ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି
ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ଦୁଇ…
ଏନକାଉଣ୍ଟରରେ ଅସଦଙ୍କୁ ଲାଗିଥିଲା ୨ଟି ଗୁଳି, ଗୋଟିଏ ଛାତିରେ ଗୋଟିଏ ପିଠିରେ
ଲକ୍ଷ୍ନୌ,୧୪।୪: ଅସଦ ଏନକାଉଣ୍ଟର ମାମଲାରେ ମେଡିକାଲ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରର ରିପୋର୍ଟ ଅନୁଯାୟୀ, ଅସଦଙ୍କୁ ୨ଟି ଗୁଳି ଲାଗିଛି। ପ୍ରଥମ ଗୁଳିଟି ତାଙ୍କ ପିଠିରେ ବାଜିଥିବା ବେଳେ ଦ୍ୱିତୀୟଟି ତାଙ୍କ ଛାତିରେ ବାଜିଛି। ଏହାପରେ ଏହି…
ମୋଦିଙ୍କୁ ଟାର୍ଗେଟ୍ କଲେ ସୋନିଆ
ନୂଆଦିଲ୍ଲୀ,୧୪।୪: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଆଜି ସରକାର ଏକ ଅଭିଯାନ ଅଧୀନରେ ନ୍ୟାୟପାଳିକାକୁ ସାମ୍ବିଧାନିକ ଅନୁଷ୍ଠାନଗୁଡିକର ଅପବ୍ୟବହାର ତଥା…
ଆଜି ମହାବିଷୁବ ସଂକ୍ରାନ୍ତି: ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବ ମୁଖର
ଆରଡ଼ି,୧୪ା୪(ଡି.ଏନ୍.ଏ.): ଆଜି ମହାବିଷୁବ ସଂକ୍ରାନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଉତ୍ସବ ମୁଖର ହୋଇଉଠିଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଶୁକ୍ରବାର ଭୋର୍ ୪.୩୦ରେ ମନ୍ଦିର ପହଡ଼ ଖୋଲାଯାଇ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି…
ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର ହୋଇଥିଲେ।ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସାବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
ଆଜି ପଶ୍ଚିମବଙ୍ଗ ଯିବେ ଅମିତ ଶାହା
ନୂଆଦିଲ୍ଲୀ,୧୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଠାରୁ ତିନି ଦିନ ପାଇଁ ୪ଟି ରାଜ୍ୟ ଗସ୍ତ କରିବେ। ଭାରତୀୟ ଜନତା ପାର୍ଟି (ଭାଜପା) ର ସଂଗଠନ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକ…
୬ଦିନ ହେଲା ବିଏସ୍ଏନ୍ଏଲ୍ ନେଟୱର୍କ ନାହିଁ
ଲାଞ୍ଜିଗଡ,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍ଏନ୍ଏଲ୍ (ଭାରତ ସଞ୍ଚାର ନିଗମ ଲିମିଟେଡ଼) ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି…
କାମରେ ଆସୁନି ଗୋଷ୍ଠୀ ଶୌଚାଳୟ
କେସିଙ୍ଗା,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବଗାଡ ଗ୍ୟାସ ଗୋଦାମ ନିକଟରେ ଥିବା ଖଲିଆ ବନ୍ଧହୁଡ଼ା ଉପରେ କେସିଙ୍ଗା ଏନ୍ଏସି ପକ୍ଷରୁ ୬ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଏବେ କାମରେ ଆସୁନି। ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥା ସଫା…
କାମ ହେବ କି ନାହିଁ ଲୋକେ ନିଷ୍ପତ୍ତି ନେବେ: ନରସିଂହ
ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର ସହରର ସର୍ବବୃହତ୍ ଜଳାଶୟ ମହାରାଣୀ ସାଗର ସବୁଠୁ ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହି ଜଳାଶୟର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଣାଯାଇଛି। ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା।…
ମୁକୁଳା ପଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର
ରାଉରକେଲା ଅଫିସ,୧୪।୪: ରାଉରକେଲା ସହରକୁ ବିଦ୍ୟୁତ୍ ଯୋଗାଣକୁ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଲାଗିଛି। କିନ୍ତୁ ଏହି ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବାରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ରାଉରକେଲାର ପିସିଆଇ ଛକ ନିକଟବର୍ତ୍ତୀ ଓଭରବ୍ରିଜ…
୪୮ ଘଣ୍ଟାରେ ଅଂଶୁଘାତ ମୃତ୍ୟୁ ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୪ା୪(ବ୍ୟୁରୋ): ରାଜ୍ୟର କୌଣସି ଅଞ୍ଚଳରୁ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆରସି)ଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଲେ ତାହା…
ଯାଞ୍ଚବେଳେ ସନ୍ଦେହ ଘେରରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍
ରାୟଗଡ଼ା (ସ୍ବ.ପ୍ର.)/ ରାୟଗଡ଼ା ଅଫିସ ,୧୪।୪: ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରେ ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍ ଯାଞ୍ଚବେଳେ ସନ୍ଦେହ ଘେରରେ ଜଣେ ପ୍ରାର୍ଥୀ। ସେ ହେଲେ ବିଷମକଟକ ବ୍ଲକ ଘଣ୍ଟିଖାଲ ଗ୍ରାମର ରବି ହିଆଲ। ଡାକ ବିଭାଗର ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରି ପାଇଁ…
Archives


