Home Left

ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଜ୍‌ଡ ଫୁଡ୍‌

ବର୍ତ୍ତମାନ ବିଭିନ୍ନ ପ୍ୟାକେଜ୍‌ଡ ଫୁଡ୍‌ ଯେମିତି ଅଧିକାଂଶଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ହୋଇଗଲାଣି। ବିଶେଷକରି ପିଲାମାନେ ଏବଂ ଯୁବପିଢ଼ି ଏଭଳି ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଖାଦ୍ୟଗୁଡ଼ିକ ସ୍ବାସ୍ଥ୍ୟ…

ବରଗଡରେ ଜିଲାସ୍ତରୀୟ କୃଷକ ଦିବସ

ବରଗଡ ଅଫିସ,୨୩।୪: ବରଗଡ ବ୍ଲକ୍‌ ଅନ୍ତର୍ଗତ ଗାଈସୀମା ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ଉନ୍ନୟନ…

ଏମିତି ବି ଅଛନ୍ତି ପ୍ରାଣୀ

ଲୋଲ୍ୟାଣ୍ଡ ଷ୍ଟ୍ରିକ୍‌ଡ ଟେନ୍‌ରେକ୍‌: ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ। ଏହା ମୁଖ୍ୟତଃ ମାଡାଗାସ୍କାରଠାରେ ଦେଖିବାକୁ ମିଳିଥା’ନ୍ତି। ଏହାର ଲମ୍ବ ୪.୮ ରୁ ୬.୫ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୨୦୦ ଗ୍ରାମ ହୋଇଥାଏ। ଏହାର ଶରୀରରେ ଛୋଟ ଛୋଟ…

ବିବାହକୁ ନା !

କୁହାଯାଏ ନାରୀ ହେଉ ବା ପୁରୁଷ, ବିବାହ ମଣିଷ ଜୀବନରେ ପୂର୍ଣ୍ଣତା ଆଣିଦିଏ। ସେଇଠୁ ସୃଷ୍ଟି ହୁଏ ଏକ ନୂଆ ଜୀବନ ଏବଂ ଆଗକୁ ବଢ଼େ ପରିବାର। ପରସ୍ପର ପ୍ରତି ଭଲପାଇବା, ଠିକ୍‌ ବୁଝାମଣା, ପରିବାର ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ…

ଡ୍ୟାନ୍ସ କରୁକରୁ ପଡ଼ିଗଲେ କୁନିଝିଅ, ପରେ ଯାହା ହେଲା ଭିଡିଓ ଦେଖିଲେ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନେ ପ୍ରତ୍ୟେକ କୋଣରେ ନିଜ ଭିତରେ ପ୍ରତିଭା ଲୁଚାଇ ବସିଛନ୍ତି। ସୋସିଆଲ ମିଡିଆ ଯୋଗୁ ଏହି ପ୍ରତିଭାମାନେ ଆଗକୁ ଆସିବାର ସୁଯୋଗ ପାଇଛନ୍ତି। ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ସୋସିଆଲ ମିଡିଆ ଯୋଗୁ ପ୍ରସିଦ୍ଧ…

ଜୟଶଙ୍କରଙ୍କୁ ଏକ ବିଶେଷ ଉପହାର ଦେଲେ ଗୁଆନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ଅଛନ୍ତି। ଶନିବାର ଗୁଆନାରେ ତାଙ୍କର ସମକକ୍ଷ ହୟୁ ଡଟଙ୍କ ସହ ୫ମ ଭାରତ-ଗୁଆନା ମିଳିତ କମିଟି ବୈଠକରେ ସହଯୋଗ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି…

ଝାଳ ପରଫ୍ୟୁମ୍‌

ଗରମରେ ଝାଳ ବୋହିବା ସ୍ବାଭାବିକ୍‌। ଏଇ ଝାଳ ପାଇଁ ଶରୀର ଦୁର୍ଗନ୍ଧ ବି ହୁଏ। ତେଣୁ ଏଇ ଦୁର୍ଗନ୍ଧକୁ ଦୁରେଇବା ଲାଗି ଅନେକେ ଡ଼ିଓଡ୍ରାଣ୍ଟ ଓ ପରଫ୍ୟୁମ୍‌ ବ୍ୟବହାର କରନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରାଜିଲର ଜଣେ ମଡେଲ ସ୍ବେଟ୍‌…

ଅଖିମୁଠି ଅନୁକୂଳ କଲେ ବିଡିଓ

ଚାନ୍ଦବାଲି,୨୩।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କୃଷି ବିଭାଗ ପକ୍ଷରୁ ଅଖିମୁଠି ଅନୁକୂଳ କରାଯାଇଛି । ମତୋ ଚକିଆ ସାହି ନିକଟରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡିଓ…

କାହିଁକି ଟଙ୍କା ଦେଇ ଟୁଇଟର ବ୍ଲୁ ଟିକ କିଣୁଛନ୍ତି ଲୋକେ

ଓ୍ବାଶିଂଟନ,୨୩।୪: ଏଇ କିଛିଦିନ ହେବ ଚର୍ଚ୍ଚାରେ ଥିଲା କି ବଡ ବଡ ଲୋକଙ୍କର ଟୁଇଟରରୁ ବ୍ଲୁ ଟିକକୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶାହାରୁଖ ଖଁା,ସଲମାନ ଖାଁ, ସଚ୍ଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ…

ଏକାଠି ନଜର ଆସିବେ ଅଜୟ ଦେବଗନ-ଦୀପିକା

ମୁମ୍ବାଇ: ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍‌ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ…

ମାଟିମାଆର ପୂଜାର୍ଚ୍ଚନା କଲେ ଚାଷୀ: ପାରମ୍ପରିକ କୃଷି ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା(ଡିଏନଏ)୨୩/୪: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସ. ମାଲପଡା ପଞ୍ଚାୟତ ସରଦାପୁରଠାରେ କର୍ଲାମୁଣ୍ଡା ବ୍ଳକ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ରବିବାର ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି ଅବସରରେ ମାଟିମାଆର ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ…

କଳା ହେଇଯାଏ ଧଳା ଅଣ୍ଡା

ସମସ୍ତେ ଜାଣନ୍ତି ଅଣ୍ଡାର ରଙ୍ଗ ଧଳା। କିଛି ଅଣ୍ଡା ବାଦାମୀ ରଙ୍ଗର ବି ଥାଏ। ହେଲେ କେବେ କଳା ରଙ୍ଗର ଅଣ୍ଡା ଦେଖିଛନ୍ତି? ଭାବୁଥିବେ ଅଣ୍ଡା ରଙ୍ଗ କ’ଣ କେବେ କଳା ହୋଇପାରେ। ହେଲେ ଜାପାନରେ କିନ୍ତୁ କଳା ଅଣ୍ଡା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri