ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର
ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ,…
ଆମେରିକାର ଅଲବାମାରେ ଏକ ବାର୍ଥ ଡେ’ ପାର୍ଟିରେ ଗୁଳିକାଣ୍ଡ, ୨୦ରୁ ଅଧିକଙ୍କୁ ଲାଗିଛି ଗୁଳି
ଅଲବାମା,୧୬।୪: ଆମେରିକା ଅଲବାମାର ଡେଡଭିଲେରେ ଏକ ଡ୍ୟାନ୍ସ ଷ୍ଟୁଡିଓରେ ରଖାଯାଇଥିବା ବାର୍ଥ ଡେ’ ପାର୍ଟିରେ ଅତିକମରେ ୨୦ ଜଣ ଲୋକଙ୍କୁ ଗୁଳି କରାଯାଇଛି। ଜଣେ ଝିଅର ଜନ୍ମଦିନ ପାଳନ କରିବାକୁ ଏମାନେ ଏକାଠି ହୋଇଥିଲେ। ଉପସ୍ଥିତ ଥିବା ଲୋକେ ଓ ମିଡିଆ…
ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…
ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ପାଆନ୍ତି ନାହିଁ, ସେମାନେ ବିକଳରେ ଚିତ୍କାର କରିଥାନ୍ତି। ଯାହା ମଣିଷମାନଙ୍କ ପାଇଁ ଶୁଣିବା…
ପୁଅ ଅସଦଙ୍କ ପାଖରେ ଅତିକ ଅହମ୍ମଦଙ୍କୁ ଦିଆଯିବ ସମାଧି
ଲକ୍ଷ୍ନୌ,୧୬।୪: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କୁ ଶନିବାର ଉତ୍ତରପ୍ରଦ୍ରେଶର ପ୍ରୟାଗରାଜରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ତିନି ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି। ତେବେ ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବର୍ତ୍ତମାନ ଉଭୟଙ୍କ ଅନ୍ତିମ ସତ୍କାର…
ସରକାରଙ୍କୁ ଟାର୍ଗେଟ କଲେ ସ୍ବରା
ମୁମ୍ବାଇ,୧୬।୪: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏବେ ସମସ୍ତ ହତ୍ୟାକାରୀ ପୋଲିସ ହାତରେ। ଏହାପରେ ଅନେକ ବିରୋଧୀଦଳ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କ୍ରମରେ…
ଭାଜପା ଉପରେ ବର୍ଷିଲେ ରାହୁଲ କହିଲେ, କର୍ନାଟକରେ ଆମେ ସରକାର ଗଢିବୁ…
ବେଙ୍ଗାଲୁରୁ,୧୬।୪: କର୍ନାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କୋଲାରରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।…
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ରିଲିଜ
ମୁମ୍ବାଇ: ସାଉଥ ସିନେମାର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ପୋନ୍ନିୟିନ ସେଲଭନ’ର ପାର୍ଟ-୨ ସହିତ ଆସୁଛନ୍ତି। ଖୁବଶୀଘ୍ର ‘ପୋନ୍ନିୟିନ ସେଲଭନ-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ସାମ୍ନାକୁ ଆସିଛି। ରିଲିଜ…
ରାଜସ୍ଥାନର ନନ୍ଦିନି ପିନ୍ଧିରେ ଫେମିନା ମିସ ଇଣ୍ଡିଆ ମୁକୁଟ
ମୁମ୍ବାଇ: ୫୯ତମ ଫେମିନା ମିସ ଇଣ୍ଡିଆ ବ୍ୟୁଟି ପେଜେଂଟକୁ ଗତ ରାତିରେ ଅର୍ଥାତ୍ ଶନିବାର ତା’ର ଓ୍ବିନର ମିଳିଯାଇଛି। ରାଜସ୍ଥାନର ଖୁବସୁରତ ମଲ୍ଲିକା ନନ୍ଦିନି ଗୁପ୍ତାଙ୍କୁ ମିସ ଇଣ୍ଡିଆ ୨୦୨୩ ମୁକୁଟ ପିନ୍ଧାଇ ଦିଆଯାଇଛି। ନନ୍ଦିନି ନିଜର କନଫିଡେଣ୍ଟ ଓ ସୁନ୍ଦରତାରେ…
ଏମିତି ନିମନ୍ତ୍ରଣ କାର୍ଡ ଦେଖି ଅତିଥି ଆଶ୍ଚର୍ଯ୍ୟ, ଯିବେ କି ନାହିଁ ପଡ଼ିଲେ ଦ୍ୱନ୍ଦ୍ୱରେ
ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ମାସମାସ ଧରି ପରିଶ୍ରମ କରାଯାଇଥାଏ। ବରକନ୍ୟାଙ୍କ ଡ୍ରେସ କିଣିବାଠାରୁ ଆରମ୍ଭ କରି ସବୁକିଛି ସ୍ବତନ୍ତ୍ର ଭାବରେ ବଛା ଯାଇଥାଏ। ଯଦି ଏଥିରେ…
ଅତିକ-ଅଶ୍ରଫଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ଖବରଦାତାଙ୍କ ସୁରକ୍ଷା ପାଇଁ ଏସ୍ଓପି ପ୍ରସ୍ତୁତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୬।୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡରେ ଅଛନ୍ତି। ପୋଲିସ ହେପାଜତରେ ଅତିକ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଖବରଦାତା ପରିଚୟ ଦେଇ ସେଠାରେ ସାମିଲ ହୋଇଥିଲେ।…
ସବୁଠୁ ଛୋଟ ସାଇକେଲ
ସାଇକେଲ ତ ଜୀବନରେ ସମସ୍ତେ ଚଲାଇଥିବେ। ଏହାକୁ ଚଳାଇବା ଶରୀର ପାଇଁ ଯେମିତି ଉପକାରୀ ପରିବେଶ ପାଇଁ ମଧ୍ୟ ଏହା ସେତିକି ଉପକାରୀ। ସେଥିପାଇଁ ତ ସାଇକେଲ ଚଳାଇବାକୁ ଆଜିକାଲି ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଉଛି। ଏହାକୁ ନଜରରେ ରଖି ସାଇକେଲ…
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦା ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ
ଅମରାବତୀ,୧୬।୪: ପୂର୍ବତନ ଏମ୍ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ସିବିଆଇର ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ (ଏସଆଇଟି) ଭାସ୍କର ରେଡ୍ଡୀଙ୍କୁଙ୍କୁ ଜିଲାର ପୁଲିବେନ୍ଦୁଲା ସ୍ଥିତ…
Archives


