ଗିରଫ ଏସ୍ଆଇଙ୍କ ଲିଙ୍ଗକୁ ନେଇ ଦ୍ୱନ୍ଦ୍ୱ
ଭଦ୍ରକ ଅଫିସ,୩ା୪: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରଲୋଭନ ଦେଖାଇ ଦୁଇବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଏସ୍ଆଇଙ୍କୁ ଭଦ୍ରକ ଟାଉନ ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଚୂଡ଼ାମଣି ମେରାଇନ…
କୁକୁରଙ୍କୁ ସାଙ୍ଗରେ ନେଇ ଫିଲ୍ମ ହଲ୍ ଯାଉଛନ୍ତି ଲୋକେ, କାରଣ ଜାଣିଲେ…
ଯେତେବେଳେ ବି ଦୁନିଆରେ ବିଶ୍ୱସ୍ତତାର କଥା ଆସେ, ପ୍ରଥମେ କୁକୁରମାନଙ୍କ ନାଁ ଆସେ। ଏହି କାରଣରୁ ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। କୁକୁରମାନେ ମଧ୍ୟ ସେମାନଙ୍କର ମାଲିକମାନଙ୍କ ସହିତ ବେଶ୍ ଭାବପ୍ରବଣ ହୋଇଥାନ୍ତି। କୁକୁରମାନଙ୍କର…
ପଶ୍ଚିମବଙ୍ଗରେ ଭାଜପା ନେତାଙ୍କୁ ହତ୍ୟା
କୋଲକାତା,୨ା୪: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଭାଜପା ନେତା ରାଜୁ ଝାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜୁ ଭାଜପାରେ ଯୋଗ ଦେଇଥିଲେ। ମିଳିଥିବା ସୂଚନା ମୁତାବକ, ରାଜୁ ତାଙ୍କର ଜଣେ ବନ୍ଧୁଙ୍କ ସହ…
ବହୁଚର୍ଚ୍ଚିତ ସମର୍ଥ ହତ୍ୟା ମାମଲା: ଡେମୋ ଦେଖାଇଲେ ଅଭିଯୁକ୍ତ
ଭେଡେନ,୨।୪(ଡି.ଏନ.ଏ.): ଝାରସୁଗୁଡାର ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ପରେ ତିନିଦିନିଆ ରିମାଣ୍ଡରେ ଆଣିଛି। ସମର୍ଥଙ୍କୁ ହତ୍ୟା ପରେ ଯେଉଁ ଜାଗାରେ…
ଆର୍ସିବି ଆଗରେ ୧୭୨ ରନ୍ର ଟାର୍ଗେଟ୍
ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ଆର୍ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ…
ବାପାଙ୍କୁ ଗୁଳିକରି ବନ୍ଧାହେଲେ ଅଭିଯୁକ୍ତ ପୁଅ
ବରପାଲି,୨।୪(ଡି.ଏନ୍.ଏ.): ବରଗଡ଼ ଜିଲା ବରପାଲି ଥାନା ଅଧୀନ ଚିନାଜୁରି ନିକଟସ୍ଥ କଦଳୀମୁଣ୍ଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗଙ୍ଗାଜଳ ମେହେରଙ୍କୁ ପୁଅ ବିକ୍ରମ ଗୁଳିମାଡ଼ କରିବାରୁ ସେ ଆହତ ହୋଇଛନ୍ତି। ଆହତ ଗଙ୍ଗାଜଳଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ରରେ…
ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି
ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି। ବିଜୟ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ଲକ୍ଷ ଲକ୍ଷ ପ୍ରଶଂସକ…
ଅତାବିରା ଏନ୍ଏସି ନିର୍ବାଚନ: ବୁଥ୍ରେ ପହଞ୍ଚିଲେ ପୋଲିଂ ଅଧିକାରୀ
ସରଣ୍ଡା,୨।୪(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ଏନ୍ଏସି ନିର୍ବାଚନ ପାଇଁ ସୋମବାର ଭୋଟ୍ ଗ୍ରହଣ କରାଯିବ। ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ। ଏଥିପାଇଁ ରବିବାର ପୋଲିଂ ଅଧିକାରୀମାନେ ଅତାବିରା ବ୍ଲକ ଅଫିସରୁ ଇଭିଏମ୍ ଓ ନିର୍ବାଚନ ସରଞ୍ଜାମ…
ମାନସିକ ପୂରଣ ପାଇଁ ଯାଉଥିଲେ; ବାଟରେ ଦୁର୍ଘଟଣା
ଦିଗପହଣ୍ଡି,୨।୪(ଡି.ଏନ୍.ଏ.): ମାନସିକ ପୂରଣ ନେଇ ଦଣ୍ଡନାଚରେ ସାମିଲ ହେବାକୁ ଯାଉଥିବା ଜଣେ ଯୁବକ ରବିବାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ କେ.ନୂଆଗଁା ଥାନା ଅଧୀନ ଲାଲ୍ମେଣ୍ଟା ଗ୍ରାମର ଏଲ୍. ବାଇଲଡୁ(୨୪)। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ…
ବିଦ୍ୟୁତ୍ ତାର ଲାଗି ନାବାଳିକା ଗୁରୁତର
ଦିଗପହଣ୍ଡି,୨।୪(ଡି.ଏନ୍.ଏ.): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଟପୁର ଥାନା ଅଧୀନ ଗୁମ୍ମା ଗ୍ରାମର ଲିସା ଗୌଡ଼(୭)। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ବିଜୟର ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ
ହାଇଦ୍ରାବାଦ୍,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭୨ ରନ୍ରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର…
ପଶ୍ଚିମବଙ୍ଗରେ ପୁଣି ହିଂସା: ଭାଜପା ନେତାଙ୍କ କାର୍ଯ୍ୟକ୍ରମରେ ପଥର ମାଡ
କୋଲକାତା,୨।୪: ପଶ୍ଚିମବଙ୍ଗରେ ରବିବାର ପୁଣି ଥରେ ହିଂସା ଦେଖାଦେଇଛି। ହୁଗଳିରେ ଭାଜପାର ଶୋଭା ଯାତ୍ରା ସମୟରେ ଅଗ୍ନିକାଣ୍ଡ ଏବଂ ଓ ପଥର ଫିଙ୍ଗା ହୋଇଛି। ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ହୁଗଳିରେ ରାମ ନବମୀ ପରେ ହୋଇଥିବା କାର୍ଯ୍ୟକ୍ରମରେ ଏହି…
Archives


