Home Left

ରାଘବ-ପରଣିତିଙ୍କୁ ଶୁଭେଚ୍ଛା ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘର ଚଢାଙ୍କର ଶନିବାର(ମେ ୧୩)ରେ ଏନଗେଜମେଣ୍ଟ ହୋଇଛି। ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ଏନଗେଜମେଣ୍ଟ…

ବାଘଛାଲ ଜବତ, ୨ ଗିରଫ

ଫୁଲବାଣୀ ଅଫିସ, ୧୩ା୫: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ପଖାଳଖିଆ ଗ୍ରାମ ନିକଟରେ ଫୁଲବାଣୀ ବନ ବିଭାଗ ଚଢ଼ାଉ କରି ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ କଲରାପତରିଆ ବାଘ ଛାଲକୁ ଜବତ କରିଛି । ଏହି ଘଟଣାରେ…

‘ଓଡ଼ିଶାର ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଦେଶ ପାଇଁ ଉଦାହରଣ’

କଟକ ଅଫିସ,୧୪।୫: ରାଜ୍ୟର ଅନୁଗୋଳ, ବାଲେଶ୍ୱର, କୋରାପୁଟ, ଗଞ୍ଜାମ, ସମ୍ବଲପୁର ଜିଲାରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ କାର୍ଯ୍ୟକ୍ଷମ ହୋଇଛି। ବିଚାର ବିଭାଗୀୟ ଅଧିକାରୀ, କୋର୍ଟ କର୍ମଚାରୀ, ଆଇନଜୀବୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନୁଗୋଳଠାରେ…

ମା’

ମା’ ଶବ୍ଦର କଳନା ନାହିଁ କି ତା’ ମମତାର ତୁଳନା ନାହିଁ। ତା’କୋଳରେ ଟିକେ ଶୋଇପଡିଲେ ମନକୁ ମିଳିଯାଏ ଶାନ୍ତି। ତା’ପଣତ ତଳେ ନ ଥାଏ କିଛି କଥାକୁ ଭୟ। ଭଗବାନଙ୍କ ଏକ ସୁନ୍ଦର ଉପହାର ହେଉଛି ମା’। ଯିଏକି ପିଲା…

ମାଓବାଦୀଙ୍କୁ ନଜର ରଖିବ ଡ୍ରୋନ୍‌

ଫୁଲବାଣୀ ଅଫିସ/ ସୁନାବେଡ଼ା (ସ୍ବ.ପ୍ର.) ୧୪।୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ଶନିବାର କୋରାପୁଟ ଓ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ବୁଲିବା ସହ ମାଓବାଦୀଙ୍କ ଗତିବିଧି ଉପରେ ସମୀକ୍ଷା କରିଛନ୍ତି। ପ୍ରଥମେ କୋରାପୁଟ ଜିଲା…

ଘର ପୋଛିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିବା ସହ ଘର ମଧ୍ୟ ପୋଛିଥାଉ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଘର ପୋଛିବାକୁ ନେଇ ବି ରହିଛି କିଛି ନିୟମ; ଯାହାକୁ ମାନିଲେ ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ…

ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ରାଜପଥରେ ମାରିଲେ ଲାଲ୍‌ ବ୍ୟାନର

ଦାରିଙ୍ଗବାଡ଼ି,୧୪ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ ବ୍ୟାନର ସହ ଏକାଧିକ ପୋଷ୍ଟର ଛଡ଼ାଯାଇଛି। ଫଳରେ ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତ ଜାହିରକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି…

କରଜରୁ ମୁକ୍ତି ଚାହୁଁଥିଲେ…

ଅସୁବିଧାରେ ପଡି ମଣିଷ କରଜ କରିବାକୁ ବାଧ୍ୟ ହୁଏ। ଆଉ ନ ସୁଝିବା ପର୍ଯ୍ୟନ୍ତ ତାହା ତାଙ୍କୁ ବୋଝ ଭଳି ଲାଗିଥାଏ। ସେଥିପାଇଁ ଏଥିରୁ ଶୀଘ୍ର୍ର ମୁକ୍ତି ପାଇବାକୁ ସମସ୍ତେ ଚାହିଁଥାନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏମିତି ଉପୁଜେ, କରଜ ସୁଝିବାକୁ…

୧୫,୮୨୭ ମାମଲା ଫଇସଲା

କଟକ ଅଫିସ, ୧୪।୫: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲା ଏବଂ ତାଲୁକ୍‌ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ତଥା ଓଏସ୍‌ଏଲ୍‌ଏସ୍‌ଏ…

ଭୂକମ୍ପରେ ପୁଣିଥରେ ଥରିଲା ଆଫଗାନିସ୍ତାନ

କାବୁଲ,୧୪।୫: ଆଫଗାନିସ୍ତାନରେ ରବିବାର ପୁଣିଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ମପାଯାଇଛି। ଭୂକମ୍ପର ଗଭିରତା ୬୦ କିଲୋମିଟର ଥିବା କୁହାଯାଇଛି। ନାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ରାଜଧାନୀ କାବୁଲରୁ କିଛି…

୧୫ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ହନ୍ତସନ୍ତ କରିବ । ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ିବ। ପାରଦ ୪୫ ଡିଗ୍ରୀକୁ ଛୁଇଁବ। ବିଶେଷକରି ପଶ୍ଚିମ ଓ ଦକ୍ଷିଣ…

ଆଫଗାନିସ୍ତାନରେ ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ

କାବୁଲ,୧୪।୫: ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି। ସ୍ଥାନୀୟ ମିଡିଆ ସହାୟତାରେ ଏହି ସୂଚନା ଦିଆଯାଇଛି। ତାଲିବାନ ଶାସନରେ ଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri