ମୋଟା ଲୋକଙ୍କୁ ଭରିବାକୁ ପଡ଼େ ଜରିମାନା
ଟୋକିଓ: ଅନେକ ଲୋକ ଖାଇବାକୁ ନେଇ ଏତେ ଚିନ୍ତାରେ ନ ଥାନ୍ତି। ସେଥିପାଇଁ ଖାଦ୍ୟ ଖାଇବା ସହିତ ତାଙ୍କ ଓଜନ ବଢ଼ିବାକୁ ଲାଗିଥାଏ। ହେଲେ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ। ଏପରି କି ଅଧିକ ମୋଟା ହେଲେ ଚାକିରିରୁ…
ଆଲିଆଙ୍କୁ ହଲିଉଡ ‘ସ୍ପଟଲାଇଟ ଆୱାର୍ଡ ୨୦୨୩’
ମୁମ୍ବାଇ: ବମ୍ପର କଲେକସନ ପରେ ଏବେ ଏସଏସ ରାଜମୌଳିଙ୍କ ମୁଭି ଆରଆରଆର ଆୱାର୍ଡସ ପାଇବାରେ ଲାଗିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ୨୦୨୩ ବର୍ଷର ଇଭେଣ୍ଟରେ ଏହି ଫିଲ୍ମ ଏକା ସାଙ୍ଗେ ୫ଟି ଆୱାର୍ଡ ନିଜ ନାଁରେ କରିଛି । ଆଲିଆ…
ଆମାଜନ ଜଙ୍ଗଲରେ ମାସେ ବିତାଇ ୧୭ କେଜି ଓଜନ ହ୍ରାସ
ବ୍ରାସିଲିଆ: ଜଣେ ବ୍ୟକ୍ତି ବ୍ରାଜିଲର ଆମାଜନ ଜଙ୍ଗଲରେ ହଜିଯାଇଥିଲେ। ସେ ହଜିବାର ୩୧ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସେତେବେଳେ ସେ ଆମାଜନ ଜଙ୍ଗଲରେ ବଞ୍ଚିବାକୁ କିପରି ସଂଘର୍ଷ କରିଥିଲେ ସେ ବିଷୟରେ କହିଛନ୍ତି। ୩୦ ବର୍ଷୀୟ ଝୋନାଟାନ ଏକୋଷ୍ଟା…
ଖୁବ୍ଶୀଘ୍ର ସରିବ ‘ଡିଏନ୍ ଫେରିଟେଲ୍’
ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ…
ଆନ୍ଧ୍ରପ୍ରଦେଶରେ ନିବେଶ କରିବ ରିଲାଏନ୍ସ
ନୂଆଦିଲ୍ଲୀ,୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ଗିଗାୱାଟ୍ ସୋଲାର ପାୱାର ପ୍ଲାଣ୍ଟରେ ପୁଞ୍ଜିନିବେଶ କରିବ। ଆନ୍ଧ୍ରପ୍ରଦେଶର ଉପତ୍ାଦଗୁଡ଼ିକୁ ସାରା ଦେଶରେ ପହଞ୍ଚାଇବା ଲାଗି ରିଲାଏନ୍ସ ରିଟେଲ ଏହାର କୃଷି ଆଧାରିତ ଉପତ୍ାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର…
ଦିଲ୍ଲୀରେ ଅଟୋରେ ବୁଲିଲେ ବ୍ଲିଙ୍କେନ୍
ନୂଆଦିଲ୍ଲୀ, ୪ା୩: ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ କ୍ୱାଡ୍ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହୋଇଥିଲେ। ସେ ଏକାଧିକ ଫଟୋ ଟୁଇଟ୍ କରିବା…
କ୍ୱାଡ୍ କାର୍ଯ୍ୟକାରୀ ଗୋଷ୍ଠୀ ଗଢ଼ାହେବ
ନୂଆଦିଲ୍ଲୀ, ୪ା୩(ପି.ଟି.): ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏହି ଗୋଷ୍ଠୀର ପ୍ରତିଶ୍ରୁତିକୁ ବୈଠକରେ ପୁନର୍ବାର…
