ହିନ୍ଦୋଳ ଏନ୍ଏସି ନିର୍ବାଚନ: ବୁଧବାର ପ୍ରକାଶ ପାଇବ ଫଳାଫଳ
ଭୁବନେଶ୍ୱର, ୪।୪(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସିରେ ଏପ୍ରିଲ ୩ରେ ମତଦାନ ଶେଷ ହୋଇଛି। ତେବେ ବୁଧବାର ଗଣତି ହେବା ସହ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ହିନ୍ଦୋଳ ଏନ୍ଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ପାଇଁ ୨ଟି…
ଗାଧୋଉଥିବା ବେଳେ ଅଘଟଣ: ନଦୀରେ ବୁଡି ବ୍ୟକ୍ତି ମୃତ
ଦିଗପହଣ୍ଡି,୪।୪(ବ୍ୟୁରୋ): ଗାଧୋଉଥିବା ବେଳେ ଅଘଟଣ । ଘୋଡାହାଡ ନଦୀରେ ବୁଡି ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ଉମାକାନ୍ତ ସାହୁ(୫୬)। ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଯୁବକକୁ ଉଦ୍ଧାର…
ରିଲିଜ ହେବାର ୭ ମାସ ପରେ ବି ଜାପାନରେ କମିନି ‘ଆର୍ଆର୍ଆର୍’ କ୍ରେଜ୍
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍ଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏଥିସହିତ ‘ଆର୍ଆର୍ଆର୍’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ…
ବାର୍ହା ମାଂସ ଜବତ, ଜଣେ ଗିରଫ
କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍ହା ମାଂସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ମଦନ ସାହୁ (୫୧)। ସୂଚନାନୁଯାୟୀ, କେତେଜଣ…
କଂଗ୍ରେସ ଛାଡି ଭାଜପାରେ ମିଶିଲେ ପୂର୍ବତନ ବିଧାୟକ
ବେଙ୍ଗାଲୁରୁ,୪।୪: ମେ’୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଦଳ ଅଦଳବଦଳ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ବିଧାୟକ ନନ୍ଦୀହଲି ହଲପ୍ପା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ହଲପ୍ପା…
କିମ୍ ଶର୍ମା-ପେସଙ୍କ ସମ୍ପର୍କରେ ଫାଟ
ମୁମ୍ବାଇ: ଫିଲ୍ମ ‘ମହବତୈ’ରେ ନିଜର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ କିମ୍ ଶର୍ମା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ଲିଏଣ୍ଡର ପେସଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ତେବେ କିମ୍ ଏବଂ ଲିଏଣ୍ଡର ଏହାକୁ ନେଇ…
ପଶ୍ଚିମବଙ୍ଗ ହିଂସାକୁ ନେଇ ୩ ଦିନ ମଧ୍ୟରେ ମମତା ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୪।୪: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ରାମନବମୀରେ ହୋଇଥିବା ଦଙ୍ଗା ଓ ଖରାପ ଆଇନ ବ୍ୟବସ୍ଥାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର…
ସ୍ବାମୀଙ୍କ ନାଁରେ ଥିବା ଗାଡିକୁ ନିଜ ନାଁରେ କରିବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
କେନ୍ଦୁଝର,୪।୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ ସାପକଣ୍ଟ ଗ୍ରାମର ଜଣେ ବିଧବା ମହିଳା ନିଜ ସ୍ବାମୀଙ୍କ ନାମରେ ଥିବା ଟ୍ରକ୍ ନିଜ ନାମରେ କରିବାକୁ ସବୁ ଚେଷ୍ଟା ବିଫଳ ହେବା ପରେ ବାଧ୍ୟ ହୋଇ ଶେଷରେ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସାମୀଙ୍କ ମୃତ୍ୟୁ…
ଇମ୍ରାନଙ୍କୁ ସାମାନ୍ୟ ଆଶ୍ୱସ୍ତି, ୩ଟି ଭିନ୍ନ ମାମଲାରେ ମିଳିଲା ମଧ୍ୟବର୍ତ୍ତିକାଳୀନ ଜାମିନ
ଇସଲାମାବାଦ,୪।୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କୁ କୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି। ଲାହୋରର ଆଣ୍ଟି ଟେରରିଷ୍ଟ କୋର୍ଟ ହିଂସା, ବର୍ବରତା, ହତ୍ୟା ଓ ଆଉ କିଛି ମାମଲାରେ କୋର୍ଟ ଇମ୍ରାନଙ୍କ ମଧ୍ୟବର୍ତ୍ତି କାଳିନ ଜାମିନକୁ…
କଳାହାଣ୍ଡି ରାଇସ ମିଲର୍ସ ଆସୋସିଏଶନ ପକ୍ଷରୁ ଗଣଧାରଣା
କେସିଙ୍ଗା,୪।୪(ଡି.ଏନ.ଏ.): ଚାଉଳ ନ କିଣିବାରୁ କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଏଫସିଆଇର ମୁଖ୍ୟ ଗେଟ୍ରେ କଳାହାଣ୍ଡି ଜିଲା ମିଲର୍ସ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଗଣଧାରଣା ଦେଇଥିବା ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ୧୫ଟି ଏବଂ ଭବାନୀପାଟଣା ସବଡିଭିଜନର ପ୍ରାୟ ୪୦ଟି ମିଲର୍ସଙ୍କ ଠାରୁ ଠିକ୍…
ମୋଦିଙ୍କୁ ଭେଟିଲେ ଭୁଟାନର ରାଜା
ନୂଆଦିଲ୍ଲୀ,୪।୪: ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ଓ୍ବାଂଗଚୁକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଛନ୍ତି। ସେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ରକ୍ଷା କରି ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସୋମବାର ସେ ଭାରତରେ ପହଞ୍ଚିଥିଲେ।…
ମୋଦିଙ୍କ ଚୁପର ପରିଣାମ ଭୋଗୁଛି ଦେଶ: କଂଗ୍ରେସ
ନୂଆଦିଲ୍ଲୀ,୪।୪: ଚାଇନା ଦ୍ୱାରା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ରଖାଯିବା ପରେ ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ କହିଛି କି ଚାଇନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କ୍ଲିନ ଚିଟ ଦିଆଯାଇଥିଲା। ଚାଇନାର…
Archives


