ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ
ଲହୁଣୀପଡ଼ା/ବଣାଇଁ,୪।୪(ଡ଼ି.ଏନ୍.ଏ./ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ମହୁଲପଦା ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ହେଉଥିବା ଖବର ମିଳିବା ପରେ ସୋମବାର ପୋଲିସ, ଅବକାରୀ ବିଭାଗ ଓ ବନବିଭାଗ ସ୍କ୍ବାଡ ମିଳିତ ଭାବେ ଘଟଣଶସ୍ଥଳରେ ପହଞ୍ଚି ଥିଲା l ଅବକାରୀ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ…
ପିଏଚ୍ସିରେ ନିରାମୟ ଯୋଜନା ପ୍ରହସନ
କୋରେଇ,୪।୪(ଡି.ଏନ.ଏ.): ରାଜ୍ୟ ସରକାର ବର୍ତ୍ତମାନ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ କିପରି ନିଃଶୁଳ୍କ ସେବା ପାଇବେ ସେନେଇ ରାଜ୍ୟରେ ଗତ ୬ବର୍ଷ ହେବ ନିରାମୟ ଯୋଜନା କାର୍ଯ୍ୟକାରୀ…
ଦୁର୍ଦ୍ଦଶାରେ ବୁଡ଼ିଛନ୍ତି ମେସ୍କୋ ଷ୍ଟିଲ୍ ବିସ୍ଥାପିତ
ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍.ଏ.),୪।୪: ଶିଳ୍ପପ୍ରୀତି ରାଜନୀତି ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ କର୍ମଚାରୀ ଓ ଶ୍ରମିକ ଛଟେଇ ବଢ଼ିିବାରେ ଲାଗିଛି। ଭିଟାମାଟି ହରାଇଥିବା ବିସ୍ଥାପିତମାନେ ଜୀବିକା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ବିସ୍ଥାପିତଙ୍କ ଏଭଳି ଦୁର୍ଦ୍ଦଶା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ…
ଲୋନ୍ ନାଁରେ ଲୁଟିନେଲେ ୧୭ ହଜାର
ରାଉରକେଲା ଅଫିସ,୪।୪: ଜଣେ ବ୍ୟକ୍ତିଙ୍କୁ ଲୋନ୍ କରାଇଦେବାକୁ କହି ତାଙ୍କଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ପ୍ଲାଣ୍ଟସାଇଟ ଥାନାରେ ସୋମବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀ…
ଏକାଧିକ କ୍ରଶର ଉପରେ ଆୟକର ବିଭାଗର ଚଢ଼ାଉ
ଚଢ଼େଇଧରା, ୪।୪(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବରଡା, ଲୁଣିବେର, ବିଛାଖଣ୍ଡି ଓ ରାହାଡପୁରଠାରେ ଥିବା ଏକାଧିକ କ୍ରସର ଉପରେ ସୋମବାର ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ସକାଳୁ ଆରମ୍ଭ ହୋଇଥିବା ଚଢାଉରେ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ। ବରଡା ମୌଜାରେ…
ରେଲଓ୍ବେକୁ ଜାଗା ଦେଇ ହଇରାଣ ହେଉଛନ୍ତି ଲୋକେ
ସୁନାବେଡା, ୪ା୪ (ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡିସ୍ଥିତ ନାଲ୍କୋ ଭିଆଇପି ଅତିଥି ଭବନରେ ଅବିଭକ୍ତ କୋରାପୁଟ ଜିଲାର ରେଲୱେ ଜମିହରା ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କ କୋରାପୁଟ ଜିଲା ଗସ୍ତ ଅବସରରେ ସଂଘ…
୮ମ ଶ୍ରେଣୀ ଛାତ୍ର ରୁଦ୍ରପ୍ରତାପ ମନୋନୀତ
ଆଳି,୪।୪(ଡି.ଏନ.ଏ.): ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତ କଳଦିଆ ଗ୍ରାମର ଲିପକ୍ ସାହୁଙ୍କ ପୁଅ ରୁଦ୍ରପ୍ରତାପ ରାଧାନାଥ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ୧୪ ବର୍ଷରୁ କମ୍ ବାଳକ ଭଲିବଲ ବର୍ଗରେ ଜାତୀୟ ସ୍ତରରେ ଖେଳିବାକୁ କେନ୍ଦ୍ରାପଡ଼ା ଜିଲାର…
ବାଂଲାଦେଶର ସବୁଠାରୁ ବଡ କପଡା ବଜାରରେ ଲାଗିଲା ନିଆଁ
ଢାକା,୪।୪: ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର ‘ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି। ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି। କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି…
ଗ୍ରାମ୍ୟ ଜଙ୍ଗଲରୁ ମାଟି ଖୋଳାଯାଉଛି
ନାଉଗାଁ,୪।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ରାସ୍ତାଗୁଡ଼ିକର ପୁନଃ ନିର୍ମାଣ ଓ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏହିସବୁ ରାସ୍ତାପାର୍ଶ୍ୱ ହେଉ ବା ନୂତନ ଭାବେ ନିର୍ମିତ ରାସ୍ତା ପୋତିବା ପାଇଁ…
ନେଦରଲାଣ୍ଡସରେ ଟ୍ରେନ ଦୁର୍ଘଟଣା, ଜଣେ ମୃତ ୫୦ ଆହତ
ଆମଷ୍ଟରଡର୍ମ,୪।୪: ନେଦରଲାଣ୍ଡରେ ମଙ୍ଗଳବାର ହୋଇଥିବା ଏକ ରେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ହୋଇଥିଲା ଯେତେବେଳେ ଟ୍ରେନଟି ନିର୍ମାଣ ଉପକରଣ ସହ ପିଟି ହୋଇ ଟ୍ରାକରୁ ଖସି…
ବିନା କାମରେ ଜବ୍କାର୍ଡଧାରୀଙ୍କ ନାମରେ ଉଠୁଛି ଟଙ୍କା
ନାଉଗାଁ,୪।୪(ସ୍ବ.ପ୍ର): ନାଉଗାଁ ବ୍ଲକରେ ଏମ୍ଜିଏନ୍ଆରଇଜିଏସ୍ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି)ରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଅର୍ଥକୁ ଯନ୍ତ୍ରୀ, ଠିକାଦାର, ରାଜନେତା ଓ ଜିଆରଏସ୍ ମିଳିତ ଭାବେ ହାତେଇବାକୁ ପଛାଉ ନାହାନ୍ତି। ଏମ୍ଜିଏନ୍ଆରଇଜିଏସ୍ କେନ୍ଦ୍ର ସରକାରଙ୍କ…
୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ
ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର ଦୋକାନ ଗୃହ ନିର୍ମାଣ ପରେ ଏଗୁଡିକ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳୁଛି।…
Archives


