‘ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ…’ ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି
ଅଙ୍କୋଲା,୩।୫: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ନିର୍ବାଚନ ପ୍ରଚାର କରି ଭୋଟଙ୍କୁ ନିଜ…
ମିଠା ଦୋକାନ ସିଲ୍ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ
ଗଞ୍ଜାମ,୩ା୫(ଡି.ଏନ୍.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି। ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ତିକ୍ତତା ଲାଗି…
ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର!
ଭୁବନେଶ୍ୱର,୩।୫(ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କୁ ଭେଟି ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବାର ସମ୍ଭାବନା ରହିଛି।…
ଆମେରିକାରେ କମିଲା ବାଇଡେନଙ୍କ ଲୋକପ୍ରିୟତା ହେଲେ ଭାରତରେ ବଢିଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୩।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକ ପ୍ରିୟତା ତାଙ୍କ ନିଜ ଦେଶରେ କମ ହୋଇଯାଇଛି। ହେଲେ ଭାରତରେ ବାଇଡେନଙ୍କ ଲୋକପ୍ରିୟତା ବଢି ଯାଇଛି। ଗତ ବର୍ଷ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଇଡେନ ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାକି ଭାରତରେ…
ମେ’ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ
ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡିବ। ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଚାଲିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସୂଚନାଯୋଗ୍ୟ, କରୋନା…
‘ପ୍ରିୟଙ୍କା ବେଷ୍ଟ ହିରୋ’…: ସିଟାଡେଲ ଦେଖି ପ୍ରତିକ୍ରିୟା ଦେଲେ ଆନନ୍ଦ ମହିନ୍ଦ୍ରା
ମୁମ୍ବାଇ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ଦେଖିଥିଲେ। ଏହାପରେ ଆନନ୍ଦ ମହିନ୍ଦ୍ରା ପ୍ରିୟଙ୍କାଙ୍କ ପ୍ରଶଂସା ନ କରି ରହି ପାରିଲେ ନାହିଁ। ସୋସିଆଲ ମିଡିଆରେ ଆନନ୍ଦ…
କେ.ଏଲ ରାହୁଲଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଦଳର ଅଧିନାୟକ
ନୂଆଦିଲ୍ଲୀ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ପୂର୍ବରୁ ଲକ୍ଷ୍ନୌ ଏକ ଅସୁବିଧାର ସମ୍ମୁଖୀନ ହୋଇଛି।…
ଭେଟେରାନ ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ
ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ,…
କର୍ନାଟକର ପ୍ରତିଗାଁ- ପ୍ରତି ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ଭାଜପା
ବେଙ୍ଗାଲୁରୁ,୩।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ଖେଳ ଖେଳିବା ଆରମ୍ଭ କରିଛି। ଭାଜପା ଘୋଷଣା କରିଛି କି ଦଳ କର୍ନାଟକର…
୫୦୦ ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିଲେ ବୃଦ୍ଧା
ଭବାନୀପାଟଣା,୩।୪(ସ୍ବ.ପ୍ର.): ଭତ୍ତା ପାଇଁ ସଂଘର୍ଷ। କଳାହାଣ୍ଡି ଜିଲାରୁ ପୁଣି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ୫୦୦ ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା । ଯାହାର ଭିଡିଓ ଏବେ ଭାଇରାଲ…
ସବୁ ଜିଲାପାଳଙ୍କୁ ହାଇଆଲର୍ଟ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୩।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସରକାର ପୁରା ପ୍ରସ୍ତୁତ ଥିବା ବୁଧବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଲଗାତାର ଭାବେ ମେ ମାସରେ ବାତ୍ୟା ହେଉଛି । ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ…
ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପି.ଟି. ଉଷା
ନୂଆଦିଲ୍ଲୀ,୩।୫: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଭେଟିଛନ୍ତି। ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କ ଉପରେ ଗତ ସପ୍ତାହରେ ପି.ଟି. ଉଷା କ୍ଷୁବ୍ଧ ହୋଇଥିଲେ। ଉଷା କହିଥିଲେ, କୁସ୍ତିଯୋଦ୍ଧାମାନେ କ୍ରୀଡ଼ାବିତ୍ଙ୍କ ଭାବମୂର୍ତ୍ତିକୁ…
Archives


