ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଏହି ଷ୍ଟାର ଖେଳାଳି
ଲଣ୍ଡନ,୧୪।୮: ୨୦୨୩ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩ ଥର ଆସେସ ସିରିଜ ବିଜେତା ଷ୍ଟିଭେନ ଫିନ ୨୦୧୦ରୁ ୨୦୧୭…
୩ ସହରକୁ ଜଗିବ ସିସିଟିଭି
ଗଞ୍ଜାମ,୧୪।୮(ବିଦ୍ୟାଧର ସାହୁ ): ଛତ୍ରପୁର, ଗଞ୍ଜାମ ଏବଂ ରମ୍ଭା ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଇଛି। ଏହା ତାହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବ୍ରହ୍ମପୁର ଏମ୍ପି ଚନ୍ଦ୍ର ଶେଖର ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ଏମ୍ପିଙ୍କ ପାଣ୍ଠିରୁ…
୪ ଦିନରେ ୩୦୦ କୋଟି ରୋଜଗାର କଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଫିଲ୍ମ ଏ ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା ସଂଗ୍ରହ କରିଛି। ବର୍ତ୍ତମାନ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।…
ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅନୱର-ଉଲ-ହକ
ଇସଲାମାବାଦ,୧୪।୮: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ସିନେଟର ଅନୱର-ଉଲ-ହକ କକରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ ସେ ସୋମବାର ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।…
୧୦୦ ବର୍ଷ ମଧ୍ୟରେ ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ
ଲାହାଇନା,୧୪ା୮: ଆମେରିକାର ମାଉଇ ସହରକୁ ଜଙ୍ଗଲ ନିଆଁ ବ୍ୟାପି ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୦୦ ବର୍ଷ ମଧ୍ୟରେ ଏହା ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। କାଭାଡର ସନ୍ଧାନୀ…
ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ ପାଓ୍ବାର: ବିରୋଧୀ ନେତାଙ୍କ ଦାବି
ମୁମ୍ବାଇ,୧୪।୮: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ବିଜୟ ୱାଡେଟିୱାର ସୋମବାର ଦାବି କରିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗଡଚିରୌଲି ସହରରେ ଏକ ଖବରଦାତା ସମ୍ମିଳନୀକୁ…
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଏମ୍ପି ସୁରେଶ ପୂଜାରୀ
ନୂଆଦିଲ୍ଲୀ,୧୪।୮: ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍ପି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କାର୍ଡିଓଲୋଜି ବିଭାଗରେରେ ସେ ଚିକିତ୍ସାଧୀନ ଥିବା ସୂଚନାମିଳିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ସେ…
ତେଜିଲା ଶିକ୍ଷକ ନିଯୁକ୍ତି ଦାବି: ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ ଧାରଣାରେ
ପାଟଣା,୧୪।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପୂରଣ ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସୋମବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି।…
ନିଟ୍ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନ ହେବାରୁ ପୁଅ ପରେ ଆତ୍ମହତ୍ୟା କଲେ ବାପା
ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ପୁଅର ମୃତ୍ୟୁ…
ସ୍ବାଧୀନତା ଦିବସ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୧୪।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିିରେ ବ୍ଲକସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବ୍ଲକର ବ୍ରାହ୍ମଣୀଗାଁ, ଗଦାପୁର, କାଟିଙ୍ଗିଆ, ସରାମୁଳି, ହାତୀମୁଣ୍ଡା, ଝିଞ୍ଜିରୀଗୁଡା, କୁମ୍ଭାରିପଦର, ତାଜୁଙ୍ଗିଆ, ସୋନପୁର, ସିକାବର୍ଗ, ଦାସିଙ୍ଗବାଡି, ସିମନବାଡି, ଭ୍ରମରବାଡ଼ି, ସିଆଙ୍ଗବାଲି,…
ଦାଦା-ପୁତୁରା ସାକ୍ଷାତକୁ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା: ଗୋଟିଏ ଟିମ୍ ପୂର୍ବରୁ ପଠାଯାଇଛି କିନ୍ତୁ ଅନ୍ୟ ଏକ ଟିମ୍ ଖୁବ୍ଶୀଘ୍ର ଯିବ
ନୂଆଦିଲ୍ଲୀ,୧୪।୮: ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ମହା ବିକାଶ ଅଗାଡିରେ ଅସନ୍ତୋଷ ଦେଖାଦେଇଛି। ଉଭୟ ପାୱାରଙ୍କ ସାକ୍ଷାତ ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ଏ ନେଇ ଏମଏନଏସ ସଭାପତି ରାଜ ଠାକରେ…
ଆତଙ୍କବାଦୀଙ୍କ ପାଖରେ ନାଟୋ ଅସ୍ତ୍ର: ସୁରକ୍ଷା ପ୍ରତି ବିପଦ ଜାତିସଂଘ
ଓ୍ବାଶିଂଟନ,୧୪ା୮: ଆଫଗାନିସ୍ତାନରେ ଥିବା ନାଟୋ ସଂଗଠନର ବିପୁଳ ଅସ୍ତ୍ରଶସ୍ତ୍ର ତାଲିବାନ ଏବଂ ଅଲ୍କାଏଦାର ସହଯୋଗୀ ସଂଗଠନ ଜରିଆରେ ଆଇଏସ୍ ସଂଗଠନ(ଖୋରାସାନ) ଆତଙ୍କବାଦୀଙ୍କ ପାଖରେ ପହଞ୍ଚି ଥିବା ଜାତିସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ବିଶେଷ କରି ତେହରିକ-ଇତାଲିବାନ ପାକିସ୍ତାନର ସଦସ୍ୟମାନେ ଅସ୍ତ୍ର…

