Home Left

‘ନେପାଳରୁ ଆମଦାନୀ କରାଯିବ ଟମାଟୋ’

ନୂଆଦିଲ୍ଲୀ,୧୦ା୮: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନେପାଳରୁ ଆସୁଥିବା ଟମାଟୋ ଶୁକ୍ରବାର ବାରାଣସୀ, ଲକ୍ଷ୍ନୌ,…

ରଶି ଲଗାଇ ଜୀବନ ହାରିଲେ ଯୁବକ

କୋକସରା,୧୦।୮(ଦୁଷ୍ମନ୍ତ ପାଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଛଞ୍ଚାଣବାହାଲି ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମସ୍ତକରାମ ହେର୍ଣ୍ଣା (୪୫)। ପରିବାର ଲୋକଙ୍କଠାରୁ ଅଭିଯୋଗ ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

୧୩ ଚେକ୍‌ଡ୍ୟାମ୍‌ ଅଚଳ

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି…

ଜଳିଗଲା କୁକୁଡ଼ା ଫାର୍ମ

ବୁଗୁଡ଼ା,୧୦ା୮(କାଳିଚରଣ ଦାଶ ): ଗଞ୍ଜାମ ଜିଳା ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅଧୀନ ଘୋଳପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିକାଣ୍ଡରେ କୁକୁଡ଼ା ଚିଆଁ ବର୍ତ୍ତିଯାଇଥିବା ଜଣାପଡିଛି। ଗୁରୁବାର ଘୋଳପୁର ଗ୍ରାମର ମୁରଲୀ ଜେନାଙ୍କ କୁକୁଡ଼ା…

ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ ଫାଇନାନ୍ସ କର୍ମଚାରୀ

ବାଲିଗୁଡ଼ା,୧୦ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ ଟିକାବାଲି ଥାନା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଥିବା ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫…

ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ

ରାୟଗଡ଼ା,୧୦।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକଙ୍କୁ ଆରପିଏଫ୍‌ ପୋଲିସ ଗିରଫ କରିଛି। ସେ ହେଲେ ହରିୟାଣା ରାଜ୍ୟର ପାନିପତ ଜିଲାର ବିନୋଦ । ତାଙ୍କ ନିକଟରୁ ପୋଲିସ ୪ କିଲୋ…

କଂଗ୍ରେସରୁ ଇସ୍ତଫା ଦେଲେ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ

ରାୟପୁର,୧୦ା୮: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବର୍ଷୀୟାନ ଆଦିବାସୀ ନେତା ଅରବିନ୍ଦ ନେତମ୍‌ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ ନଭେମ୍ବରରେ ସର୍ବ ଆଦିବାସୀ ସମାଜ ନେତୃତ୍ୱରେ ନୂଆ ରାଜନୈତିକ ଦଳ ଗଢ଼ିବା ପାଇଁ ସେ ପ୍ରସ୍ତୁତି…

ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍‌ଙ୍କ ନମୁନା ସଂଗ୍ରହ

ନୂଆଦିଲ୍ଲୀ,୧୦ା୮: ଏସିଆନ ଗେମ୍ସ ପୂର୍ବରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସ (ନାଡା) ୧୯୯ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଙ୍କଠାରୁ ନମୁନା ସଂଗ୍ରହ କରିଛି। ଜୁନ୍‌ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ସଂଗ୍ରହ କରିଛି। ନ୍ୟାଶନାଲ ଆଣ୍ଟି…

ମଣିପୁରରେ ପୁଣି ଲଜ୍ଜା

ଇମ୍ଫାଲ,୧୦ା୮: ମଣିପୁରରେ ପୁଣି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ମଣିପୁର ହିଂସା ବେଳେ ମେ’ ୩ତାରିଖରେ ଚୁରାଚାନ୍ଦପୁର ଅଞ୍ଚଳର ଜଣେ ୩୭ ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ବିଷ୍ଣୁପୁର ମହିଳା ଥାନାରେ ଏତଲା ଦାଏର ହୋଇଛି। ଉତ୍ତ୍ୟକ୍ତ ଲୋକେ…

ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

କୋକସରା,୧୦।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କାଶିବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ କୋକସରା ପୋଲିସ ଉଦ୍ଧାର କରିଛି। ମୃତକ ହେଲେ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ସୋମନାଥ ଶବରଙ୍କ ସ୍ତ୍ରୀ ସୁରେଖା…

କାଟ ଖାଇଲା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ପ୍ରଧାନମନ୍ତ୍ରୀ କହିଲେ ୨୦୨୮ରେ ଭଲ ପ୍ରସ୍ତୁତି ସହ ଆସିବ

ନୂଆଦିଲ୍ଲୀ,୧୦।୮: ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକ ସଭାରେ ବିଫଳ ହୋଇଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ବିରୋଧୀ କହିଛନ୍ତି ଯେ,…

ନିକଟ ଭବିଷ୍ୟତରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ: ମଣିପୁର ଉପରେ ପ୍ରଧାନମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆମେ ମଣିପୁର ବିଷୟରେ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ, କିନ୍ତୁ ବିରୋଧୀ ଦଳ ପଳାୟନ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?