Home Left

ମାରୁତି ସୁଜୁକି ଜିମ୍‌ନୀର ଅନାବରଣ

ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ନ୍ୟୁ ଜିମ୍‌ନୀର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ମାରୁତି ସୁଜୁକିର ପ୍ରିମିୟମ…

ସୋନିର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା

ଭୁବନେଶ୍ୱର,୮ା୪: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଆଲ୍‌ଫା ୭ଆର୍‌ ଭି କ୍ୟାମେରାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ନିକଟରେ ବ୍ରାଣ୍ଡ୍‌ର ଆଲ୍‌ଫା ସିରିଜ ତଥା ନୂତନ ଇଣ୍ଟେଲିଜେନ୍ସ କ୍ୟାମେରାର ବଜାର ପ୍ରବେଶ ମଧ୍ୟ…

ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଧମକ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ଧମକ ଦେଇଛନ୍ତି। ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ ଆସନ୍ତି ତେବେ ରାହୁଲ…

ସବୁ ବୁଥ୍‌ରେ ହେବ ଓ୍ବେବ୍‌ କାଷ୍ଟିଂ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଚଳିତ ଥର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ବୁଥ୍‌ରେ ଶତ ପ୍ରତିଶତ ୱେବ୍‌ କାଷ୍ଟିଂର ବ୍ୟବସ୍ଥା କରାଯିବ। ଏଥିସହିତ ଉପନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ୩ ଥର ଗଣମାଧ୍ୟମ ଜରିଆରେ ପ୍ରଚାର…

ରାଜ୍ୟ ସରକାର ମିଛ ପ୍ରତିଶ୍ରୁତି ନ ଦିଅନ୍ତୁ : ଭାଜପା

ଭୁବନେଶ୍ବର,୮ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ। ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି, କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକଙ୍କ କଷ୍ଟାର୍ଜିତ…

ବିଜେଡିର ରଣନୀତି ପ୍ରସ୍ତୁତି

ବ୍ରଜରାଜନଗର,୮ା୪ (ଡି.ଏନ.ଏ.): ଝାରସୁଗୁଡାର ଏକ ହୋଟେଲରେ ଶୁକ୍ରବାର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ବିଜେଡି ପକ୍ଷରୁ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ସାରଦା ନାୟକ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ…

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା ଓ…

‘ସପ୍ତ ମୋକ୍ଷ ପୁରୀ’ ମଧ୍ୟରେ ଓଡ଼ିଶାର ପୁରୀ

ନୂଆଦିଲ୍ଲୀ,୮ା୪: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଚାର ପ୍ରସାର କରାଯାଉଥିବା ଦେଶର ୭ ମୋକ୍ଷ କ୍ଷେତ୍ର (ସପ୍ତ ମୋକ୍ଷ ପୁରୀ) ମଧ୍ୟରେ ଓଡ଼ିଶାର ପୁରୀ ସ୍ଥାନ ପାଇଛି। ଅନ୍ୟ କ୍ଷେତ୍ରଗୁଡ଼ିକ ହେଲା ଅଯୋଧ୍ୟା, ମଥୁରା, ହରିଦ୍ୱାର, ବାରାଣସୀ, ଉଜ୍ଜୟିନୀ ଏବଂ ଦ୍ୱାରକା।…

ରାଜନୀତି ଛାଡ଼ିଲେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ, ୮ା୪: ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ। ରାଜନୀତି ଆଗରେ ମୁଣ୍ଡ…

ମେକ୍ସିକୋ ଜଙ୍ଗଲରେ ପ୍ରସ୍ତୁତି

ମେକ୍ସିକୋ ସିଟି,୮ା୪: ମେକ୍ସିକୋର ୟୁକାଟନ୍‌ ଜଙ୍ଗଲରେ ରାତି ପାହିବା ପରେ ପ୍ରାଣୀ ଚିକିତ୍ସକ ଓମାର ଗ୍ରାସିଆ ଏକ ବାଦୁଡ଼ି ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଭବିଷ୍ୟତରେ ସମ୍ଭାବ୍ୟ ମହାମାରୀକୁ ଏଡ଼ାଇବା ପାଇଁ ଚାଲିଥିବା ଗବେଷଣାର ଏହା ହେଉଛି ଏକ ଅଂଶବିଶେଷ।…

ମା’ ହେଲେ ଅଭିନେତ୍ରୀ ନେହା ମର୍ଦା

ମୁମ୍ବାଇ: ଛୋଟ ପରଦାରେ ନଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ନେହା ମର୍ଦା ବିବାହର ୧୦ ବର୍ଷ ପରେ ମା’ ହୋଇଛନ୍ତି। ଶୁକ୍ରବାର ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ନେହାଙ୍କର ପ୍ରି-ମେଚ୍ଚୋର ଡେଲିଭରୀ ହୋଇଛି। ବର୍ତ୍ତମାନ…

ଉହାନ୍‌ ନମୁନାରେ ଥିଲା ପ୍ରାଣୀଙ୍କ ଡିଏନ୍‌ଏ

ବେଜିଂ,୮ା୪: ଚାଇନାର ଏକ ଗବେଷକ ଦଳ ୨୦୨୦ରେ ଉହାନ୍‌ ସି ଫୁଡ୍‌ ହୋଲ୍‌ସେଲ୍‌ ମାର୍କେଟରୁ ସଂଗୃହୀତ ନମୁନାଗୁଡ଼ିକର ବିଶ୍ଳେଷଣ କରି ତଥ୍ୟ ଜାରି କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ସାମ୍ପୁଲଗୁଡ଼ିକ ହେଉଛି ସେହି ସମୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri