Home Left

କେନ୍ଦ୍ର ଜଳଶକ୍ତି ମିଶନ ସଚିବଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୨୦ା୫(ଡି.ଏନ୍‌.ଏ.): କେନ୍ଦ୍ର ଜଳଶକ୍ତି ମିଶନ ସଚିବ ଭିନୀ ମହାଜନ ଗଞ୍ଜାମ ଜିଲା ଗସ୍ତରେ ଆସି ଗଞ୍ଜାମ ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକରେ ନିର୍ମାଣ ହେଉଥିବା କଂସାରୀଗଣ୍ଡ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସଚିବଙ୍କ ସହ ରାଜ୍ୟ…

ଓକିଲଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲା: ପୁରୁଷୋତ୍ତମପୁରରେ ଉଦଘାଟନ ହେଲା ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ 

ପୁରୁଷୋତ୍ତମପୁର, ୨୦/୫(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଓକିଲ ସଂଘର ଦିନ ଦିନର ଦାବି ପୁରଣ ହୋଇଛି। ଶନିବାର ଏଠାରେ ସିନିୟର ଡିଭିଜନ ସିଭିଲ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟର ଉଦଘାଟନ ହୋଇଛି। ମାନ୍ୟବର  ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ…

‘ତାରକ ମେହେଟାକା ଉଲଟା ଚଷମା’ ଶୋ’ର ନିର୍ମାତାଙ୍କ ଉପରେ ପୁଣିଥରେ ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ, କହିଲେ ଦୟାବେନଙ୍କ ସହ ହୋଇଛି ର୍ଦୁବ୍ୟବହାର

ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ…

ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଗଳାରେ ଲୁଙ୍ଗି ବାନ୍ଧି ପଳାଶ ଗଛରେ ଆତ୍ମହତ୍ୟା କରିଛନ୍ତି। କୈଳାଶ ଜଣେ ଟ୍ରାକ୍ଟର…

ସିବିଆଇ ସମନ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା,୨୦।୫: ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ଏମ୍‌ପି ଅଭିଷେକ ବାନାର୍ଜୀ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।ସେଠାରେ ସେ  ଜେରାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ…

ଆଇପିଏଲର ୬୮ ମ୍ୟାଚ: କୋଲକାତା ବନାମ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୩ର ୬୮ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)। ଶନିବାର ସନ୍ଧ୍ୟା ୭.୩୦ରେ କୋଲକାତାର ଇଡେନଗାର୍ଡେନ୍ସଠାରେ ଖେଳାଯିବ। କୋଲକାତା ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ସେହପରି ଲକ୍ଷ୍ନୌ ୧୫…

୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର ଭଲପାଇବାରେ ଅନେକ ସଲମାନଙ୍କୁ ନିଜର କରିପାରିଛନ୍ତି। ସଲମାନ ବଲିଉଡରେ ଯେତିକି ଫେମସ ସମାନ ଢଙ୍ଗରେ…

ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର

ନୂଆଦିଲ୍ଲୀ,୨୦।୫: ଗତ ସପ୍ତାହରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ କରିବାର ଅଧିକାର ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୁଣିଥରେ ଏସ୍‌ସିଙ୍କ ନିକଟକୁ ଯାଇ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି…

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ମାତ୍ର କିଛି ପାଦ ପଛରେ ରହିଛି। ଚଳିତ ବର୍ଷର କେତୋଟି ହାତଗଣତି ହିଟ ଫିଲ୍ମ ତାଲିକାରେ ସାମିଲ ହୋଇଛି ‘ଦ କେରଲା…

ଦୁଇ ମନ୍ଦିରରୁ ଚୋରି, କାଳି ମନ୍ଦିର ହୁଣ୍ଡିରୁ ୧ଲକ୍ଷ ଟଙ୍କା ସମେତ ସୁନା ଓ ରୂପା ଗହଣା ଗାଏବ

ରାୟଗଡା,୨୦।୫(ସ୍ବ.ପ୍ର): ରାୟଗଡା ଏସପି ବାସଗୃହ ନିକଟସ୍ଥ କାଳୀ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଳୀ ମନ୍ଦରି ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଭିତରେ ପଶି ପ୍ରବେଶ ଦ୍ୱାରରେ ରହିଥିବା ହୁଣ୍ଡିର…

ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ଗତ ୧୦୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସିନେମା ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ କଳାକାର ଅଛନ୍ତି ଯିଏ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡର ଭେଟେରାନ ତାରକାମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି ଟଙ୍କାର…

‘ମୋ ବସ୍‌’ରେ ଲାଗିଲା ନିଆଁ

ରାଉଲକେଲା ଅଫିସ,୨୦।୫: ‘ମୋ ବସ୍‌’ରେ ଲାଗିଲା ନିଆଁ। ଶନିବାର ରାଉଲକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକରେ ଏହି ଅଘଟଣ ଘଟିଛି। ବସ୍‌ରେ ନିଆଁ ଲାଗିଥିବାରୁ ଯାତ୍ରୀ ଏବଂ କର୍ମଚାରୀ ତୁରନ୍ତ ଓହ୍ଲାଇଯାଇଥିଲେ। ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri