Home Left

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୩୨ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୩ ଅଟକ

ପାଟଣା,୨୧।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରୁ ଶନିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍‌କୁ ତୁରୁମୁଙ୍ଗା ପୋଲିସଜବତ କରିଛି। ଉକ୍ତ ଟ୍ରକ୍‌ରେ ଦୟନୀୟ…

ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଲେ ନୀତୀଶ କୁମାର, ସାଙ୍ଗରେ ଅଛନ୍ତି ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟି (ଏଏପି)ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ତାଙ୍କ ସହ ତେଜସ୍ବୀ ଯାଦବ, ସଞ୍ଜୟ ଝା, ମନୋଜ…

କଣ୍ଟେନରକୁ ପଛ ପଟୁ ଧକ୍କା ଦେଲା ୧୨ ଚକିଆ ଟ୍ରକ୍‌

ପାଟଣା,୨୧।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ରବିବାର ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ଏକ ଆସ ବୋଝଇ ୧୨ ଚକିଆ ଟ୍ରକ୍‌ ଧକ୍କା ଦେବା ଫଳରେ…

ମୋଚିଛକ-ଭଦ୍ରକାଳୀ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ ଆରମ୍ଭ

ଭଦ୍ରକ ଅଫିସ,୨୧।୫ : ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜାର ରାସ୍ତା ନିର୍ମାଣ ପାଇଁ ବହୁ ବାଦବିବାଦ ପରେ ରବିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଉକ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହେବା ସହିତ…

ବିଶ୍ୱର ସବୁଠୁ ପୁରୁଣା ଗଛ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’

ସାଣ୍ଟିଆଗୋ: ସାଧାରଣତଃ ଗଛର ଜୀବନକାଳ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଥିବା ଆମେ ଜାଣିଛେ। ଏପରି କିଛି ଗଛ ଅଛି, ଯାହା ତା’ଠାରୁ ବି ଅଧିକ ବର୍ଷ ବଞ୍ଚିଥାଏ। ନିକଟରେ ଅନୁସନ୍ଧାନକାରୀମାନେ ଏପରି ଏକ ଅଛ ଠାବ କରିଛନ୍ତିି, ଯାହା ପାଖାପାଖି ୫୦୦୦ରୁ…

ମଙ୍ଗଳରେ ବହି ଆକୃତିର ପଥର

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ବର୍ତ୍ତମାନ ସମୟରେ ଉପଯୁକ୍ତ ଗ୍ରହର ଅନୁସନ୍ଧାନ କରୁଛନ୍ତି, ଯେଉଁଠାରେ ମଣିଷ ଜୀବନଯାପନ କରିପାରିବ। ଚନ୍ଦ୍ରଠାରୁ ଆରମ୍ଭ କରି ମଙ୍ଗଳ ପର୍ଯ୍ୟନ୍ତ ସବୁଠାରେ ଅନୁସନ୍ଧାନ ଜାରି ରହିଛି। ଏହା ମଧ୍ୟରେ ମଙ୍ଗଳ ମଣିଷ ପାଇଁ ଉପଯୁକ୍ତ ଗ୍ରହ ହେବ ବୋଲି…

ପ୍ରେମର ବିଜୟ ସର୍ବୋପରି

ଭାରତ ପ୍ରତିବର୍ଷ ମେ ୨୧ରେ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରିଥାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ଦୁଃଖ ସମ୍ପର୍କରେ ସଚେତନତା ସୃଷ୍ଟି କରି ଏହା କିପରି ଜାତୀୟ ସ୍ବାର୍ଥ ପ୍ରତି କ୍ଷତିକାରକ ତାହା…

ମାଲାବାରରେ ଏକ୍ସକ୍ଲୁସିଭ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ

ଭୁବନେଶ୍ୱର,୨୧।୫:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ସହିଦ ନଗରର ରୂପାଲି ସ୍କୋୟାର ପ୍ରିମିୟମ ଆଉଟଲେଟରେ ଏକ ୯ ଦିନିଆ ‘ଏକ୍ସକ୍ଲୁସିଭ ବ୍ରାଣ୍ଡେଡ ଜୁଏଲେରୀ ସୋ’ ଶନିବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ଶିଳ୍ପଦ୍ୟୋଗୀ…

ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ଦିନିକିଆ କର୍ମଶାଳା

କଟକ,୨୧।୫:  ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (ଓଆଇଏ) ପକ୍ଷରୁ ଏକ ଦିନିକିଆ କର୍ମଶାଳା କଟକର ଜଗତପୁରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ସ୍ଥିତି ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଓଆଇଏର ସଭାପତି…

ବଜାରରେ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜ

ନୂଆଦିଲ୍ଲୀ,୨୧।୫: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌(ରେନୋ)ର ଲୋକପ୍ରିୟ ଏବଂ ପ୍ରମୁଖ ଭାରିଆଣ୍ଟ ରେନୋ କାଇଗରର ପରିବର୍ଦ୍ଧିତ ରେଞ୍ଜକୁ ନିକଟରେ ବଜାର ପ୍ରବେଶ କରାଯାଇଛି। ସେହିଭଳି ବର୍ତ୍ତମାନ ରେନୋ କାଇଗରର ଆର୍‌ଏକ୍ସଟି(ଓ) ଏମ୍‌ଟି ଭାରିଆଣ୍ଟ ବଜାରରେ ଉପଲବ୍ଧ ହେଉଛି।…

ମୋଦି ସରକାରଙ୍କ ସଫଳତାକୁ ନେଇ ଗାଁକୁ ଯିବ ଭାଜପା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି। ଏଥିସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ…

୩ ସନ୍ତାନ ପାଇଁ ରଦ୍ଦ ହେଲା ସମିତିସଭ୍ୟ ପଦ

ଚଣ୍ଡିଖୋଲ,୨୧।୫(ଡି.ଏନ.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଭୁଷଣ୍ଡପୁର ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଚଣ୍ଡିଖୋଲ କୋର୍ଟର ସବ୍‌ଜଜ ସୌଭାଗ୍ୟ ରଞ୍ଜନ ସ୍ବାଇଁ ତାଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି। ଗତ ୧୭ ତାରିଖରେ ଏହି ପଞ୍ଚାୟତ ସମିତିସଭ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri