ବାହୁବଲୀ ସିଙ୍ଗଡ଼ା
ସିଙ୍ଗଡା ଖାଇବାକୁ ଅନେକେ ଭଲ ପାଆନ୍ତି। ତେବେ କହିଲେ ଦେଖି ଗୋଟିଏ ସିଙ୍ଗଡ଼ା ଖାଇବାକୁ ଆପଣଙ୍କୁ କେତେ ସମୟ ଲାଗେ? ପାଞ୍ଚ ମିନିଟ ଭିତରେ ତ ଗୋଟିଏ ସିଙ୍ଗଡ଼ା ଆରାମରେ ଖାଇ ହେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ମିରଟର ଏକ…
ଅମୃତଭଣ୍ଡାରେ ଫୁଲ
ଅମୃତଭଣ୍ଡାକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ ଏହାକୁ ନେଇ କଳାକୃତୀ ବି ଗଢାଯାଏ ତାହା ହୁଏତ ଅନେକେ ଜାଣି ନ ଥିବେ। ଭିଏତନାମରେ କଞ୍ଚା ଅମୃତଭଣ୍ଡାକୁ ବ୍ୟବହାର କରି ସୁନ୍ଦର ଫୁଲର କଳାକୃତୀ ତିଆରି କରିବା ଏକ…
ଶ୍ରୀନଗରରେ ତ୍ରିରଙ୍ଗା ରାଲି, ଏଲ୍ଜି ସାମିଲ
ଶ୍ରୀନଗର,୧୩।୮: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ରବିବାର ଶ୍ରୀନଗରରେ ତ୍ରିରଙ୍ଗା ରାଲି ବାହାରିଛି। ଏହି ରାଲୀକୁ ଏଲ୍ଜି ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏସ୍କେଆଇସିସିରୁ ଡାଲ ହ୍ରଦ କୂଳ ଦେଇ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏହି ରାଲି…
ଗର୍ଭବତୀଙ୍କୁ ପିଟି ହତ୍ୟା ଅଭିଯୋଗ
ଖୋର୍ଦ୍ଧା,୧୩ା୮(ପ୍ରଭାତ ପାଣିଗ୍ରାହୀ): ସଦରଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗଗଡ଼ ସାହିରେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶାଶୁଘର ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତକାଙ୍କ ମାଆ ଭାନୁମତି ଦେଇ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀଙ୍କୁ ଅଟକ…
ଶୁଭଦିନକୁ ଅପେକ୍ଷା
ନୂଆ ଓଡିଆ ସିନେମା ‘ଆଇନା କେବେ ମିଛ କହେନା’କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଦୀପକ। କାରଣ ସେ ଏହି ଫିଲ୍ମରେ ଏକ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଏହାର କାହାଣୀରେ ରହିଛି ପାରିବାରିକ ଛିଟା। ଲଭ୍ ଷ୍ଟୋରିର…
ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ବୀ
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିହାରର ଦରଭଙ୍ଗା ଏମ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ବିହାରରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ବିହାର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ…
ରାମ ମନ୍ଦିର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ଭକ୍ତ
ଅଯୋଧ୍ୟା,୧୩।୮: ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ପାଇବା ପରେ ଶେଷରେ ଏହା ଘୋଷଣା କରାଯିବ। ମନ୍ଦିରର ଉଦଘାଟନ…
ନିଆରା ପାଠକ ଶିବସୁନ୍ଦର
”ଲେଖକର ପରମାୟୁ ପାଠକର ହୃଦୟରେ“ ବୋଲି ଖବରକାଗଜର ଏକ ସ୍ତମ୍ଭରେ ଲେଖିଛନ୍ତି ଅଧ୍ୟାପକ ବିଶ୍ୱରଞ୍ଜନ ସେହି ପାଠକଙ୍କ କଥା ଯାହାଙ୍କ ହୃଦୟ ଓ ମନରେ ଘର କରି ରହିଛନ୍ତି ଓଡ଼ିଶାର କୋଣଅନୁକୋଣରେ ରହିଥିବା ଅଗଣିତ କବି ଓ କଥାକାର । କୁଚିଣ୍ଡାର…
ଜୟ ଯବାନ୍
ସେନାବାହିନୀରେ ଯୋଗ ଦେଇ ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଏହି ସୈନିକମାନେ ଅବସର ପରେ ବି ଚୁପ୍ ହୋଇ ବସିଯାଇ ନାହାନ୍ତି। ନିଜ ଅଞ୍ଚଳର ବିକାଶ ସହ ସେନା ବା ପୋଲିସ ବିଭାଗରେ କାମ କରିବା ପାଇଁ ଆଗ୍ରହୀ ଯୁବତୀଯୁବକଙ୍କୁ…
ଆଦିବାସୀଙ୍କୁ ଶ୍ରେଣୀଭୁକ୍ତ କର ନାହିଁ: ରାହୁଲ ଗାନ୍ଧୀ
ଥିରୁଭାନନ୍ତପୁରମ୍,୧୩।୮: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍ ନୁହେଁ, ବରଂ ସମଗ୍ର ଗ୍ରହ…
ମୋ ଦେଶ ମହାନ
ବିବିଧତା ଭିତରେ ଏକତାର ନିଦର୍ଶନ ହେଉଛି ଭାରତ। ଶାନ୍ତି, ମୈତ୍ରୀର ଦେଶ ହେଉଛି ଭାରତ। ଜ୍ଞାନ ହେଉକି ବିଜ୍ଞାନ ସବୁଥିରେ ଆଗରେ ଭାରତ। ଏକ ସଶକ୍ତ, ସମୃଦ୍ଧ ଦେଶ ଭାବେ ମଧ୍ୟ ସାରା ବିଶ୍ୱରେ ପରିଚିତ ଭାରତ। ଏହାବାଦ୍ ବି ଆହୁରି…
କ’ଣ କହେ ତ୍ରିରଙ୍ଗାର ରଙ୍ଗ
ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଯେମିତିକି: ଏହାର ପ୍ରଥମ ରଙ୍ଗ ହେଉଛି ନାରଙ୍ଗୀ; ଯାହାକି ସାମାଜିକତାର ପ୍ରତୀକ। ତା’ସହିତ ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ବି ଏହି ରଙ୍ଗ ପ୍ରେରଣା…

