Home Left

ଲେବଲ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍‌, ୭ମୃତ

ଏଲ ମାର୍କସ,୩।୮: ମେକ୍ସିକୋର ଉତ୍ତରରେ ଥିବା କୁରେଟାରୋ ସହରରେ ଏକ ଟ୍ରେନ୍‌ କ୍ରସିଂ ଗେଟ୍‌ରେ ଏକ ଛୋଟ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରେନ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି। ଏଲ ମାର୍କସ ଟାଉନସିପର…

ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

କୋଚି,୩।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କୋଚିରେ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନ କୋଚିରୁ ଶାରଜା ଅଭିମୁଖେ ଯାଉଥିଲା କିନ୍ତୁ ବିମାନ ଉଡ଼ାଣର କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ଧୂଆଁ ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ। ଏହା…

ବୁର୍ଖା ପିନ୍ଧି ଆସିଥିବା ଛାତ୍ରୀଙ୍କୁ କଲେଜରେ ମିଳିଲାନି ପ୍ରବେଶ ଅନୁମତି

ମୁମ୍ବାଇ,୩।୮: ବୁର୍ଖା ପିନ୍ଧିବାକୁ ନେଇ ମୁମ୍ବାଇର ଏକ କଲେଜ ଉତ୍ତେଜନା ସୃଷ୍ଟି ହୋଇଛି। ବୁର୍ଖା ପିନ୍ଧିଥିବା ଛାତ୍ରୀଙ୍କୁ କଲେଜ କ୍ୟାମ୍ପସରେ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ହଙ୍ଗାମା ହୋଇଥିଲା। ତେବେ ଅଭିଭାବକ ଏବଂ ଛାତ୍ରଙ୍କ ବିରୋଧ ପରେ ବରିଷ୍ଠ ପୋଲିସ…

କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ନିକଟରେ ମହାନଦୀ ବଙ୍ଗୋପସାଗର ମୁହାଁଣରେ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ…

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ ଏବଂ…

ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ, ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ସମର୍ଥନ…

ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ

କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ ଡମଶାଳ ନାଳରେ ନିର୍ମାଣ ହୋଇଥିବା ପୋଲ ଭାଙ୍ଗି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଦୁଇପଟ ସୁରକ୍ଷା…

ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ନୟାଗଡ଼,୩।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ପୋଲ ଭାଙ୍ଗିବାର ୨୦ ମାସ ବିତି ଯାଇଛି । ହେଲେ ସରକାର ପୋଲ ନିର୍ମାଣ କରିବାରେ ସକ୍ଷମ ହେଲେ ନାହିଁ…

ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ୍‌

ଭୁବନେଶ୍ୱର,୩।୮(ଶର୍ମିଷ୍ଠା ପାଣିଗ୍ରାହୀ): ବଲିଉଡ୍‌ରେ ଓଡ଼ିଆ ପୁଅ ପ୍ରେମ ପରିଜା। ଆସନ୍ତା ୧୧ତାରିଖରେ ଡିଜ୍‌ନି + ହଟ୍‌ଷ୍ଟାର ଓଟିଟି ପ୍ଲାଟଫର୍ମରେ ପ୍ରେମ୍‌ଙ୍କ ଆକ୍ସନ-ଥ୍ରୀଲର ୱେବ୍‌ସିରିଜ ‘କମାଣ୍ଡୋ’ ମୁକ୍ତି ଲାଭ କରିବ। ଯେଉଁଥିରେ ପ୍ରେମ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସହ ବଲିଉଡ୍‌…

୨୦୪୭ ସୁଦ୍ଧା ରାଜ୍ୟରୁ ହଟିବ ସିକିଲ୍‌ ସେଲ୍‌

ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍‌ସେଲ୍‌ ବା ସିକିଲ୍‌ ସେଲ୍‌ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବା ସହ…

ଝରିଗାଁ ବ୍ଲକର ୪୬ ଗାଁକୁ ନାହିଁ ରାସ୍ତା

ଝରିଗାଁ,୩।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ୨୩ ପଞ୍ଚାୟତରେ ରହିଛି ୧୧୧ ରାଜସ୍ବ ଓ ୩୬୫ ପଡ଼ା ଗାଁ। ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକରେ ୬୨.୩୭% ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସରକାର ସେମାନଙ୍କୁ ସ୍ବାସ୍ଥ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?