Home Left

ମେଟ୍ରୋ ଟ୍ରେନ୍‌ରେ ଟାଓ୍ବେଲ୍‌ ବୟଙ୍କ ଯାତ୍ରା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ନିଶା କିଛି ପିଲାଙ୍କୁ ଏକ ପ୍ରକାର ପାଗଳ କରିଦେଉଛି। ସ୍ଥାନ, କାଳ, ପାତ୍ର ନ ମାନି ସେମାନେ ରିଲ୍‌ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିମ୍ବା ଏହା ସେମାନଙ୍କର ସମ୍ମାନ…

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଡାକ୍ତରଖାନାରେ ପହଞ୍ଚି ସିସୋଡିଆଙ୍କ ସ୍ତ୍ରୀଙ୍କୁ…

୨୪ଆଖି ଥିବା ଭୟଙ୍କର ମାଛ: ଖାଇଲେ ହୋଇଥାଏ ହୃଦ୍‌ଘାତ, ପକ୍ଷାଘାତ ପରି ରୋଗ

ହଂକଂ,୨୬ା୪: ହଂକଂର ବାପ୍ଟିଷ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜେଲିଫିସ୍‌ ପ୍ରଜାତିର ଏପରି ଏକ ମାଛ ଆବିଷ୍କାର କରିଛନ୍ତି, ଯାହା କେବଳ ଦେଖିବା ପାଇଁ ଅତୁଳନୀୟ ନୁହେଁ ବରଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ମାଛ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ…

ଏଫ୍‌ଆଇଆର ପୂର୍ବରୁ ପ୍ରାଥମିକ ତଦନ୍ତ ଆବଶ୍ୟକ: ମହିଳା କୁସ୍ତିଯୋଦ୍ଧା ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୬।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ୭ ଜଣ ମହିଳା କୁସ୍ତିଯୋଦ୍ଧା। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ତେବେ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ କହିଛି,…

ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ…

ଡେରାଡୁନ,୨୬।୪ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ବାଗେଶ୍ୱର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ଦିଲ୍ଲୀକୁ ମିଳିଲା ନୂଆ ମେୟର

ନୂଆଦିଲ୍ଲୀ,୨୬।୪: ଆମ ଆଦମୀ ପାର୍ଟିର (ଏଏପି)ର ପ୍ରାର୍ଥୀ ଶେଲି ଓବେରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରୁ ଭାଜପା ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବେରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ ପରେ…

୩ ଚୋର ଗିରଫ: ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ

ପଦ୍ମପୁର,୨୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ଗଞ୍ଜାମ ଜିଲାର ଆସ୍କା ଥାନା ଅଞ୍ଚଳରୁ ୩ ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମନେ ହେଲେ ଆସ୍କା…

ଝାରସୁଗଡ଼ା ଉପନିର୍ବାଚନ: ପ୍ରଚାର ଜୋରଦାର

ଝାରସୁଗୁଡ଼ା ଅଫିସ ୨୬।୪: ଝାରସୁଗଡ଼ା ଉପନିର୍ବାଚନକୁ ଆଉ ମାତ୍ର ୧୪ ଦିନ ଥିବା ବେଳେ ପ୍ରଚାର ସରିବାକୁ ରହିଛି ୧୨ ଦିନ । ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡା…

ଦିଲ୍ଲୀ ମେୟର ନିର୍ବାଚନର ଠିକ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ଭାଜପା, ନିର୍ବିରୋଧରେ ଜିତିଲେ ଏଏପି ପ୍ରାର୍ଥୀ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ନଗର ନିଗମର ମେୟର ତଥା ଡେପୁଟି ମେୟର ପଦ ପାଇ’ଁବୁଧବାର ଭୋଟ ଗ୍ରହଣ କରାଯିବାର ଥିଲା। ଏଥର ୬ ଥର କାଉନସିଲର ତଥା ଏଏପି ନେତା ମୁକେଶ ଗୋୟଲଙ୍କୁ ଏମସିଡି ସଦନ ଚଳାଇବା ପାଇଁ ପ୍ରିଜାଇଡିଂ ଅଫିସର କରାଯାଇଥିଲା।…

ଟ୍ରମ୍ଫଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଲେ ପୂର୍ବତନ ସ୍ତମ୍ଭକାର

ଓ୍ବାଶିଂଟନ,୨୬।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ କମିବାର ନାଁ ନେଉନି। ଟ୍ରମ୍ଫ ଏବେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ଏହା ପୂର୍ବରୁ ତାଙ୍କୁ କୋର୍ଟର ସାମ୍ନା କରିବାକୁ ପଡିବ। ଷ୍ଟାମର୍ମି ଡେନିଏଲ୍ସ ମାମଲାରେ…

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ରେ ଏକ ମାମଲା…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରୁ ଏକନାଥଙ୍କର ହେବ ଛୁଟି!

ମୁମ୍ବାଇ,୨୬।୪: ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଯୋର ଧରିଛି। ଇତିମଧ୍ୟରେ ଶିବାସନା(ୟୁବିଟି) ଏକ ବଡ ଦାବି କରିଛି। ଶିବସେନା (ୟୁବିଟି) ଦାବି କରିଛି କି ଭାରତୀୟ ଜନତା ପାର୍ଟି(ଭାଜପା) ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଇସ୍ତଫା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri