Home Left

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିଣ୍ଟୁ ନନ୍ଦଙ୍କ ଭାଇ

ଭୁବନେଶ୍ୱର,୩।୩(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ତାଙ୍କ ଭାଇ ଅଭିରାମ ନନ୍ଦ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବାହାର କଳାକାରଙ୍କ ପିଛା କୋଟ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ପିଣ୍ଟୁ…

ଭାଜପା ବିଧାୟକ ପୁଅଙ୍କ ଘରୁ ମିଳିଲା ନଗଦ ୬କୋଟି: ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୩।୩: କର୍ନାଟକରେ ଭାଜପା ବିଧାୟକ ମାଦାଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଜଣେ ଠିକାଦାରଙ୍କଠାରୁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ଲୋକାଯୁକ୍ତ ପୋଲିସ ବିଧାୟକଙ୍କ ପୁଅଙ୍କ ଘରୁ ନଗଦ ୬କୋଟି ଟଙ୍କା ଜବତ…

ବିଲ ଗେଟ୍‌ସଙ୍କୁ ଖେଚୁଡିରେ ଛୁଙ୍କ ଲଗାଇବା ଶିଖାଇଲେ ସ୍ମୃତି: ଭିଡିଓ ଭାଇରଲ

ନୂଆଦିଲ୍ଲୀ,୩ ।୩: ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍‌ସ ଭାରତୀୟ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରନ୍ତି । ଏବେ ଏକ ଭିଡିଓ ଦେଖିଲେ ଏହା ସ୍ପଷ୍ଟ ହୋଇଛି । ଗୁରୁବାର କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ…

ଜାମିନ ଆବେଦନ କଲେ ମନୀଷ ସିସୋଡିଆ,ଶନିବାର ଶୁଣାଣି

ନୂଆଦିଲ୍ଲୀ,୩।୩: ଆମ ଆଦମୀ ପାର୍ଟି (ଏଏପି)ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରୋଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସିସୋଡିଆ ଜାମିନ ଆବେଦନ କରିଥିବା ଜଣାପଡିଛି। ତେବେ…

ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନ ନୁହେଁ: ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଲୋକସେବା ଭବନସ୍ଥିତ କନ୍‌ଭେନଶନ ସେଣ୍ଟରରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସପ୍ତାହ ଧରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳା…

ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ୍‌ରେ ନଜର ଆସିବେ ରବି କିଷାନ, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଭୋଜପୁରୀ ଏବଂ ବଲିଉଡ ଅଭିନେତା ରବି କିଷନ ଆଜିକାଲି ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ ‘ସିକରେଟ୍‌ ଅଫ୍‌ ଲଭ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଆଚାର୍ଯ୍ୟ ରଜନୀଶ ଓଶୋ ନାମରେ ମଧ୍ୟ ପରିଚିତ। ତେବେ ରବି କିଷାନ ଭୂମିକାରେ ଓଶୋ ଦେଖିବାକୁ…

ଅମରନାଥ ଯାତ୍ରା ପ୍ରସ୍ତୁତି ପାଇଁ ସରକାର ଆକ୍ଟିଭ୍‌: ରାସ୍ତାରେ ଜମିଥିବା ବରଫକୁ ହଟାଇବ ବିଆରଓ ଟିମ୍‌

ନୂଆଦିଲ୍ଲୀ,୩।୩: ଜମ୍ମୁ-କଶ୍ମୀର ସରକାର ଏବଂ ଅମରନାଥ ଶ୍ରାଇନ୍‌ ବୋର୍ଡ ପକ୍ଷରୁ ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତଥର ସେନାର ରୋଡ ୱିଙ୍ଗର ଇଞ୍ଜିନିୟରମାନଙ୍କୁ ସାହାଯ୍ୟ କରିବାକୁ ମୁତୟନ କରାଯାଇଛି। ଅମରନାଥ ଯାତ୍ରାର ଇତିହାସରେ ପ୍ରଥମ ଥର…

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌ ଫହଦ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ପ୍ରଥମ ସେମିଫାଇନାଲରେ ପଞ୍ଜାବକୁ ହରାଇ ମେଘାଳୟ ଏବଂ…

ମାର୍ଚ୍ଚ ୭ରେ ମେଘାଳୟ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଶିଲଂ: ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ କନରାଡ ସାଙ୍ଗମା ମାର୍ଚ୍ଚ ୭ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେବେ ସୂଚନା ମିଳିଛି। ବିଧାନସଭା ନିର୍ବାଚନରେ ୨୬ଟି…

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା ଫୁଟ୍‌ବଲର ଅନେକ ବାଧାବିଘ୍ନ ଅତିକ୍ରମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଥଣ୍ଡା,ଜ୍ୱର ହେବାରୁ ଗୁରୁବାର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନିକଟରେ କଂଗ୍ରେସର ୮୫ତମ…

ବାହାଘର କାର୍ଡ ବାଣ୍ଟିବା ନାଁରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଅବକାରୀ

ଅନୁଗୋଳ ଅଫିସ,୩।୩: ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ ସ୍ଥାନରେ ଚଢାଉ କରି ମୋଟ୍‌ ୧୦୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ଓ ବୋଲେରୋକୁ ଜବତ କରିବା ସହ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri