‘ପରିଶ୍ରମ କର ସଫଳତା ନିଶ୍ଚିତ ମିଳିବ’
ଗଞ୍ଜାମ,୧୦ା୮(ବିଦ୍ୟାଧର ସାହୁ)- ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନିଲ ବିଶୋଇଙ୍କୁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସ୍କୁଲ କନ୍ଫେରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା…
ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସ୍ତ୍ରୀ ଚାରୁ ଏହି ଆସନରୁ ଲଢିପାରନ୍ତି ଲୋକ ସଭା ନିର୍ବାଚନ
ଲକ୍ଷ୍ନୌ,୧୦।୮: ଉତ୍ତରପ୍ରଦେଶର ସମସ୍ତ ରାଜନେତା ବର୍ତ୍ତମାନ ଲୋକ ସଭା ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରୀୟ ଲୋକ ଦଳ ବିଷୟରେ ନିତିଦିନିଆ ନୂଆ ଖବର ସାମ୍ନାକୁ ଆସୁଛି, ଏହି ସମୟରେ ଏକ ଖବର ଆସୁଛି ଯେ ଆରଏଲଡି ମୁଖ୍ୟ ଜୟନ୍ତ…
ଖରାପ ସମୟ ଦେଇ ଗତି କରୁଛନ୍ତି କି? ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜିତିଯିବେ…
ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…
ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଆପଣାନ୍ତୁ ଏସବୁ ଉପାୟ…
କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର ପଡ଼ିଥାଏ। ବିଶେଷକରି ଛୋଟ କଅଁଳ ଶିଶୁଙ୍କୁ ଦୃଷ୍ଟି ଲାଗେ ବୋଲି କୁହାଯାଏ। ଏପରି ହେଲେ…
ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀରେ ବଢାଗଲା ସୁରକ୍ଷା ବ୍ୟବସ୍ଥା: ଲାଲକିଲା, ରାଜଘାଟର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ,୧୦।୮: ସ୍ବାଧୀନତା ଦିବସକୁ ନେଇ ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ଅଛି। ଏହା ସହିତ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କଠୋର ପଦକ୍ଷେପ ନିଆଯାଉଛି। ଏଭଳି ପରିସ୍ଥିତିରେ, କୌଣସି ଘଟଣାର ମୁକାବିଲା କରିବା ପାଇଁ ରାଜଘାଟ, ଆଇଟିଓ ଏବଂ ଲାଲ…
‘ଜି ଲେ ଜରା’ରୁ ବାହାର ହୋଇନାହାନ୍ତି ପିସି, ଆସନ୍ତା ବର୍ଷ ହେବ ଶୁଟିଂ
ବମ୍ବେ: ଘୋଷଣା ପରଠାରୁ ଚର୍ଚ୍ଚାରେ ଫିଲ୍ମ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଲଗାତାର ଭାବେ ଏହାର ଷ୍ଟାରକାଷ୍ଟରେ ପରିବର୍ତ୍ତନ କରାଯାଉଥିବା ବେଳେ ଏବେ ନୂଆ ଅପ୍ଡେଟ୍ ସାମ୍ନାକୁ…
ୟୁରୋ ବ୍ୟାଗ୍ ସ୍ଥାନରେ ରୋଗୀଙ୍କୁ ଲଗାଇଲେ ଖାଲି ବୋତଲ, ଛଟପଟ ହୋଇ ମୃତ୍ୟୁ
ପାଟନା,୧୦।୮: ବିହାରରେ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଜମୁଇ ସଦର ଡାକ୍ତରଖାନାର ଏକ ଘଟଣା ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ଜଣେ ଗୁରୁତର ରୋଗୀଙ୍କୁ ପରିସ୍ରା କରିବା ଲାଗି ୟୁରୋ ବ୍ୟାଗ୍ ବଦଳରେ କୋଲ୍ଡ ଡ୍ରିଙ୍କର…
ସୋନି-ଜି ମିଶ୍ରଣକୁ ଏନ୍ସିଏଲ୍ଟିର ସବୁଜ ସଙ୍କେତ
ନୂଆଦିଲ୍ଲୀ,୧୦।୮: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି) ଗୁରୁବାର ଜି ଏଣ୍ଟରଟେନ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଏବଂ ଜାପାନର ସୋନି(ବର୍ତ୍ତମାନ କୁଲଭର ମାକ୍ସ ଏଣ୍ଟରଟେନ୍ମେଣ୍ଟ)ର ମିଶ୍ରଣକୁ ଅନୁମୋଦନ କରିଛି। ୨୦୨୧ରେ ମିଶ୍ରଣ ନେଇ ଉଭୟ କମ୍ପାନୀ ରାଜି ହୋଇଥିଲେ। ଏଚ୍.ଭି ସୁବା ରାଓ ଏବଂ…
ସ୍ବାମୀଙ୍କୁ ଡନ୍ ଭୂମିକାରେ ଦେଖି ଏମିତି କହିଲେ ଦୀପିକା
ଫିଲ୍ମ ‘ଡନ୍-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍ ଥିଲେ।…
ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ
ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲାହ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।ସେ ଏହାର ଯାଞ୍ଚ ଦାବି କରିଛନ୍ତି। ଗତ ବର୍ଷ ଇମ୍ରାନ…
‘ସମବାୟ ବିଭାଗର ପ୍ରତି ସଭାସମିତିରେ କରାଯିବ ବୃକ୍ଷରୋପଣ’
ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ଜଳବାୟୁ ପରିବର୍ତ୍ତନରୁ ପରିବେଶ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ମୁକାବିଲା କରିବା ପାଇଁ ପ୍ରତିଟି ସ୍ତରରେ ପ୍ରତିବଦ୍ଧତାର ସହ ପ୍ରୟାସ ଆରମ୍ଭ ସ୍ବରୂପ ସରକାରୀ ବିଭାଗରେ ଏକ ବୃକ୍ଷ ଚାରାରେ ଜଳଦାନ ସହ ସଭା ଓ ଉତ୍ସବର ଶୁଭାରମ୍ଭ…
ଏସିଆ କପରେ କେ.ଏଲ ରାହୁଲଙ୍କ ଖେଳିବା ନିଶ୍ଚିତ ନୁହେଁ
ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୩ ଏବଂ ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ତାରକା ଉଇକେଟ୍ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ଉପଲବ୍ଧତା ଉପରେ ପ୍ରଶ୍ନ ଉଠିଛି। ଆଗାମୀ ଟୁର୍ନାମେଣ୍ଟ ପାଇଁ ରାହୁଲଙ୍କ ଖେଳିବା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କେ.ଏଲ ରାହୁଲଙ୍କ…

