Home Left

ଚିକିତ୍ସାରେ ଅବହେଳାରୁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ଼ ବ୍ଳକ ଜୟପୁର ଗାଁର ମଞ୍ଜୁ ମହାରଣା(୬୦) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଏପରି ଘଟିଲା ବୋଲି…

ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ ପୂର୍ବରୁ…

୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା ରାଜ୍ୟରେ…

ମରଣଯନ୍ତା ସାଜିଛି ବାରିକପୁର-ଅସୁରାଳି ରାସ୍ତା

ବାରିକପୁର,୧।୫(ସ୍ବ.ପ୍ର.): ଭଦ୍ରକ ଜିଲା ବାରିକପୁରଠାରୁ ଅସୁରାଳି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ମରଣଯନ୍ତା ସାଜିଛି। ଜିଲାର ଦୁଇଟି ନିର୍ବାଚନମଣ୍ଡଳୀ ଭଣ୍ଡାରିପୋଖରୀ ଓ ଧାମନଗର ଅଧୀନ ୩ ବ୍ଲକ ବନ୍ତ, ଭଣ୍ଡାରିପୋଖରୀ ଓ ଧାମନଗରର ମୋଟ ୩୧ ଗ୍ରାମର ହଜାର ହଜାର…

ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ କରିବେ ସେନେଇ ଗଣମାଧ୍ୟମରେ ଶେୟାର କରିଛନ୍ତି। ସଲମାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ ମୁମ୍ବାଇ…

ଉଡାନ୍‌ ସହ ଆର୍‌ସିପିଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୫: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ (ଆରସିପିଏଲ) ଏବଂ ଉଡାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥା ମଧ୍ୟରେ ଏକ ସର୍ବଭାରତୀୟ ବିତରଣ ଭାଗୀଦାରି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି ପ୍ରାରମ୍ଭିକ…

ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ଉଦଯାପିତ

ନୂଆଦିଲ୍ଲୀ,୩୦।୪: ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନସ (ଏଫଏଡିଏ)ର ଓଡିଶା ଶାଖା ପକ୍ଷରୁ ନିକଟରେ ବ୍ୟାପାର ଓଡ଼ିଶାର ପ୍ରଥମ ସଂସ୍କରଣ ର ଆୟୋଜନ କରାଯାଇଥିଲା। ଏପରିକି ଫାଡାର ବାର୍ଷିକ ଅଟୋମୋବାଇଲ ଡିଲରମାନଙ୍କର ବୈଠକ ‘ବ୍ୟାପାର’ର ଚତୁର୍ଦ୍ଦଶ ସଂସ୍କରଣ ମଧ୍ୟ ଓଡିଶାରେ ଆୟୋଜିତ…

ଫଳକରେ ବିପଦସଙ୍କୁଳ ଲେଖି ଭୁଲିଗଲେ

ନୟାଗଡ଼ ଅଫିସ,୧।୫: ଆବଶ୍ୟକ ସ୍ଥାନରେ ସେତୁ ନିର୍ମାଣ ନ କରିବା ଓ ବିପଦସଙ୍କୁଳ ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ କରିବାକୁ ସରକାର ଭୁଲି ଯାଇଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ବିରୋଧ କରି ହାଇକୋର୍ଟରେ…

ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୩୦।୪: ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉକ୍ତ ବୈଠକରେ ବ୍ୟାଙ୍କର ବାର୍ଷିକ ଫଳାଫଳ ସହ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ତ୍ରୈ ମାସିକ ଫଳାଫଳା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଅପରପକ୍ଷରେ ୨୦୨୨-୨୩…

ଇଣ୍ଟରପ୍ୟାକ୍‌ ଆନ୍ତର୍ଜାତିକ ପ୍ରଦର୍ଶନୀରେ ରୁଚି ମସଲା

ଭୁବନେଶ୍ୱର,୧।୫: ରାଜ୍ୟ ପ୍ରମୁଖ ଖାଦ୍ୟପ୍ରକ୍ରିୟାକରଣ ୟୁନିଟ୍‌ ରୁଚି ମସଲା ଜର୍ମାନୀର ଡସେଲଡ଼ର୍ଫଠାରେ ଆୟୋଜିତ ହେବାକୁ ଥିବା ଇଣ୍ଟରପ୍ୟାକ୍‌ ଆନ୍ତର୍ଜାତିକ ପ୍ରଦର୍ଶନୀରେ ଯୋଗ ଦେଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟସ୍ତରର ବୃହତ୍‌ ଶିଳ୍ପ ଓ ଉଦ୍ୟୋଗ ପ୍ରଦର୍ଶନୀରେ ଯୋଗଦେବା…

ଆଜିଠାରୁ ପିଏନ୍‌ବିର ସପିଙ୍ଗ ଫେଷ୍ଟିଭାଲ

ଭୁବନେଶ୍ୱର,୧।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି)ର ପିଏନ୍‌ବି ଓ୍ବାନ୍‌ ଆପ୍‌ ଜରିଆରେ ଏକ ସ୍ବତନ୍ତ୍ର ମେଳା ‘ପିଏନବି ସପିଙ୍ଗ ଫେଷ୍ଟିଭ ଓ୍ବାନ୍‌’ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୩ ମେ୧ରୁ ୭ ପର୍ଯ୍ୟନ୍ତ ଜାରି ରହିବ ବୋଲି ପିଏନବି ପକ୍ଷରୁ ସୂଚନା…

ଷ୍ଟଲଓ୍ବାର୍ଟର ନୂତନ ପ୍ରକଳ୍ପ ଉନ୍ମୋଚିତ

ଭୁବନେଶ୍ୱର,୧।୫: ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ (ଏସପିପିଏଲ)ର ନୂତନ ପ୍ରକଳ୍ପ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଭୁବନେଶ୍ୱରସ୍ଥିତ ପଟିଆ ଅଞ୍ଚଳରେ ଏସପିପିଏଲର ଉକ୍ତ ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସଂସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri