ଗାଧୋଇବାବେଳେ ପଥରରେ ପଡି ଚାଲିଗଲା ଜୀବନ
କୋରୁକୋଣ୍ଡା,୨୩।୪(ଡି. ଏନ. ଏ): ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ କୌଣସି କାରଣ ବଶତଃ ପଥରରୁ ଗୋଡ଼ ଖସିଯିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଳକ ସଦରରେ ଘଟିଛି। ସେ ହେଉଛନ୍ତି ଗୌର ଦୋରାଙ୍କ ମଝିଆ…
କନ୍ନଡ ଅଭିନେତାଙ୍କ ଆତ୍ମହତ୍ୟା
କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ବଡ ଖବର ସାମ୍ନାକୁ ଆସିଛି। ଜଣାଶୁଣା କନ୍ନଡ ଟିଭି ଅଭିନେତା ସମ୍ପଥ ଜେ ରାମଙ୍କ ପରଲୋକ ଘଟିଛି। ଖବର ଅନୁଯାୟୀ, ସମ୍ପଥ ଆତ୍ମହତ୍ୟା କରି ଜୀବନ ହରାଇଛନ୍ତି। ୩୫ ବର୍ଷ ବୟସରେ ସମ୍ପଥ ଜେ ରାମଙ୍କ ମୃତ୍ୟୁକୁ…
ସ୍ତ୍ରୀଙ୍କ ପାଇଁ ଦେଶ ବାହାରକୁ ପଳାଇ ନ ଥିଲେ ଅମ୍ରିତପାଲ
ଚଣ୍ଡିଗଡ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ଗିରଫ ହେବା ପରେ ରବିବାର ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ଅମ୍ରିତପାଲଙ୍କୁ ଡିବ୍ରୁଗଡ ଜେଲରେ ଏକ ପୃଥକ କୋଠରୀରେ ରଖାଯାଇଛି। ଅମ୍ରିତପାଲ ଗିରଫ ହେବା ପରେ ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ, ସେ ଭାରତରୁ…
କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ଅକ୍ଷୀ ମୁଠି ଅନୁକୂଳ କରି କୃଷକମାନଙ୍କୁ ଶୁଭେଛା ଜଣାଇଥିଲେ।…
ତେଲଙ୍ଗାନାରେ କେସିଆରଙ୍କ ଉପରେ ବର୍ଷିଲେ ଅମିତ ଶାହା
ହାଇଦ୍ରାବାଦ,୨୩।୪: ହାଇଦ୍ରାବାଦ ନିକଟ ଚେଭେଲାଠାରେ ରବିବାର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପଚାରିବାକୁ ଚାହୁଁଛି, ଭାଜପା ସରକାର ଗଠନ…
ଅମ୍ରିତପାଲଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ପୋଲିସ ଗିରଫ କରିଛି। ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ସେ ପଞ୍ଜାବରେ ଶାନ୍ତି ଏବଂ…
ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା
ଓ୍ବାଶିଂଟନ,୨୩।୪: ଆମେରିକାକୁ ପଡିବାକୁ ଯାଇଥିବା ଭାରତର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏପ୍ରିଲ ୨୦ ଘଟିଥିବା ସୂଚନା ମିଳିଛି। ଏହି ଯୁବକ ଜଣଙ୍କ ନାଁ ହେଉଛି ସାଇଶ ବୀରା।…
ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨ ମୃତ
ମାଡ୍ରିଡ,୨୩।୪: ୟୁରୋପୀୟ ଦେଶ ସ୍ପେନର ରାଜଧାନୀ ମାଡ୍ରିଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜଣେ ୱେଟର ପିଜାରେ ନିଆଁ ଲଗାଇ ଦେବା ପରେ ଏଠାରେ ଏକ ରେଷ୍ଟୁରାଣ୍ଟରେ ନିଆଁ ବ୍ୟାପି ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨…
‘ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଏଠାରୁ ଉଠିବୁ ନାହିଁ…’ ଦିଲ୍ଲୀରେ ପୁଣି ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧ ପଦର୍ଶନ
ନୂଆଦିଲ୍ଲୀ,୨୩।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ସାମ୍ନାକୁ ଆସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ବରିଷ୍ଠ ଭାରତୀୟ କୁସ୍ତିଯୋଦ୍ଧାମାନେ ପୋଲିସରେ ଏକ ନୂତନ ଅଭିଯୋଗ…
ହିମାଚଳ ଭାଜପାର ନୂଆ ମୁଖିଆ ହେଲେ ରାଜୀବ ବିନ୍ଦଲ, ୩ ବର୍ଷ ପରେ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୨୩।୪: ଭାରତୀୟ ଜନତା ପାର୍ଟି(ଭାଜପା) ଡା. ରାଜୀବ ବିନ୍ଦଲଙ୍କୁ ହିମାଚଳ ପ୍ରଦେଶ ଭାଜପାର ଅଧ୍ୟକ୍ଷ ନିଯୁକ୍ତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ନିଯୁକ୍ତି କରିଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରୀୟ ମହାସଚିବ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ…
କରିନାଙ୍କ ପାଇଁ ବ୍ରେକଫାଷ୍ଟ ପରସିଲେ ଜେହ
ମୁମ୍ବାଇ: ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କର ଆକ୍ଟିଭିଟିଜ ସହ ଫ୍ୟାମିଲି ପିକ୍ଚର୍ସ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି। ନିକଟରେ କରିନା ତାଙ୍କ ପୁଅ ଜାହାଙ୍ଗିର ଅଲି ଖାଁଙ୍କ ସନଡେ’ ବ୍ରେକଫାଷ୍ଟ ସର୍ଭ…
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ
ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେବେଠାରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା। ତେବେ ଚିଠି…
Archives


