Home Left

ସିବିଓଆଇର ନେଟ୍‌ ଲାଭ ୧୫୮୨ କୋଟି

ନୂଆଦିଲ୍ଲୀ,୩।୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ ମୋଟ ୫୧.୩୮% ଅଭିବୃଦ୍ଧି ହାର ହାସଲକରି ୧୫୮୨ କୋଟି…

ଜାତୀୟ ପତାକା ସମାନତାର ପ୍ରତୀକ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ପୁଣେସ୍ଥିତ ଆର୍ମଡ ଫୋର୍ସସେ ମେଡିକାଲ କଲେଜ (ଏଏଫ୍‌ଏମ୍‌ସି) ପରିସରରେ ଏକ ୧୦୮ ଫୁଟର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ବିଶେଷକରି ଦେଶର ଗର୍ବ…

ମାରୁତି ସୁଜୁକି ଫ୍ରୋନକ୍ସର ଅନାବରଣ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିମିର୍ର୍ତ ନ୍ୟୁ ‘ଫ୍ରୋନକ୍ସ’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ହୋଇଯାଇଛି। ଏପରିକି ମାରୁତି ସୁଜୁକିର ପ୍ରିମିୟମ ରିଟେଲ ନେଟ୍‌ୱର୍କ…

ଟାଟା ଏଆଇଏ ଲାଇଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩।୫ : ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହାର ପ୍ରମୁଖ ଆନୁଇଟି ପ୍ଲାନ୍‌ ‘ଟାଟା ଏଆଇଏ ଲାଇଫ୍‌ ଫର୍ଚୁନ୍‌ ଗ୍ୟାରେଟିଂ ପ୍ଲାନ୍‌ର ନୂଆ ଶକ୍ତିଶାଳୀ ଅପ୍‌ଗ୍ରେଡ୍‌ ଭର୍ସନକୁ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏ…

ଜଳାଶୟ ଜମିର କିସମ ପରିବର୍ତ୍ତନ କରି ନିର୍ମାଣ

ଯାଜପୁର ଅଫିସ,୩।୫: ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ପାରୁଛି। ଏହି କାରବାରରେ ସମ୍ପୃକ୍ତ ଅଧିକାରୀ ଏବଂ ଜମି ଦଖଲକାରୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି। ଜଳର ଚିହ୍ନବର୍ଣ୍ଣ ନ ଥିବା ଜମିରେ ସାମୂହିକ ବିକାଶ ନିର୍ମାଣ…

ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୩।୫(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୪ଟି ପଞ୍ଚାୟତରେ ବେଆଇନ ମାଙ୍କଡ଼ା ଖାଦାନ ଦୀର୍ଘ ଦିନ ଧରି ଚାଲିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୩ ବେଆଇନ ଖାଦାନରେ ୧୪୪ଧାରା…

ରାହାଡ଼ପୁର ପାହାଡ଼ ନିକଟରେ ଧାରଣା

ଯାଜପୁର ଅଫିସ/କବାଟବନ୍ଧ, (ଡି.ଏନ.ଏ.)୩।୫ : ପ୍ରଶାସନିକ ଅଧିକାରୀ ଓ ଖଣି ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ବନ୍ଦ କର। କେତେ ଟଙ୍କା ଲାଞ୍ଚ ନେଇ ମୁହଁ ବନ୍ଦ କରିଛ। ଧର୍ମଶାଳା ତହସିଲ ହାଏ ହାଏ। ସରକାରଙ୍କ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଗିରଫ କର। ଯାଜପୁର…

ଭିତରକନିକାରେ ନିଆଁ

ରାଜନଗର,୩।୫(ଡି.ଏନ୍‌.ଏ.): ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ତାଳଚୁଆ ବିଟ୍‌ର ହାତିଆଗଣ୍ଡ ଗଁା ନିକଟରେ ଥିବା ହେନ୍ତାଳବଣରେ ସୋମବାର ମଧ୍ୟାହ୍ନରେ ଆକସ୍ମିକ ନିଅଁା ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ଗୁଅଁା, ହେନ୍ତାଳ, ବନି, ରାଇ ପ୍ରଭୃତି ବିରଳ…

ପେଟ ପାଇଁ ମହିଳା, ଶିଶୁ ବିଡ଼ି ମୋଡୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୩।୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ବିଶ୍ୱ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କଥା ସଭାସମିତିରେ ଉଠାଯାଇଛି। ତେବେ ଅଣସଙ୍ଗଠିତ ହୋଇ ରହିଥିବା ଜିଲାର ୧୦ ହଜାରରୁ ଊର୍ଦ୍ଧ୍ୱ ବିଡ଼ି ଶ୍ରମିକଙ୍କ ଦୁଃଖକୁ କେହି…

ଭଡ଼ାଘରେ ସେକ୍ସ ରାକେଟ୍‌

ଢେଙ୍କାନାଳ ଅଫିସ, ୩।୫: ଢେଙ୍କାନାଳ ସହର ଆନନ୍ଦନଗର କାଠଗଡ଼ା ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍‌ର ରହସ୍ୟ ଉନ୍ମୋଚନ କରିଛି ଟାଉନ ଥାନା ପୋଲିସ। ଏହି ଘଟଣାରେ ରାଣୀ ମହୁମାଛିଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ଉଦ୍ଧାର ବଙ୍ଗୀୟ…

ସ୍ବାଧୀନ ଗଣମାଧ୍ୟମ ଗଣତନ୍ତ୍ରର ଜୀବନ

ଆଧୁନିକ ଗଣତନ୍ତ୍ରର ଅସ୍ତିତ୍ୱର ପ୍ରମାଣ ଓ ପ୍ରତୀକ ହେଉଛି ସ୍ବାଧୀନ ଓ ମୁକ୍ତ ଗଣମାଧ୍ୟମ। ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ଅବସ୍ଥା ଅତ୍ୟନ୍ତ…

ସମ୍ବଲପୁରରେ ହିଂସା ହେଲେ ଭାଜପା ଦାୟୀ ରହିବ: ବିଜେଡି

ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ଦୁର୍ଭାଗ୍ୟଜନକ। ଏହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ପୋଲିସ ଓ ଜିଲା ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗରେ ସହରରେ ଶାନ୍ତି ଫେରିଆସିଛି। ଏହି ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri