ରାଜ୍ୟର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞଙ୍କ ପରଲୋକ
କଟକ ଅଫିସ,୧୪।୫: ରାଜ୍ୟର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ(୭୭)ଙ୍କର କଟକ କେଶରପୁରସ୍ଥିତ ବାସଭବନରେ ଶନିବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ଖାନ୍ନଗରସ୍ଥିତ ସ୍ବର୍ଗଧାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ଚିନ୍ମୟ ମୁଖାଗ୍ନି ଦେଇଥିଲେ। ଡା. ଅନ୍ନପୂର୍ଣ୍ଣା…
କମ୍ ଖର୍ଚ୍ଚରେ ଭ୍ରମଣ
* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍ ଶୀତଳ ରହିଥାଏ। ଖାସ୍କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍ ଶାନ୍ତି ମିଳିଥାଏ। ତା’ଛଡ଼ା…
ସ୍କଲାରଶିପ୍ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର
ଶିକ୍ଷାବିତ୍, ଅନୁବାଦିକା ତଥା ବିଜ୍ଞାନ ଲେଖିକା ଡକ୍ଟର ମୃଦୁଳା ମିଶ୍ର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ । ପିଲାଦିନୁ ମୁଁ ସାହିତି୍ୟକ ବାତାବରଣରେ ବଢ଼ିଛି । ବାପା ପ୍ରଫେସର୍ ନରେନ୍ଦ୍ର ନାଥ ମିଶ୍ର ଥିଲେ…
କେବଳ ଗୁଜବ
ତାପସୀ ପାନ୍ନୁଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଏକ ନୂଆ ସିନେମା ପାଇଁ ସେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଯେତେବେଳେ ଏକଥା ବିଷୟରେ ତାପସୀ ଜାଣିଲେ, ସେତେବେଳେ ତାହାକୁ ବିଶ୍ୱାସ କରିପାରି ନ ଥିଲେ। ଏହି…
ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ
ଭୁବନେଶ୍ୱର,୧୪।୫: ଲାଲଚାନ୍ଦ୍ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ୩ ଭାଗ୍ୟଶାଳୀ ବିଜେତା ଭାବେ ବ୍ରହ୍ମପୁରର ପୂର୍ଣ୍ଣବାସୀ ହୋତା, ଜେ. ସନ୍ତୋଷ ରାଓ ଏବଂ…
ଇଣ୍ଡିଆନ୍ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର ଉଦ୍ଘାଟିତ
କଟକ,୧୪।୫: ଇଣ୍ଡିଆନ୍ ବ୍ୟାଙ୍କ କଟକ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ପରିସର କଟକର ସିଡିଏଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର…
ମୀନାକ୍ଷୀଙ୍କ ସୃଜନ ସମ୍ଭାର
ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ଡ. ମୀନାକ୍ଷୀ ଦାସ.. ପ୍ରାୟ ୬ଦଶନ୍ଧି ମଧ୍ୟରେ ତାଙ୍କ କଲମ ମୁନରେ ଫୁଟିଉଠିଛି ଅନେକ…
ଶେଷରେ ବୁଝିଲେ ସୈଫ
ଫରହାନ୍ ଅଖତରଙ୍କ ନିର୍ଦ୍ଦେଶନାରେ ୨୦୦୧ରେ ପରଦା ଉପରକୁ ଆସିଥିଲା ‘ଦିଲ୍ ଚାହତା ହୈ’। ଏହି ଫିଲ୍ମରେ ଆମୀର ଖାଁ, ସୈଫ୍ ଅଲ୍ଲୀ ଖାଁ , ଅକ୍ଷୟ ଖାନ୍ନା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାରା ଜୈସଓ୍ବାଲ ଭୂମିକାରେ ଅଭିନୟ କରିଥିଲେ…
ମାରୁତି ସୁଜୁକି ସୁପର କ୍ୟାରିର ଅନାବରଣ
ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ଅପ୍ଗ୍ରେଡେଡ୍ ହାଲୁକା କମର୍ସିଆଲ ଭେଇକିଲ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏମ୍ଏସ୍ଆଇଏଲ୍ ସ୍ବୀକୃତିପ୍ରାପ୍ତ ଡିଲର ମାରୁତି ସୁଜୁକି କମର୍ସିଆଲ…
ଦୋଛକିରେ କଙ୍ଗନା
କଙ୍ଗନା ରାଣାଓ୍ବତ ଏବେ ଦୋଛକିରେ ପଡିଛନ୍ତି। କାରଣ ତାଙ୍କୁ ଅଫର ମିଳିଥିବା ଫିଲ୍ମଦ୍ୱୟ ମଧ୍ୟରୁ କାହାକୁ ହଁ ଭରିବେ କାହାକୁ ମନା କରିବେ ସେ ନେଇ ଅଡୁଆରେ ପଡିଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଦୁଇଟି ସିନେମାର ନାୟିକା ସାଜିବାକୁ…
ବଡ ବ୍ରେକ୍କୁ ଅପେକ୍ଷା
କଥାରେ ଅଛି ଅପେକ୍ଷା ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ୟା ଭିତରେ ତାଙ୍କୁ ଯେତିକି ସୁଯୋଗ ମିଳିଛି ସେ ତାହାର ସଦୁପଯୋଗ କରିଛନ୍ତି ଏବଂ ନିଜ ଅଭିନୟ ଦକ୍ଷତା ଦେଖାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି।…
ଦାମୀ ନେକ୍ଲେସ୍
ଗହଣା କେବଳ ନାରୀ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ନାହିଁ। ଏହାକୁ ଆଭିଜାତ୍ୟର ପ୍ରତୀକଭାବେ ବି ଗଣାଯାଏ। ଏଠାରେ ସେମିତି କିଛି ନେକ୍ଲେସ୍ ସମ୍ପର୍କରେ କୁହାଯାଇଛି, ଯାହା ଏତେ ଦାମୀ ଯେ, ତାକୁ କିଣି ପିନ୍ଧିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଜାଣନ୍ତୁ…
Archives