ନୋବେଲ ବିଜେତାଙ୍କୁ ୧୦ ବର୍ଷ ଜେଲ
ମସ୍କୋ,୪ା୩: ବେଲାରୁଷର ଏକ କୋର୍ଟ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମାନବାଧିକାର କର୍ମୀ ଆଲେସ୍ ବିଆଲିଆତ୍ସ୍କିଙ୍କୁ ଶୁକ୍ରବାର ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ବିକ୍ଷୋଭ ପାଇଁ ପାଣ୍ଠି ଯୋଗାଣ ସମେତ ଅନ୍ୟ କେତେକ ଆପରାଧିକ ମାମଲାରେ ତାଙ୍କୁ ଏହି…
ଇରାନ ସ୍କୁଲ ଛାତ୍ରୀଙ୍କୁ ବିଷ
ତେହରାନ/ବର୍ଲିନ/ଜେନେଭା,୪ା୩: ଗତ ଡିସେମ୍ବର ୧୬ରେ ମୋରାଲଟି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍ ଯୁବତୀ ମହସା ଅମିନୀଙ୍କ ଜୀବନ ଯିବା ପରେ ଇରାନ୍ରେ ହିଜାବ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନର ନିଅଁା ନ ଲିଭୁଣୁ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା…
ଅତୃପ୍ତ ସମ୍ପତ୍ତି ଲୋଭ ଯୋଗୁ କ୍ୟାନ୍ସର ଭଳି ବଢ଼ୁଛି ଦୁର୍ନୀତି
ନୂଆଦିଲ୍ଲୀ, ୪ା୩(ପି.ଟି.): ସମ୍ପତ୍ତି ହାସଲ କରିବାର ଅତୃପ୍ତ ଲୋଭ ଯୋଗୁ ସମାଜରେ ଦୁର୍ନୀତି କ୍ୟାନ୍ସର ଭଳି ମାଡ଼ିଚାଲିଛି। ଦୁର୍ନୀତିକୁ ଆଦୌ ବରଦାସ୍ତ ନ କରିବା ଏବଂ ଏଭଳି ଅପରାଧ ମାମଲାର ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାମ୍ବିଧାନିକ ଅଦାଲତଗୁଡ଼ିକର…
ଡିଜେ ଶବ୍ଦ ନେଲା ବର ଜୀବନ
ପାଟନା, ୪ା୩: ବିହାର ସମସ୍ତିପୁର ଜିଲାରେ ଏକ ବିବାହ ଉତ୍ସବ ଶୋକାକୁଳ ପରିବେଶରେ ପରିଣତ ହୋଇଛି। ଗତ ବୁଧବାର ବିବାହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ବରକନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ସାରିଥିଲେ। କିଛି ସମୟ ପରେ କନ୍ୟା ବିଦା ପର୍ବ…
ସଙ୍କଟରେ ଭାରତୀୟ ଗଣତନ୍ତ୍ର
ଲଣ୍ଡନ/ନୂଆଦିଲ୍ଲୀ,୪ା୩: ଭାରତର ପାର୍ଲାମେଣ୍ଟ, ପ୍ରେସ୍ ଓ ନ୍ୟାୟପାଳିକାକୁ ମୁକ୍ତ ଭାବେ ଚାଲିବାକୁ ଦିଆଯାଉନାହିଁ। ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ଏଥିଯୋଗୁ ଭାରତୀୟ ଗଣତନ୍ତ୍ର ସଙ୍କଟ ଦେଇ ଗତିକରୁଛି। ଦେଶର ଅନେକ ନେତା ସର୍ଭିଲାନ୍ସରେ ଅଛନ୍ତି ବୋଲି କଂଗ୍ରେସର ପୂର୍ବତନ…
Archives


