୨ ଦିନିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ
ଭବାନୀପାଟଣା/କେସିଙ୍ଗା/ଏମ୍.ରାମପୁର,୨୦।୫(ସ୍ବ.ପ୍ର./ଡି.ଏନ.ଏ.): ୫-ଟି ସଚିବ ଭି.କେ. ପାଣ୍ଡିୟାନ ଶୁକ୍ରବାର ଦୁଇ ଦିନିଆ କଳାହାଣ୍ଡି ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସଚିବ ଜିଲାର ଏମ.ରାମପୁର, କେସିଙ୍ଗା, ନର୍ଲା, ଭବାନୀପାଟଣା ଓ ଜୁନାଗଡ ବ୍ଲକର ବିଭିନ୍ନ ସ୍ଥାନ…
ଗ୍ରୀଷ୍ମରେ ବଢୁଛି ତାଳସଜର ଚାହିଦା
ନୂଆପଡ଼ା ଅଫିସ,୨୦।୫: ନୂଆପଡା ଜିଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅଗ୍ନି ବର୍ଷା ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ପ୍ରଚଣ୍ଡ ରୋଦ୍ରତାପରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଜଳ, ସରବତ, ଲସି ଓ ତରଭୁଜ…
ପାଣି ପାଇଁ ଲୋକେ ହନ୍ତସନ୍ତ
ବେହେରା,୨୦।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ସେମଲା ଗ୍ରାମରେ ନିର୍ମିତ ବସୁଧା ଯୋଜନା କାମକୁ ଆସୁ ନାହିଁ। ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଓଭର ହେଡପାଣି ଟାଙ୍କି। ଘରକୁ…
ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କୁ ମିଳୁନି ପ୍ରାପ୍ୟ
ବରଗଡ଼ ଅଫିସ୍,୨୦।୫: ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ମଣ୍ଡି ଗୁଡ଼ିକରେ ଧାନ ସଂଗ୍ରହ କରାଯାଉଛି। ହେଲେ ମଣ୍ଡିରୁ ଆଶାନୁରୂପ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମଣ୍ଡିରୁ ଯେଉଁ ଚାଷୀଙ୍କ ଧାନ ବିକ୍ରି ହୋଇ ଉଠୁଛି,…
ପଞ୍ଚାୟତ ଅଫିସରେ ପିଇଓଙ୍କୁ ତାଲା ପକାଇଲେ
ଅମରପାଲି,୨୦ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ପିଅନ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଶୁକ୍ରବାର ତାଲା ପକାଇ ଦେଇଥିଲେ। ଆକ୍ରୋଶ ମନୋଭାବ ରଖି ପିଅନ ଅନ୍ୟଜଣେ ଯୁବକଙ୍କ ସହ ମିଶି ତାଙ୍କୁ ଆକ୍ରମଣ କରିବା ସହ…
ମାଟିରେ ମିଶିଲା ୨୯୬ ବର୍ଷାଜଳ ଅମଳ ପ୍ରକଳ୍ପ
ନବରଙ୍ଗପୁର,୨୦।୫(ବି.ପ୍ର.): କରୋନା କାଳରେ ଜୀବିକା ହରାଇଥିବା ସହରାଞ୍ଚଳର ଶ୍ରମିକ ଓ ଏସ୍ଏଚ୍ଜି ମହିଳାଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) କାର୍ଯ୍ୟକାରୀ କରିଥିଲେ। ତେବେ ଏହି ଯୋଜନାରେ ନବରଙ୍ଗପୁର ପୌରାଞ୍ଚଳରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’
କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ…
ନୟାଗଡ଼ ଜଗନ୍ନାଥ ମନ୍ଦିର ଅବଢ଼ା ନିଲାମରେ ଚଞ୍ଚକତା
ନୟାଗଡ଼ ଅଫିସ,୨୦ା୫: ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ନିଲାମରେ ଚଞ୍ଚକତା କରାଯାଇ ଠାକୁରଙ୍କୁ ବି ଠକେଇ କରାଯାଉଛି। ନିଲାମ ପରେ ୫୦ ପ୍ରତିଶତ ଅର୍ଥ ପଇଠ କରାଯିବାର ନିୟମ ରହିଥିଲେ ହେଁ ଦେବୋତ୍ତର ବିଭାଗ ପକ୍ଷରୁ…
ଉପୁଡ଼ିଲା ଗଛ, ଉଡ଼ିଲା ଛପର
ଢେଙ୍କାନାଳ ଅଫିସ/ କାମାକ୍ଷାନଗର (ଡି.ଏନ୍.ଏ.), ୨୦ା୫: ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଛପର ଉଡ଼ିଯାଇଛି। ଦିନତମାମ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ…
ଚିନ୍ତା ବଢ଼ାଇଛନ୍ତି ଦନ୍ତା
ଢେଙ୍କାନାଳ ଅଫିସ, ୨୦।୫: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଥମିବାର ନଁା ଧରୁନାହିଁ। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ଉପଦ୍ରବ କରୁଥିବା ଦନ୍ତା ପାଇଁ ବନ ବିଭାଗର ଚିନ୍ତା ବଢ଼ିଛି। ଶୁକ୍ରବାର କପିଳାସ ରେଞ୍ଜ୍ ଅଧୀନ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଇ…
ପୂର୍ବ ୟୁକ୍ରେନର ବାଖମୁଟରେ ପୁଣି ରୁଷିଆର ଆକ୍ରମଣ, ବଢୁଛି ୟୁକ୍ରେନର ସମସ୍ୟା
କ୍ୱିଭ,୨୦।୫: ପୂର୍ବ ୟୁକ୍ରେନର ବାଖମୁଟ ସହର ଓ ଏହାର ଆଖପାଖରେ ପୁଣିଥରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଇଛି। ଏହି ଅଞ୍ଚଳକୁ କବଜା କରିବାକୁ ରୁଷିଆ ସେନା ପୁଣିଥରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। କାରଣ ରୁଷିଆ ସେନା ମାସ ମାସ ଧରି…
ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ
ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪ ମାସର ଦରମା ଦେଉନାହାନ୍ତି। ଅବସରକାଳୀନ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଫଳରେ ଅର୍ଥାଭାବର ଶିକାର…
Archives


