ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ: ୪ ମୃତ, ୧୫ ଆହତ
ଇସଲାମାବାଦ,୧୦।୪: ପାକିସ୍ତାନର କ୍ୱେଟାର କନ୍ଧାରୀ ବଜାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି। ଅନ୍ୟପଟେ, ଆହତଙ୍କୁ ସିଟି ହସ୍ପିଟାଲରେ…
ଭାରତ ଦୁନିଆର ବିଶ୍ୱଗୁରୁ: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୧୦।୪: ୟୁକ୍ରେନ ଉପ-ବୈଦେଶିକ ମନ୍ତ୍ରୀ ଏମିନ ଝାପରୋଭା ଭାରତ ଗସ୍ତରେ ଅଛନ୍ତି। ସୋମବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତ ପ୍ରକୃତରେ ଦୁନିଆର ବିଶ୍ୱଗୁରୁ। ମୂଲ୍ୟବୋଧ ଏବଂ ନ୍ୟାୟ…
ଗଞ୍ଜେଇ ଚୋରାଚାଲାଣ ବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଦାରିଙ୍ଗବାଡି,୧୦।୪(ଡି.ଏନ.ଏ.): ଦାରିଙ୍ଗବାଡି ପୋଲିସ ସୋମବାର ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଜବତ କରିଛି। ଏଥିସହ ୨୨କିଲୋ ୩୫୦ଗ୍ରାମ ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତି ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତିଜଣଙ୍କ ହେଲେ ବାଲିଗୁଡା ଥାନା ସାଲାକିଆ ଗ୍ରାମର…
‘ଏଇଟା କୋଉ ନୂଆ କଥା’, ଇଡିର ସମନ ପରେ ପ୍ରତିକ୍ରିୟା ରଖିଲେ ତେଜସ୍ବୀ
ନୂଆଦିଲ୍ଲୀ,୧୦।୪: ଜମି ବଦଳରେ ଚାକିରି ଦେବା ମାମଲାରେ ମଙ୍ଗଳବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରାଯିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଏନେଇ ସୋମବାର ତେଜସ୍ବୀଙ୍କୁ ସମନ ପଠାଇଛି। ତେବେ ଇଡିର ସମନ ପାଇବା ପରେ ତେଜସ୍ବୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି…
ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ
କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀମାନେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ବିଗତ…
ବିଦେଶ ଯାତ୍ରା କରୁଥିବା ଲୋକେ ଗଲା ବେଳେ ନିଜ ରାଜନୈତିକ ଚଷମା ଖୋଲିଦେବା ଉଚିତ୍: ଧନକର
ନୂଆଦିଲ୍ଲୀ,୧୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଇଂଲଣ୍ଡରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ରହିଥିଲା। ଏପରିକି ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାଜପା ଜିଦ୍ ଧରି ବସିଥିଲା। ଇତିମଧ୍ୟରେ ଉପରାଷ୍ଟ୍ରପତି ଜଗଦୀପ ଧନକର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ…
ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
କେନ୍ଦୁଝର,୧୦।୪(ସ୍ବ.ପ୍ର.): ମହାରାଷ୍ଟ୍ରର ନାସିକରୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଯାଉଥିବା ଅଙ୍ଗୁର ବୋଝେଇ ଟ୍ରକ ଓଲଟି ପଡ଼ିଛି। ରବିବାର ବିଳମ୍ବିତ ରାତିରେ ତେଲକୋଇ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ହନୁମାନ ବଟିକା ପାଖରେ ଭାରସାମ୍ୟ ହରାଇ…
ଏପ୍ରିଲ ୨୬ରେ ଏମ୍ସିଡି ନିର୍ବାଚନ
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୧୨ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ମେୟର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ…
ସିସୋଡିଆ-ଜୈନଙ୍କ ଗିରଫଦାରୀ ବିରୋଧରେ ଏଏପି ସଂଗ୍ରହ କଲା ୧୦ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ
ନୂଆଦିଲ୍ଲୀ,୧୦।୪: ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ବିରୋଧରେ ଘରକୁ ଘର ଅଭିଯାନ ସମୟରେ ଦଳ ୧୦ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିଛି। ଏହାପରେ ସିସୋଡିଆ ଏବଂ ଜୈନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରଧାନମନ୍ତ୍ରୀ…
ଜଳନ୍ଧର ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଏଏପିରେ ସାମିଲ ହେଲେ ପୂର୍ବତନ ବିଧାୟକ
ଚଣ୍ଡିଗଡ,୧୦।୪: ପଞ୍ଜାବର ଜଳନ୍ଧରଠାରେ ହେବାକୁ ଥିବା ଲୋକ ସଭା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା। କରତାରପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ଚୌଧୁରୀ ଏଏପିରେ ସାମିଲ ହୋଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ ଦଳରେ ବିଧିବଦ୍ଧ ଭାବେ…
‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିଲା। ତେବେ ୩ ମିନିଟ୍ ୨୫ ସେକେଣ୍ଡର…
ବିବାଦୀୟ କାଳୀ ପୋଷ୍ଟର ମାମଲା, ସାରା ଦେଶରେ ଦାଖଲ ହୋଇଥିବା ସମସ୍ତ ଏଫ୍ଆଇଆର ଯାଞ୍ଚ କରିବ ଦିଲ୍ଲୀ ପୋଲିସ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୦।୪: ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର ମାମଲାରେ ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟ ହୋଇଛି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍ଆଇଆର ଦିଲ୍ଲୀ ପୋଲିସର ଆଇଏଫ୍ଏସ୍ଓ ୟୁନିଟକୁ ସ୍ଥାନାନ୍ତର କରିବାକୁ କୋର୍ଟ…
Archives


