ଜିଆର୍ଏସ୍ଙ୍କୁ ମାଡ଼ ପ୍ରତିବାଦ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍ଏସ୍)ଙ୍କୁ ମାଡ଼ ପ୍ରତିବାଦରେ ମଙ୍ଗଳବାର ସଦର ବ୍ଲକର ସମସ୍ତ ଜିଆର୍ଏସ୍ ଧାରଣାରେ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକର ଜିଆର୍ଏସ୍…
ନାବାଳିକା ବଳାତ୍କାର ଅଭିଯୋଗରେ ଡେପୁଟି ଡାଇରେକ୍ଟର ଗିରଫ, ଆତିଶି କହିଲେ କେବେ ନ ଥିଲେ ମୋ ଓଏସଡି
ନୂଆଦିଲ୍ଲୀ,୨୧।୮: ନାବାଳିକା ବଳାତ୍କାର ମାମଲାରେ ଦିଲ୍ଲୀ ପୋଲିସ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ସୋମବାର…
ବସ୍ତାରେ ରଖି ଶିଶୁଙ୍କୁ ଅପହରଣ କରୁଥିବା ଭାରତୀୟ ନେପାଳରୁ ଗିରଫ
କାଠମାଣ୍ଡୁ,୨୧।୮: ଦୁଇ ଶିଶୁ ଅପହରଣ ଅଭିଯୋଗରେ ନେପାଳରେ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ପିଲାମାନଙ୍କୁ ଅଖା ଭିତରେ ନେଇ ଯାଉଥିଲେ କିନ୍ତୁ ପିଲାମାନଙ୍କ କୋଳାହଳ ଯୋଗୁଁ ସେ ଧରାପଡିଥିଲେ। ବର୍ତ୍ତମାନ ନେପାଳ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରେ…
ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ଗୁଡିକର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ, ହାଜର କରାଗଲା କୁରୈଶିଙ୍କୁ
ଇସଲାମାବାଦ,୨୧।୮: ପାକିସ୍ତାନ ସରକାର ସୋମବାର ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କରାଯାଇଥିବା ମାମଲାର ଶୁଣାଣି ପାଇଁ ଏକ ବିଶେଷ କୋର୍ଟର ସ୍ଥାପନା କରାଯାଇଛି। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶିଙ୍କୁ…
ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା,‘ ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ’
କୋଲକାତା,୨୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ, ଆମେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ମୁଁ ଧର୍ମ ଆଧାରରେ କୌଣସି ପ୍ରକାରର…
୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେନି ରାହୁଲ
ନୂଆଦିଲ୍ଲୀ,୨୧।୮: ୨୦୨୩ ଏସିଆ କପ ପାଇଁ ବିସିସିଆଇ ୧୮ ସଦସ୍ୟ ବିଶିଷ୍ଟ ଟିମ ଇଣ୍ଡିଆ ଘୋଷଣା କରିଛି। ମୁଖ୍ୟ ଦଳରେ ୧୭ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ସମୟରେ ସଞ୍ଜୁ ସାମସନ ଦଳ ସହିତ ୧୮ ତମ ଖେଳାଳି (ବ୍ୟାକ…
ବିନା ପଢ଼ାରେ ଛାତ୍ରଙ୍କ ପରୀକ୍ଷା: ପ୍ରଶ୍ନର ଉତ୍ତର ଜାଗାରେ ଟଙ୍କାରେ ଭରିଦେଲେ ପରୀକ୍ଷାଖାତା
ଯେତେବେଳେ ଯେକୌଣି କାର୍ଯ୍ୟ ସହଜରେ ହୋଇପାରେ ନାହିଁ ସେତେବେଳେ ଲାଞ୍ଚ ଦେଇ ଏହାକୁ ସହଜରେ କରିବା ପାଇଁ ଚେଷ୍ଟା କରାଯାଇଥାଏ। ଏହି କାରଣରୁ ଲୋକମାନେ ଲାଞ୍ଚ ଦେବାକୁ ମଧ୍ୟ ଦ୍ୱିଧା କରନ୍ତି ନାହିଁ। ବୟସ୍କ ଏବଂ ପିଲାମାନେ ମଧ୍ୟ ଜାଣନ୍ତି ଯେ,…
ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ
ମୁମ୍ବାଇ: ‘ଓଏମ୍ଜି-୨’ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତା ଭାଙ୍ଗିପଡିଛନ୍ତି। ବିହାରର ପୈତୃକ ଗାଁ ବଲସଣ୍ଡରେ ଅଭିନେତାଙ୍କ ବାପା ବନାରସ ତ୍ରିପାଠୀଙ୍କ…
ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଅଧିକାରୀଙ୍କ ସହ ସ୍ତ୍ରୀ ଥାନାରେ ଅଟକ
ନୂଆଦିଲ୍ଲୀ,୨୧।୮: ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ପୋକ୍ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି…
ଶରଦ ପାଓ୍ବାରଙ୍କୁ ଟାର୍ଗେଟ କଲେ କେସିଆର
ହାଇଦ୍ରାବାଦ,୨୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ପରୋକ୍ଷ ଭାବେ ଅଜିତ ପାଓ୍ବାରଙ୍କୁ ଭାଜପା-ଶିବସେନା ମେଣ୍ଟ ସରକାରରେ ସାମିଲ ହେବାକୁ ନେଇ ଏନସିପି ନେତାଙ୍କୁ ‘ପାଗଳ’ ବୋଲି କହି ଦେଇଛନ୍ତି। କେସିଆର…
ଅକ୍ଷୟଙ୍କ ଫିଲ୍ମର ପ୍ରଭାବ: ମହାରାଷ୍ଟର ଏକ ସ୍କୁଲରେ ବାଧ୍ୟତାମୂଳକ ହେଲା ଯୌନ ଶିକ୍ଷା
ମୁମ୍ବାଇ,୨୧।୮: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓଏମ୍ଜି-୨’ ରିଲିଜ ହୋଇଯାଇଛି। ଫିଲ୍ମଟି ବକ୍ସ ଅଫିସରେ ଗଦର-୨ କୁ ଟକ୍କର ଦେଉଛି। ଅକ୍ଷୟ କୁମାରଙ୍କ ଅଭିନୀତ ସାମାଜିକ ନାଟକ ଚଳଚ୍ଚିତ୍ର ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ…
କଂଗ୍ରେସକୁ ଟାର୍ଗେଟ କଲେ ମୋଦି, କହିଲେ ‘ଲୋକେ ୨୦୧୪ ପୂର୍ବର ସମୟକୁ ଭୁଲି ପାରିବେ ନାହିଁ, ସେ ସମୟରେ…’
ନୂଆଦିଲ୍ଲୀ,୨୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭୋପାଳର ସିଏମ ରାଇଜ ଗଭର୍ମେଣ୍ଟ ମହାତ୍ମା ଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲରେ ନବନିଯୁକ୍ତ ଶିକ୍ଷକଙ୍କ ଟ୍ରେନିଂ କମ ଓରିଏଣ୍ଟେଶନ ପ୍ରୋଗ୍ରାମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,…

