Home Left

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…

କେବଳ ପୁଟିନ୍‌ଙ୍କ ପାଇଁ ନୁହେଁ ବେଲାରୁଷର ରାଷ୍ଟ୍ରପତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଓ୍ବାଗନର୍‌ ଗ୍ରୁପ୍‌

ମସ୍କୋ,୨୬।୭: ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସେଣ୍ଟ ପିଟର୍ସବର୍ଗରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କ ସହ ସାକ୍ଷାତ କରଛନ୍ତି। ଯେଉଁଠାରେ ବେଲାରୁଷର ରାଷ୍ଟ୍ରପତି ପୁଟିନ୍‌ଙ୍କୁ କହିଥିଲେ ଯେ ୱାଗନର୍‌ ଗ୍ରୁପ ଯୁଦ୍ଧବିମାନକୁ ପଡୋଶୀ ପୋଲାଣ୍ଡ ଉପରେ ଆକ୍ରମଣରୁ ନିବୃତ୍ତ କରିବା…

ପଞ୍ଜାବର ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କ ପରଲୋକ

ମୁମ୍ବାଇ: ପଞ୍ଜାବୀ ସଙ୍ଗୀତ ଶିଳ୍ପରୁ ଖରାପ ଖବର ଆସିଛି। ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କର ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଏବଂ ମୃତ୍ୟୁ ସହ…

ନିଷ୍ପତ୍ତିକୁ ଅଣଦେଖା କରୁଛି ଏନ୍‌ଏଚ୍‌ଏଆଇ

ଢେଙ୍କାନାଳ, ୨୬।୭(ରତନ ନାୟାର): ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରଶାସନର ନିଷ୍ପତ୍ତିକୁ ଅଣଦେଖା କରିଚାଲିଛନ୍ତି। ଫଳରେ ମରଣଯନ୍ତା ପାଲଟିଥିବା ଢେଙ୍କାନାଳ ଜିଲାର ୫୫ ଏବଂ ୫୩ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ୧୦୩…

ଲଗାଣ ବର୍ଷାରେ କାଙ୍ଗୁରକୋଣ୍ଡା ପୋଲ ବୁଡ଼ିଲା: ୩୨୬ ଜାତୀୟ ରାଜପଥରେ ଯାତାୟତ ଠପ୍‌

ମାଲକାନଗିରି,୨୬।୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଠାରୁ ମୋଟୁ ଯିବା ୩୨୬ ନମ୍ବର ଜାତୀୟ ରାଜ ପଥ କାଙ୍ଗୁରୁକୋଣ୍ଡାଠାରେ ଲଗାଣ ବର୍ଷାରେ ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଉଭୟ ପଟରେ ଶତାଧିକ ଜାନବାହାନ ଅଟକି ରହିଛି ।…

ଏମ୍‌କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍‌କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଜେନା ଅଭିଯୋଗ…

ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୬।୭: ବିସିସିଆଇ ୨୦୨୩-୨୪ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ରୋହିତ ବ୍ରିଗେଡ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ।…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ସହ ସୁନାରୁପା, ବ୍ୟାଙ୍କ ପାସବୁକ ଜବତ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଙ୍କ ଘରେ ବୁଧବାର ସକାଳୁ ଭିଜିଲାନନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ…

ବିଶ୍ୱକପ ୨୦୨୩: ଭାରତ-ପାକ୍‌ ମ୍ୟାଚର ତାରିଖରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ କ୍ରିକେଟର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍‌ ଆଇସିସି କ୍ରିକେଟ ବିଶ୍ୱକପ ଖେଳାଯିବ। କ୍ରିକେଟର ଏହି ମହାକୁମ୍ଭ ୫ ଅକ୍ଟୋବରରୁ ଆରମ୍ଭ। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ ଅର୍ଥାତ୍‌ ଇଣ୍ଡୋ-ପାକ୍‌ ମ୍ୟାଚ ଅକ୍ଟୋବର…

କେନ୍ଦ୍ର ସରକାର ଉପରେ ବର୍ଷିଲେ ଏମ୍‌ପି ସଞ୍ଜୟ ସିଂହ, କହିଲେ ‘ମଣିପୁର ପରିସ୍ଥିତିକୁ ନେଇ ଭଗବାନ ବି କାନ୍ଦୁଛନ୍ତି’

ନୂଆଦିଲ୍ଲୀ,୨୬।୭: ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୮୦ ଦିନରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହାକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଜବାବ ରଖନ୍ତୁ ବୋଲି ବିରୋଧୀ ଦାବି…

ଇନଫୋସିସ ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଖାଇବା ପାଇଁ ସବୁବେଳେ ପାଖରେ ରଖନ୍ତି ଚାମଚ,ରାନ୍ଧିବା ଲାଗି କୁକର ନେଇଥା’ନ୍ତି ବିଦେଶ…

ନୂଆଦିଲ୍ଲୀ,୨୬।୭ : ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜଣାଶୁଣା ଲେଖିକା ତଥା ସ୍ତ୍ରୀ ସୁଧା ମୁର୍ତ୍ତି ତାଙ୍କର ସରଳତା ଏବଂ ପ୍ରେରଣାଦାୟକ ଭାଷଣ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ନାରାୟଣ ମୁର୍ତ୍ତିଙ୍କ କମ୍ପାନୀ ଇନଫୋସିସର ପ୍ରଥମ ଆଞ୍ଜେଲ ଭେଷ୍ଟର ସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?