Home Left

ଉପନିର୍ବାଚନ ପ୍ରଚାରବେଳେ ଭାଜପା ପ୍ରାର୍ଥୀଙ୍କ ଉପରକୁ କାଳି ମାଡ଼

ମାଉ,୨୧।୮: ଉତ୍ତରପ୍ରଦେଶର ମାଉରେ ଘୋଷୀ ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଦାରା ସିଂ ଚୌହାନଙ୍କ ଉପରେ କାଳି ପକାଯାଇଥିଲା। କୋପାଗଞ୍ଜ ବ୍ଲକରେ ଅବସ୍ଥିତ ଏକ କଲେଜରେ ଏହି ଘଟଣା ଘଟିଥିବା…

ଚଳନ୍ତା ଟ୍ରେନରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା: ୨ ମୃତ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶର ଆଗ୍ରାଠାରେ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏଥିରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କୋଟା-ପାଟନା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଏକ ୯୦ ଜଣିଆ ଟିମ୍‌ର…

କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସ୍ଥିର କରାଯିବ: ପିଏଲ ପୁନିଆ

ନୂଆଦିଲ୍ଲୀ,୨୧।୮: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ କଂଗ୍ରେସ ନେତା ପିଏଲ ପୁନିଆ ଏକ ବଡ଼ ଦାବି କରିଛନ୍ତି। କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଚୟନ କରାଯିବ ବୋଲି…

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା…

ଏଲିଅନ୍‌ ପରି ଶିଶୁ ଜନ୍ମ ଦେଲେ ମହିଳା: ଡାକ୍ତର ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଗର୍ଭବତୀ ମହିଳା ଚାହାଁନ୍ତି ସୁସ୍ଥ ଶିଶୁଟିଏ ଏ ଦୁନିଆକୁ ଆସୁ। କିନ୍ତୁ ପ୍ରତ୍ୟେକ ଥର ଏହା ଘଟେ ନାହିଁ। କେତେକ ଶିଶୁ ଏପରି ଜନ୍ମ ଦୋଷ ସହିତ ଜନ୍ମ ହୁଅନ୍ତି, ଡାକ୍ତରମାନେ ମଧ୍ୟ ସେମାନଙ୍କର ସମସ୍ୟା ବୁଝିବାରେ ବିଫଳ ହୁଅନ୍ତି।…

ସାର କଳାବଜାର, ଚାଷୀକୁଳ ହତାଶ

ଯାଜପୁର,୨୧ା୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଦାଉ ସାଧିବା ପରେ ଅତ୍ୟଧିକ ସାର ଦର ବୃଦ୍ଧି ଏବଂ କଳାବଜାରକୁ ନେଇ ଏବେ ଜିଲାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି ା ବର୍ଷାପରେ ଚାଷକାର୍ଯ୍ୟ ଜୋରସୋର ଚାଲିଥିବାରୁ ଲାଭଖୋର…

ଏଫପିଆଇରେ ୮୪୦୦ କୋଟି ନିବେଶ

ଭୁବନେଶ୍ୱର,୨୧।୮: ଅନ୍ତରାଷ୍ଟ୍ରୀୟ ବଜାରରେ ଅସ୍ଥିରତା ସହିତ ଚାଇନାର ଆର୍ଥିକ ସଙ୍କଟ ଏବଂ ଘରୋଇ ଅର୍ଥବ୍ୟବସ୍ଥାର ସ୍ଥିରତା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି। ୨୦୨୩ ଅଗଷ୍ଟ ୧୮ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ…

ମହିନ୍ଦ୍ରାର ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସା

ଭୁବନେଶ୍ୱର,୨୧।୮: ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମହିନ୍ଦ୍ରା ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ମଡେଲକୁ ଥରେ ଚାର୍ଜ କଲେ ୯୫ କି.ମି.ରୁ…

ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ…

ସେନ୍ଥିଲି କୁମାର ଆଇଓସିଏଲ୍‌ ବୋର୍ଡର ଡାଇରେକ୍ଟର

ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ବୋର୍ଡର ନିର୍ଦ୍ଦେଶକ (ପାଇପଲାଇନ) ଭାବେ ସେନ୍ଥିଲି କୁମାର ଏନ୍‌ ନିକଟରେ ଯୋଗଦେଇଛନ୍ତି। ଏ ନେଇ ବୋର୍ଡ ପକ୍ଷରୁ ମଧ୍ୟ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିସ୍ତୃତ ସୂଚନା…

ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ଭୁବନେଶ୍ୱର,୨୧।୮: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ.ମହାନ୍ତିଙ୍କୁ ଶନିବାର ସମ୍ମାନଜନକ ଡକ୍ଟରେଟ୍‌ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୯ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମହାନ୍ତିଙ୍କୁ ଡିଗ୍ରୀ ଅଫ୍‌ ଡକ୍ଟରେଟ୍‌ ଲେଟର(ଅନରିସି କାଜା) ପ୍ରଦାନ କରାଯାଇଛି।…

ତାଗିଦ୍‌ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍‌ସି ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?