Home Left

ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି

ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ ମିଡିଆ ସେନସେସନ ହୋଇଥିବା ଉର୍ଫି ପରେ ପପୁଲାରିଟି ହାସଲ କରିଥିଲେ। ତାଙ୍କ ପିଲାଦିନର ପ୍ୟାଶନକୁ…

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନରାଇଜର୍ସ

ହାଇଦ୍ରାବାଦ,୯ା୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହୋଇଥିବା ସନରାଇଜର୍ସ ହାଇଦ୍ରାବାଦ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ସହ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଛି। ଦଳ ଗତ ଦୁଇଟି ସଂସ୍କରଣରେ ପଏଣ୍ଟ ଟେବୁଲର…

ପାଣି ଓଦା କାହିଁକି?

ଆମ ଆଖପାଖରେ ଯାହାବି ଘଟେ, ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ, ଯେମିତି କି ପାଣି। ଏହା ଆମ ଦୈନନ୍ଦିନ ଜୀବନର ମହତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା ବିନା ଜିଇଁବା…

ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍‌ଷ୍ଟେଶନ ଶିଲଂ

ମେଘାଳୟର ରାଜଧାନୀ ଶିଲଂ ହେଉଛି ଭାରତର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍‌ଷ୍ଟେଶନ। ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ, କଳକଳ ନାଦ କରି ବୋହିଯାଉଥିବା ଝରଣାର ଅପୂର୍ବ ଦୃଶ୍ୟ, ବାଦଲ ଘେରା ପାହାଡ଼ର ଅପରୂପ ସନ୍ଦର୍ଯ୍ୟ, ଶାନ୍ତ ନଦୀର ଶୋଭା ସାଙ୍ଗକୁ ଆଶ୍ଚର୍ଯ୍ୟ…

ରାଜଧାନୀ ଏକ୍ସପ୍ରେସରୁ ହଠାତ୍‌ ବାହାରିଲା ଧୂଆଁ

ନୂଆଦିଲ୍ଲୀ,୯।୪: ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଆଁ କାରଣରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୁର ଜିଲାରେ ରବିବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ରବିବାର ଟ୍ରେନର ବି-୫ ଡବାରେ ଚକ ନିକଟରେ ଧୂଆଁ ବାହାରିଥିଲା। ଏହାକୁ ଦେଖିବା ପରେ…

ଚିକନ୍‌କାରୀ ଆଉଟ୍‌ଫିଟ୍‌

ଚିକନ୍‌କାରୀ କୁର୍ତ୍ତା: ଖରାଦିନେ କୁଲ୍‌, କମ୍ଫର୍ଟେବଲ ଲୁକ୍‌ ଦେଇଥାଏ ଚିକନ୍‌କାରୀ କୁର୍ତ୍ତା। ଯଦି ଆପଣ ଦିନବେଳା ଏହାକୁ କ୍ୟାରି କରିବାକୁ ଚାହୁଁଥାନ୍ତି, ତା’ହେଲେ ପ୍ଲାଜୋ ସହିତ ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳେ। ଖାସ୍‌କରି ଲେସ୍‌ କାମ ହୋଇଥିବା ପ୍ଲାଜୋ ସହିତ ଏହା…

ରୋଜଗାର ଟଙ୍କାରେ ନିଜ ପଢ଼ାଖର୍ଚ୍ଚ ତୁଲାଇଥିଲି

ପ୍ରଥମ ରୋଜଗାରର ପୁଲକ କଥା ଚିନ୍ତା କଲାବେଳେ, ନିଶ୍ଚିତ ଭାବରେ ମଣିଷ ଏକ ଆର୍ଥ-ସାମାଜିକ ପରିବେଶ ଭିତରକୁ ଟାଣି ହୋଇଯାଏ। ପରିବାର, ସମାଜ ଓ ଅର୍ଥର ଓତପ୍ରୋତ ଜଡ଼ିତ ଦୃଶ୍ୟାବଳୀରେ ସେ ଖୋଜେ ନିଜର ଜିଜୀବିଷା। ପ୍ରାୟତଃ ପ୍ରତ୍ୟେକଙ୍କ ଜୀବନରେ ଏହା…

ପୁଣି ଟଳିଲା ରାହୁଲଙ୍କ କୋଲାର ରାଲି

ନୂଆଦିଲ୍ଲୀ,୯।୪: କର୍ନାଟକରେ ୧୦ ମେ’ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଲି ପୁଣି ଥରେ ସ୍ଥଗିତ ହୋଇଯାଇଛି। ଏଥର ରାହୁଲଙ୍କ ରାଲି ୧୬ ଏପ୍ରିଲ…

ଛାତ୍ରମାନେ ସଫା କରୁଛନ୍ତି ପାଣି ଟାଙ୍କି

ନୂଆପଡ଼ା ଅଫିସ୍‌, ୯।୪: ନୂଆପଡ଼ା ଜିଲା କୋମନା ବ୍ଳକ ଅନ୍ତର୍ଗତ ତରବୋଡ ଠାରେ ଅବସ୍ଥାପିତ ଜବାହାର ନବୋଦୟ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଅବିଭାବକ କମିଟି ଓ ସ୍ଥାନୀୟ ଅବିଭାବକମାନେ ଗୁରୁବାର ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏଙ୍କୁ ସ୍କୁଲ…

ଫସଲ ଉଜାଡ଼ିଲା ଅଦିନିଆ ବର୍ଷା, କୁଆପଥର

ନୂଆପଡ଼ା ଅଫିସ,୯।୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁର ଏକର ଏକର ଧାନ,ପିଆଜ ଚାଷ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ନଷ୍ଟ ହୋଇଯାଇଛି। ନୂଆପଡ଼ା ଜିଲାରେ ୯୦ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରି…

୩ ପଥକର ଫାଟକ ବନ୍ଦ ହେଉନି

ସୋନପୁର,୯।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ୩ଟି ସ୍ଥାନରେ ଥିବା ପଥକର ଫାଟକ(ଟୋଲ ଗେଟ୍‌)ରୁ ଦୀର୍ଘ ବର୍ଷ ଧରି ଟିକସ ଆଦାୟ ହେଉଛି। ବ୍ରିଜ୍‌ ନିର୍ମାଣର ଖର୍ଚ୍ଚ ବାହାରି ସାରିଥିଲେ ମଧ୍ୟ ସରକାର ଟୋଲଗେଟ୍‌ଗୁଡିକୁ ବନ୍ଦ କରୁନାହାନ୍ତି। ବିଧାନସଭାରେ ପ୍ରଶ୍ନ ପଚାରିଲେ ମଧ୍ୟ ସ୍ପଷ୍ଟ…

ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ, ସବ୍‌ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବି

ମୁନିଗୁଡ଼ା,୯ା୪(ଡି.ଏନ୍‌.ଏ.): ମୁନିଗୁଡ଼ାରେ ଅସ୍ଥାୟୀ ଜେଏମ୍‌ଏଫସି କୋର୍ଟ ଓ ସବ୍‌ ରେଜେଷ୍ଟ୍ରି ଅଫିସ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଗତ ଅକ୍ଟୋବର ଶେଷ ସପ୍ତାହରେ ରାୟଗଡ଼ା ଜିଲାଜଜ୍‌ ବିକ୍ରମ କେଶରୀ ପଟ୍ଟନାୟକଙ୍କ ସହ ଏକ ପ୍ରତିନିଧିଦଳ ମୁନିଗୁଡ଼ା ଆସି କୋର୍ଟ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri