନ୍ତୁ ଆକ୍ରମଣରେ ୨୮ ମେଣ୍ଢା ମୃତ, ୪ ଗୁରୁତର

ମହାକାଳପଡ଼ା,୨ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଶନିବାର ବିଳମ୍ବିତ ରାତିରେ ଗୁହାଳରେ ଥିବା ୩୨…

ପୁଣି ଥରେ ଜେଜେ ହେବେ ମୁକେଶ ଅମ୍ବାନୀ

ମୁମ୍ବାଇ,୨।୪: ପୁଣି ଥରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରକୁ ଏକ କୁନି ଅତିଥି ଆସିବାକୁ ଯାଉଛି। ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ମୁକେଶଙ୍କ ବଡ଼ ବୋହୂ ଶ୍ଲୋକା ମେହେଟ୍ଟା। ଯଦିଓ ଅମ୍ବାନୀ ପରିବାର…

ଆଇପିଏଲ୍‌ ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୨।୪: ଆଇପିଏଲ୍‌ର ୧୬ତମ ସଂସ୍କରଣର ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ବିଲିୟମସନ ଆହତ ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡିଛନ୍ତି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ…

ଖେଳୁଥିବା ବେଳେ ୩୦ ଫୁଟ ଗଭୀରକୁ ଖସିପଡ଼ିଲେ ଶିଶୁ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ

ଢେଙ୍କାନାଳ ଅଫିସ,୨ା୪: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ପାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମର ଅଗ୍ନି ପ୍ରସାଦ ଲାଲାଙ୍କ ପୁଅ ଆମ୍ବାକା ପ୍ରସାଦ (୩) ଖେଳୁଥିବା ବେଳେ ନିକଟସ୍ଥ ୩୦ ଫୁଟ ଗଭୀର କୂଅରେ ଖସିପଡ଼ିଥିଲେ। ଖବର ପାଇ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା…

ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ୱଚାକୁ ରଖେ ସୁନ୍ଦର: ମେନକା ଗାନ୍ଧୀଙ୍କ ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨।୪ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି, ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ ସୁନ୍ଦର ରଖେ। ଜଣେ…

ସଲିମ ଦୁରାନିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨।୪: ପୂର୍ବତନ କ୍ରିକେଟର ସଲିମ ଦୁରାନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି ପୂର୍ବତନ କ୍ରିକେଟର ଦୁରାନି ନିଜେ ଜଣେ ଅନୁଷ୍ଠାନ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଦୁରାନି ତାଙ୍କ କ୍ରିକେଟ…

କାରଗିଲ ଯୁଦ୍ଧର ହିରୋ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ସଡ଼କ ଦୁର୍ଘଟଣାରେ ଶହୀଦ

ଶ୍ରୀନଗର,୨।୪: କାରଗିଲ ଯୁଦ୍ଧର ହିରୋ ବୀର ଚକ୍ରରେ ସମ୍ମାନିତ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ଲେହ ନିକଟରେ ଗତ ରାତିରେ ଅର୍ଥାତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି। ରବିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫାୟର ଆଣ୍ଡ…

ବିଗିଡିବା ଆଇନ ବ୍ୟବସ୍ଥାର ରୋଲ ମଡେଲ ହେଉଛନ୍ତି ମମତା ବାନାର୍ଜୀ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ମୃତ୍ୟୁ ପରେ ଲଗାତାର ଭାଜପା ତ୍ରୁଣମୂଳ କଂଗ୍ରେସ(ଟିଏମସି)କୁ ଟାର୍ଗେଟ କରୁଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହିଂସାକୁ ଉସକାଉଥିବା ଅଭିଯୋଗ ଆଣିଛନ୍ତି। ଅନୁରାଗ ଠାକୁର କହିଛନ୍ତି,…

ଓକାଲୋହୋମାର ବାର୍‌ରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୨।୪ : ଆମେରିକାରେ ଗୁଳିକାଣ୍ଡ ଘଟଣା କମିବାର ନା ଧରୁନି। ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଶନିବାର ରାତିରେ ଓକାଲୋହୋମାରେ ଆଉ ଏକ ଗୁଳକାଣ୍ଡ ଘଟିଛି। ଅଭିଯୁକ୍ତମାନେ ୬ ଜଣଙ୍କୁ ଟାର୍ଗେଟ କରି ଆଖିକୁଜା ଗୁଳି ଚାଳନା…

ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି ଆଙ୍କିବାକୁ ଅଳି କରି ବସୁଥିଲେ। ଆଉ ତାଙ୍କ କୁନି କୁନି ହାତରେ ଆଙ୍କି ଦେଉଥିଲେ…

ପନ୍ତଙ୍କୁ ସ୍ବତନ୍ତ୍ର ଢଙ୍ଗରେ ମନେପକାଇଲା ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌

ଲକ୍ଷ୍ନୌ,୨।୪: ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ହୋଇଥିଲା। ଏହି ସିଜିନଥରେ ଡେଭିଡ ୱାର୍ନର ଦିଲ୍ଲୀର ଅଧିନାୟକ ଅଛନ୍ତି। ଦଳର ନିୟମିତ ଅଧିନାୟକ ରିଷଭ ପନ୍ତ ଗତ ବର୍ଷ ଏକ କାର ଦୁର୍ଘଟଣାର ଶିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri