Home Left

କୁମ୍ଭୀର ପେଟରେ ମଣିଷ, ବଞ୍ଚାଇବା ପାଇଁ ହାତ ବାହାର କରି ମାଗିଲେ ସହାୟତା, ଭିଡିଓ ଦେଖିଲେ…

କୁମ୍ଭୀରଟି କେତେ ଯେ, ଭୟଙ୍କର ଏବଂ ବିପଜ୍ଜନକ ତାହା କିଏ ବା ନ ଜାଣେ। ସୋସିଆଲ ମିଡିଆରେ କୁମ୍ଭୀର କେବଳ ମଣିଷ ନୁହେଁ ବରଂ ବଡ଼ବଡ଼ ଭୟଙ୍କର ପଶୁମାନଙ୍କୁ ମଧ୍ୟ ଶିକାର କରୁଥିବାର ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଏକ…

ରାହୁଲ ୧୦ ଜନ୍ମରେ ବି ସାବରକର ହୋଇପାରିବେ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨।୪: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୀର ସାବରକରଙ୍କ ନେଇ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଅନୁରାଗ କହିଛନ୍ତି, ରାହୁଲ ଗାନ୍ଧୀ ୧୦ ଜନ୍ମରେ ମଧ୍ୟ ସାବରକର ହୋଇପାରିବେ ନାହିଁ। କେମ୍ବ୍ରିଜ…

ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା। ତେବେ ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ କେବେ ସୃଷ୍ଟି କରୁଛି ସ୍ବାସ୍ଥ୍ୟ…

୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି

କଟକ ଅଫିସ୍‌/ବାଙ୍କୀ(ସ୍ବ.ପ୍ର.),୨।୪:  କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍‌ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ସକାଳେ ଭୁଶୁଡ଼ିପଡ଼ିଛି। ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ ଗ୍ୟାଲେରିକୁ ଗତ…

ସୁଖୀ ବୈବାହିକ ଜୀବନ ପାଇଁ …

ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ ରହିଛି କିଛି ଉପାୟ; ଯାହାକୁ ଆପଣାଇ ଖୁସିରେ ବୈବାହିକ ଜୀବନକୁ ଉପଭୋଗ କରିହେବ… *…

ଖରାପାଇଁ କାକୁଡି ଜୁସ୍‌

କାକୁଡ଼ିକୁ ଅନେକେ ସାଲାଡ୍‌ କରି ଖାଇବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସହ ଖାଦ୍ୟକୁ ହଜମ କରାଇବାରେ ବିଶେଷ ସହାୟକ ହୋଇଥାଏ। କାକୁଡିକୁ ଯେ କେବଳ ସାଲାଡ୍‌ କରି ଖାଇହେବ ତାହା ନୁହେଁ, ଏହାକୁ…

ମାତ୍ର ପାଞ୍ଚ ମାସରେ…

ଥରେ ମନେ ପକାନ୍ତୁ ନା ମହାବୀର ସିଂ ଫୋଗଟ ଚରିତ୍ରକୁ। ଅନେକ ଜାଣିସାରିବେଣି ଯେ, ଏଠାରେ ଆମୀର ଖଁାଙ୍କ ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ ବିଷୟରେ କୁହାଯାଉଛି। ଯେଉଁଥିରେ ଆମୀରଙ୍କୁ ଜଣେ ପୂର୍ବତନ ଆମାଚିଓର ରେସଲର୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ଉକ୍ତ ଭୂମିକା…

କରୀନାଙ୍କ ମନ ଦୁଃଖ

କରୀନା କପୁର ଏବେ ମନ ଦୁଃଖ କରିଛନ୍ତି। କେତେ ଆଶା କରିଥିଲେ, ଯାହା ହେଲେ ବି ସଲମାନ ତାଙ୍କୁ କାଷ୍ଟିଂରେ ରଖିବେ। ହେଲେ ତାଙ୍କର ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି। କଥା କ’ଣ କି ସଲ୍ଳୁ ମିଅଁା…

ଇମରଜେନ୍ସି

କଙ୍ଗନା ରାଣାଓ୍ବତ ଏବେ ଇମରଜେନ୍ସିକୁ ନେଇ ବ୍ୟସ୍ତ। ଅର୍ଥାତ୍‌ ଏଭଳି ଟାଇଟଲବିଶିଷ୍ଟ ଏକ ହିନ୍ଦୀ ସିନେମା ନିର୍ମାଣ କରାଯାଉଛି। ଏହାର କାହାଣୀ ରଚନା, ପ୍ରଯୋଜନା କରିବା ବ୍ୟତୀତ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି ସେ। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଭୂମିକାରେ…

ସୀମାରାଣୀ-ଅଞ୍ଜଳି ମୁହାଁମୁହିଁ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ ହେବ। ଏଥିପୂର୍ବରୁ ଶନିବାର ଅପରାହ୍ନ ୫ଟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ…

ଆଗୁଆ ବିଧାନସଭା ବନ୍ଦ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୨।୪(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ୨୧ ଫେବୃୟାରୀରୁ ଆସନ୍ତା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିଲା ା କିନ୍ତୁ ହଠାତ୍‌ ଅଗଣତାନ୍ତ୍ରିକ ଉପାୟରେ ଶୁକ୍ରବାର ଅଧିବେଶନ ବନ୍ଦ କରାଯାଇଛି ା ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି…

ଶେଷ ଦିନରେ କମ୍ପିଲା ପ୍ରଚାର ମଇଦାନ

ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ୍‌ଏସି ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ବାକି। ଏଥିଲାଗି ଅବଗଣନା ଆରମ୍ଭ ହୋଇସାରିଥିବାବେଳେ ଶନିବାର ପ୍ରଚାର ସରିଛି। ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସର ନେତୃବୃନ୍ଦ ବିଭିନ୍ନ ଓ୍ବାର୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri