Home Left

ଅପେକ୍ଷାରେ ପରିଣିତି

ପରିଣିତି ଚୋପ୍ରା ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି। ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ ଦକ୍ଷତା ଦେଖାଇପାରନ୍ତେ। ନିଜେ ସିନା ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି, ହେଲେ ସେଭଳି…

ଅଡୁଆ କରିଛି ବୋଲ୍ଡ ଶଟ୍‌

‘ମହେଞ୍ଜୋଦାରୋ’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ପୂଜା ହେଗଡେ। କିନ୍ତୁ ଯେଉଁ ଆଶା ନେଇ ସେ ଏଠାକୁ ଆସିଥିଲେ ତାହା କେତେ ପୂରଣ ହୋଇଛି ତାହା ତ ଅଲଗା କଥା, ହେଲେ ଏବେ ଏକ ନୂଆ ଅଫରକୁ ନେଇ ତାଙ୍କର ଟେନ୍‌ସନ୍‌…

ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ

ଦେବଗଡ଼, ୨୩।୪: (ଡି.ଏନ୍‌.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା…

ଅଜଣା ରୋଗ ଉଜାଡୁଛି ଧାନ ଫସଲ

ସମ୍ବଲପୁର, ୨୩।୪: (ବ୍ୟୁରୋ) ସମ୍ବଲପୁର ଜିଲାର ହୀରାକୁଦ ଜଳଭଣ୍ଡାର ସେଚାଞ୍ଚଳରେ ଚାଷ ହୋଇଥିବା ରବି ଧାନ ଫସଲରେ ଚଳିତବର୍ଷ ଅଜଣା ରୋଗପୋକ ଉପଦ୍ରବ ଦେଖାଦେଇଛି ା ଧାନ ଗଛରୁ ବାହାରୁଥିବା କେଣ୍ଡା ଧୀରେ ଧୀରେ ଲାଲ ପଡି ଯାଉଥିବା ବେଳେ ଧାନ…

କୋଇଲା ଗୁଣ୍ଡ ଉଡ଼ି ପ୍ରଦୂଷଣ ଆସ୍ତରଣ

କୁତ୍ରା, ୨୩।୪: (ଡି.ଏନ.ଏ.) କୋଇଲା ଗୁଣ୍ଡ ଉଡ଼ି ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳ ପ୍ରଦୂଷଣର ଆସ୍ତରଣରେ ଛାଇ ହୋଇଛି। ଚାରିପଟେ କେବଳ ପ୍ରଦୂଷଣ ହିଁ ପ୍ରଦୂଷଣ। ଏହି ପ୍ରଦୂଷଣ ଯୋଗୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଅପରାହ୍ନରେ ସାମାନ୍ୟ…

କେନ୍ଦୁଝରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ମୋହନ ମାଝି

ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ…

ଜଳସେଚନ ପାଇଁ କ୍ଷେତ ପୋଖରୀ, ଗଭୀର କୂଅ

ସୁନ୍ଦରଗଡ଼, ୨୩।୪: (ଡି.ଏନ.ଏ.) ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ…

ପହଁରିବାକୁ ଡର

ଭିକି କୌଶଲ ଯେ ଜଣେ ଦକ୍ଷ ଅଭିନେତା, ଏକଥା ସମସ୍ତେ ଜାଣନ୍ତି। ହେଲେ ତାଙ୍କ ମନରେ ଏକ ଅବସୋସ ରହିଯାଇଛି। ତାହା ହେଲା ପହଁରିବା ବା ସୁଇମିଙ୍ଗ। କଥା କ’ଣ କି ଭିକିଙ୍କୁ ଆଦୌ ସୁଇମିଙ୍ଗ ଜଣାନାହିଁ। ଏକଦା ସେ ତାଙ୍କ…

ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ଜିଲାରେ ସଡକ ଦୁର୍ଘଟଣା ସମ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ…

ଚାଲିଛି ବେଆଇନ ପଥର ଚାଲାଣ

ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍‌ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ…

ଅଜଣା ରୋଗପୋକ ପରେ କରାମାଡ଼

ବରଗଡ଼ ଅଫିସ୍‌/ସରଣ୍ଡା, ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନାହିଁ । ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ ଫସଲରେ ଅଜଣା ରୋଗପୋକ ଉପଦ୍ରବ ହୋଇଥିଲା। ତାର ପ୍ରତିକାର ନ ସରୁଣୁ ଶନିବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି ।…

ଓଏଚ୍‌ପିସିର ୨୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୪: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ୨୮ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri