ଆଖିରେ ପଟି ବାନ୍ଧି ଫୁଟବଲ୍ ଖେଳ
ସାରା ପୃଥିବୀରେ ଫୁଟବଲ୍ ଏକ ଲୋକପ୍ରିୟ ଖେଳ। ଏହାର ଫ୍ୟାନ୍ ସବୁଠି ଅଛନ୍ତି। ଏମିତିକି ଏହି ଖେଳପ୍ରତି ଭଲ ପାଇବା ଦିନକୁ ଦିନ ବଢିବାରେ ବି ଲାଗିଛି। ତେଣୁ ଦୃଷ୍ଟିହୀନମାନେ ବି ଏହି ଖେଳ ଖେଳିବାକୁ ଆଗେଇ ଆସିଛନ୍ତି। ଫଳରେ ବ୍ଲାଇଣ୍ଡ…
ସୁଟ୍ ବୁଟ୍ ପିନ୍ଧି ପାହାଡ ଚଢା
ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା ପାହାଡ ଚଢିବା ବିପଜ୍ଜନକ ହୋଇପାରେ। ତେବେ ଜାପାନର ନୋବୁତାକା ସାଦା ନାମକ ଜଣେ ବ୍ୟକ୍ତିଙ୍କୁ…
ଦ କ୍ୟାନ୍ସର ହବ୍
ଗୁଟଖା, ପାନ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏକଥା ଜାଣି ମଧ୍ୟ ଲୋକେ ଏହାକୁ ଖାଇଥାନ୍ତି। ଏହାକୁ ଖାଇ ନିଜ ସ୍ବାସ୍ଥ୍ୟ ଖରାପ କରିବା ସହ ଛେପ ପକାଇ ପରିବେଶକୁ ବି ଦୂଷିତ କରନ୍ତି। ଗୁଟ୍ଖା ବିକ୍ରି କରୁଥିବା ଲୋକଙ୍କର ବି…
ବୃହତ୍ ପ୍ରାଣୀ
ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ପ୍ରାଣୀଙ୍କୁ ଦେଖୁ। ସେମାନଙ୍କ ଆକାର ଏବଂ ପ୍ରକାରକୁ ନେଇ ମନ ଭିତରେ ଏକ ନିର୍ଦ୍ଦିଷ୍ଟ ଛବି ମଧ୍ୟ ରହିଯାଇଥାଏ। ହେଲେ ପୃଥିବୀରେ ସେଭଳି ପ୍ରାଣୀମାନଙ୍କର ସର୍ବବୃହତ୍ ପ୍ରଜାତି ରହିଛି, ଯାହା ବିଷୟରେ ଜାଣିଲେ ଯେକେହି ଆଶ୍ଚର୍ଯ୍ୟ…
ଟ୍ରେନ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
କେନ୍ଦୁଝର,୧୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ଼ଙ୍କ ପୁଅ ନରହରି (୨୨) ବୋଲି ଜଣାପଡିଛି। ପ୍ରକାଶ ଯେ, ନରହରି ଶନିବାର…
ଦୂର ହେବ ଝାଳଗନ୍ଧ
ଖରା ଦିନକୁ ଦିନ ପ୍ରଖର ହେବାରେ ଲାଗିଛି। ଏମିତିରେ ସଭିଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି। ହେଲେ କାହା କାହାଠାରେ ଏହି ଝାଳ ଖୁବ୍ ଗନ୍ଧ ହୋଇଥାଏ, ଯାହାକୁ ଦୂର କରିବା ଲାଗି ସେମାନେ ପର୍ଫ୍ୟୁମ୍, ଡିଓଡରାଣ୍ଟ, ପାଉଡର ଆଦି…
ତାରା ଟିମ୍ଟିମ୍ ହୁଏ କାହିଁକି?
ରାତିର କାଳିମା ଭିତରେ ଟିମ୍ ଟିମ୍ କରୁଥିବା ତାରାର ଦୃଶ୍ୟ କାହାକୁ ବା ଭଲ ନ ଲାଗେ? ହେଲେ କେବେ ଭାବିଛନ୍ତି ଏଇ ତାରାସବୁଟିମ୍ ଟିମ୍ ହେବାପରି କାହିଁକିଦେଖା ଯାଆନ୍ତି? ତାରା ସବୁବେଳେ ମଣିଷକୁ ଆକର୍ଷିତ କରି ଆସିଛି। ପିଲାଠୁ ବୁଢା…
ବସ୍ ଚଳାଚଳ ବ୍ୟାହତ, ଯାତ୍ରୀ ହଟହଟା
ବରଗଡ଼ ଅଫିସ୍,୧୬।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହୋଇଥିବା ହିଂସାକୁ ନେଇ ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ଅନୁଭୂତ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ ଜାରି କରାଯାଇଥିବା ଯୋଗୁ ଶନିବାର ବସ୍ ଚଳାଚଳ…
ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି
ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ…
ବଢୁଛି ତାତି, ମିଳୁନି ନିସ୍ତାର
ବରଗଡ଼ ଅଫିସ୍,୧୬।୪: ବରଗଡ଼ ଜିଲାରେ ଗତ କିଛିଦିନ ହେଲା ତାତି ଥମିବା ନାଁ ନେଉନାହିଁ। ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଶନିବାର ଏହା ୪୦.୬ ଡିଗ୍ରୀକୁ ବୃଦ୍ଧି ପାଇଛି। ଜିଲାରେ…
ରାଜଧାନୀର ସୁଆଦିଆ ‘କୋରାଖଇ’
ଭୁବନେଶ୍ୱର,୧୬।୪(ବ୍ୟୁରୋ) – ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଖାଦ୍ୟ ଓ ଭୋଗ କଥା ଉଠିଲେ, ମନକୁ ଆସେ ‘କୋରାଖଇ’। ଯେତିକି ସୁଆଦ, ସେତିକି ସ୍ବାସ୍ଥ୍ୟପ୍ରଦ। ଏହା ପୁଣି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ଭୋଗ। ଜନ୍ମାଷ୍ଟମୀ ହେଉକି ରୁକୁଣାରଥଯାତ୍ରା ସବୁ ପର୍ବପର୍ବାଣିରେ ଠାକୁରଙ୍କ ନିକଟରେ…
ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ ଜନସାଧାରଣ
ସମ୍ବଲପୁର,୧୬ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ବାଇକ୍ ରାଲି ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସହରରେ କର୍ଫ୍ୟୁ ଲଗାଯାଇଛି। ଏହାସହ ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଫଳରେ ସମ୍ବଲପୁର ଜିଲାବାସୀ…
Archives


