Home Left

ବିମାନରେ ଏୟାର ଇଣ୍ଡିଆ ଅଫିସରଙ୍କୁ ଯାତ୍ରୀଙ୍କ ମାଡ଼

ନୂଆଦିଲ୍ଲୀ, ୧୬।୭: ସିଡ୍‌ନୀରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ବିଶୃଙ୍ଖଳିତ ଯାତ୍ରୀ ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖର ଏହି ଘଟଣା ସମ୍ପର୍କରେ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ)ଙ୍କୁ…

ଭାରତୀୟ ମୁଦ୍ରା

ଭାରତୀୟ ମୁଦ୍ରା ବା ରୁପୟା ସଂସ୍କୃତ ଶବ୍ଦ ରୁପ୍ୟକମ୍‌ରୁ ଉଦ୍ଧୃତ, ଯାହାର ଅର୍ଥ ରୌପ୍ୟ ମୁଦ୍ରା ବା ସିଲଭର୍‌ କଏନ୍‌। ଆମ ଦେଶରେ ସୁରୀ ସାମ୍ରାଜ୍ୟର ସଂସ୍ଥାପକ ଶେର୍‌ଶାହ ସୁରୀଙ୍କ ଦ୍ୱାରା ୧୫୪୦-୪୫ ମସିହାରେ ପ୍ରଥମେ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇଥିଲା।…

ମୋଦିଙ୍କ ଆନିମେଶନ୍‌ ଫିଲ୍ମରେ ଭାରତର ଖଣ୍ଡିତ ମାନଚିତ୍ର

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି କରାଯାଇଥିବା ଆନିମେଶନ୍‌ ଫିଲ୍ମ ପାଇଁ ଭାଜପା ଅଡ଼ୁଆରେ ପଡ଼ିଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଅପ୍‌ଲୋଡ୍‌ କରାଯାଇଥିଲା। ଉକ୍ତ ଭିଡିଓରେ ଭାରତର ଖଣ୍ଡିତ ମାନଚିତ୍ରକୁ ଦେଖାଯିଇଥିଲା,…

ମୋବାଇଲ୍‌ ଫଟୋଗ୍ରାଫି

ବର୍ତ୍ତମାନ ଯୁବପିଢ଼ିଙ୍କଠାରେ ଫଟୋଗ୍ରାଫି କ୍ରେଜ୍‌ ବଢ଼ିବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ଯେମିତି ସେମାନଙ୍କ ପାଇଁ ଏକ ନିଶା ପାଲଟିଛି। ଅଧିକାଂଶ ଏଥିପାଇଁ ମୋବାଇଲ୍‌ ଫୋନ୍‌ ଉପରେ ନିର୍ଭର କରୁଛନ୍ତି। ଆଉ ନିଜ ଫଟୋଗ୍ରାଫିକୁ…

ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର,୧୬।୭: ଦେଶର ପ୍ରମୁଖ ଇସ୍ପାତ ନିର୍ମାତା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି କୋଭିଡ ରିଲିଫ୍‌ ପଦକ୍ଷେପ ପାଇଁ ଜେଏସ୍‌ପିକୁ ସିଏସ୍‌ଆର୍‌ ହେଲ୍‌ଥ ଇମ୍ପାକ୍ଟ ଗୋଲ୍ଡ ଆଓ୍ବାର୍ଡ…

୨ ମାସ ହେଲା ‘ବସୁଧା’ରୁ ଜଳ ଯୋଗାଣ ବନ୍ଦ

ଯୋଡ଼ା,୧୬।୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତକୁ ୨ ମାସ ହେବ ବସୁଧା ଯୋଜନାରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ପାଇପ୍‌ ଭାଙ୍ଗିଦେଇଥିବା ବେଳେ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ…

କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର ହାତୀ…

ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌

ବୌଦ୍ଧ,୧୬।୭( ଅଜିତ କୁମାର ବାରିକ )ଶିକ୍ଷାର ଉନ୍ନତି ସକାଶେ ସରକାର ଗୁରୁତ୍ୱ ଦେବା ସହ ବର୍ତ୍ତମାନ ବିଦ୍ୟାଳୟଗୁଡିକ ୫-ଟିରେ ରୂପାନ୍ତରିତ କରାଯାଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି ା ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପୂର୍ବରୁ ସର୍ବଶିକ୍ଷା ଅଭିଯାନ…

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ…

ଧସି ନାହିଁ, ଧସେଇ ଦିଆଯାଇଛି

କୁତ୍ରା,୧୫ା୭(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଧେଇମୁଣ୍ଡା ପଞ୍ଚାୟତ କୁରୁଙ୍ଗା ଗ୍ରାମରେ ନିମ୍ନ ମାନର ସୋକ୍‌ପିଟ ନିର୍ମାଣ ହୋଇଥିବା ନେଇ ଖବର ପ୍ରକାଶିତ ପରେ ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, ଏହା ଧସିନାହିଁ, ଏହାକୁ…

ଆର୍‌ଜିଏଚ୍‌ରେ ଖୋଲିନି ଡେଙ୍ଗୁ ୱାର୍ଡ

ରାଉରକେଲା,୧୬।୭(ସଙ୍ଗୀତା ଜେନା)ବର୍ଷା ମାସ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ଜ୍ୱରର ପ୍ରକୋପ ଦେଖାଯାଇଥାଏ। ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ଅତିକ୍ରମ ହୋଇଥିଲେ ମଧ୍ୟ ରାଉରକେଲା ସରକାରୀ ହସ୍‌ପିଟାଲ (ଆର୍‌ଜିଏଚ୍‌)ରେ ଖୋଲିନାହିଁ ଡେଙ୍ଗୁ ଓ୍ବାର୍ଡ। ଡେଙ୍ଗୁ ନିରାକରଣ ପାଇଁ ବିିବିଧ ପଦକ୍ଷେପ ଗ୍ରହଣ…

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରହୁନି ଆବଶ୍ୟକ ଔଷଧ

ରାଉରକେଲା,୧୬।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ଔଷଧ ଉପଲବ୍ଧ ହେଉ ନ ଥିବାରୁ ଗୃହପାଳିତ ପ୍ରାଣୀ ରଖିଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏପଟେ ଗୃହପାଳିତ ପ୍ରାଣୀଙ୍କଠାରେ ଅନେକ ପ୍ରକାର ରୋଗ ଦିନକୁ ଦିନ ଦେଖାଦେଉଥିବାବେଳେ ସେପଟେ ଆବଶ୍ୟକ ଔଷଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?