Home Left

ପାରିକରିବେ ଭୋଳାଶଙ୍କର ୨

ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ ପାଇବେ।…

ଢେଙ୍କାନାଳ: ୭ ଦିନରେ ୩ ମୃତ୍ୟୁ

ଢେଙ୍କାନାଳ ଅଫିସ, ୯ା୪: ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଲାଗି ଏପ୍ରିଲ ପହିଲାରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ’ ଅଭିଯାନ। ୭ଦିନରେ ଢେଙ୍କାନାଳ ଜିଲାର ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିଛି।…

ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି ରହିଛି । ଯାହାକି, ୪ ବର୍ଷ ହେଲା ତାଲା ପଡି ରହିଛି। ଏଠାରେ ପିଲାଙ୍କ…

ଅଜବ ବ୍ୟାଗ୍‌

ଭଳିକିଭଳି ଅଜବ ଫ୍ୟାଶନ୍‌ ଆପଣେଇବାରେ ଯୁବପିଢ଼ି ସବୁବେଳେ ଆଗରେ। ଯେଉଁଥିରୁ ବାଦ୍‌ପଡ଼ିନି ବ୍ୟାଗ୍‌। ଜାଣିବା କେତୋଟି ଅଜବ ବ୍ୟାଗ୍‌ ସମ୍ପର୍କରେ… ଲିଜାର୍ଡ ଏବଂ ଫ୍ରଗ୍‌ ବ୍ୟାଗ୍‌: ଯୁବତୀ ହୁଅନ୍ତୁ ଅବା ଯୁବକ, ଭଳିକିଭଳି ପୋଷାକ ସହିତ ନୂଆ ଡିଜାନର ବ୍ୟାଗ୍‌ ଧରିବାର…

‘ଚ୍ୟାଲେଞ୍ଜ’

ସଫଳତା ମାର୍ଗରେ ‘ଚ୍ୟାଲେଞ୍ଜ’ ହେଉଛି ଏମିତି ଏକ ବାଧକ, ଯାହାକୁ ଡରି କେହି କେହି ସମ୍ପୂର୍ଣ୍ଣ ଓହରି ଯାଇ ଲକ୍ଷ୍ୟଚ୍ୟୁତ ହୋଇଯାଆନ୍ତି ତ ଆଉ କାହା ପାଇଁ ଏହା ହିଁ ପାଲଟେ ଦୃଢ଼ ମନୋବଳ ରଖି ସଫଳତାର ଶୀର୍ଷରେ ପହଞ୍ଚତ୍ବାର ଚାବିକାଠି।…

ଇମୋଶନାଲ ପ୍ରିୟଙ୍କା

ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍‌ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍‌ ଗାୟକ ନିକ୍‌ ଜୋନାସ୍‌ଙ୍କ ସହ…

ସର୍ଜନାରେ ପ୍ରବୀଣା

ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପ୍ରବୀଣା ମହାନ୍ତି, ଯିଏ କୁହନ୍ତି ଜନଜୀବନର କଥା; ଯାହାଙ୍କ ଲେଖନୀରୁ ଝରିଆସେ ଅନୁଭବ ଓ ଅନୁଭୂତିର ଜୀବନ୍ତ କାହାଣୀ। ତାଙ୍କ ସର୍ଜନାର କ୍ଷେତ୍ର ଅତ୍ୟନ୍ତ ବ୍ୟାପକ ଓ ବିବିଧବର୍ଣ୍ଣା। ଗଳ୍ପ,…

ପୁରୀରେ ପହଞ୍ଚତ୍ଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ ଅଫିସ,୯।୪: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୂର୍ବରୁ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୧୦୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଗୋଟି କାଠ ପୁରୀ ପହଞ୍ଚତ୍ଥଲା। ତେବେ ଶନିବାର ବୌଦ୍ଧ ବନଖଣ୍ଡରୁ…

ଦଣ୍ଡପର୍ବ

ଚୈତ୍ରମାସ ଆରମ୍ଭରେ ଓଡ଼ିଶାର ପୁରପଲ୍ଲୀରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଥାଏ ଦଣ୍ଡପର୍ବ । ଏହି ପର୍ବରେ ଭଗତାମାନେ ନିଷ୍ଠାର ସହିତ ମଙ୍ଗଳମୟ ଶିବଙ୍କୁ ଆରାଧନା କରିଥାନ୍ତି। ଦଣ୍ଡନୃତ୍ୟରେ ପୌରାଣିକ, କିମ୍ବଦନ୍ତୀ ଓ ଲୋକକଥାକୁ ନେଇ ସାମାଜିକ ଚଳଣିରେ ସଂସ୍କାର, ଭାଇଚାରା ସୁଦୃଢ…

ନମ୍ବର ପ୍ଲେଟରେ ଚୁଇଂଗମ୍‌ ମାରି ବୁଲୁଛନ୍ତି ଅମାନିଆ

ଭୁବନେଶ୍ୱର,୯।୪(ବ୍ୟୁରୋ): ଆଇନ ଯେତେ କଡ଼ାକଡ଼ି କରାଯାଉଛି, ଅମାନିଆ ସେତିକି ନୂଆ ନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି)କୁ ବାଧ୍ୟତାମୂଳକ କରାଯାଇଛି। ଫଳରେ କେହି ନିୟମ ଉଲ୍ଲଂଘନ କଲେ ସିସିଟିଭିରେ ଗାଡ଼ି ନମ୍ବରକୁ…

ହଟୁନି ଅଳିଆ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୯।୪: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷ ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସ୍ବଚ୍ଛ ଭାରତ ସୁସ୍ଥ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବଚ୍ଛତାର ପୋଷ୍ଟର, ଓ୍ବାଲ୍‌ ପେଣ୍ଟିଂ କରାଯାଇଛି। ରାସ୍ତାରେ ଅଳିଆ…

ଟ୍ରକ୍‌ ତଳେ ପଶିଗଲା କାର୍‌

ଭଦ୍ରକ ଅଫିସ,୯।୪: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଝାରଖଣ୍ଡ ନମ୍ବର ବିଶିଷ୍ଟ ଦୁଇଟି କାର ବାଲେଶ୍ୱର ଆଡ଼କୁ ଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri