ଅଧିକ ଦାମରେ ମଦ ବିକ୍ରିକୁ ନେଇ ଗ୍ରାହକ-କର୍ମଚାରୀ ମାରପିଟ
କୁଚିଣ୍ଡା,୨୪ା୫(ଡି.ଏନ.ଏ.): ବାମରା ବ୍ଲକ ମହୁଲପାଲି ଥାନା ଅଧୀନ କେଶାଇବାହାଲ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମଦ ବିକ୍ରିକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଗ୍ରାହକଙ୍କ ସହ ଜଣେ ଦୋକାନ କର୍ମଚାରୀ ଆହତ…
ଏକ ସିନ୍ରେ ଲଜ୍ଜିତ ହୋଇଥିଲେ ପ୍ରିୟଙ୍କା, ଡାଇରେକ୍ଟର କହିଥିଲେ ଏମିତି…
ମୁମ୍ବାଇ: ବଲିଉଡ୍ ଛାଡିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ଼ ହଲିଉଡ୍ ପ୍ରୋଜେକ୍ଟ ସହିତ ଜଡ଼ିତ। ପୁଣି ଥରେ ବଲିଉଡ୍ର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ ଦୃଶ୍ୟ…
ଅସୁବିଧାରେ ପଡ଼ିପାରନ୍ତି ଟ୍ରମ୍ପ
ଓ୍ବାଶିଂଟନ,୨୪ା୫: ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଜଣେ ପର୍ନଷ୍ଟାରଙ୍କୁ ନୀରବ ରହିବା ପାଇଁ ଅର୍ଥ ଦେବା ଅପରାଧିକ ମାମଲାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସନ୍ତା ବର୍ଷ ମାର୍ଚ୍ଚ ୨୫ରେ ଟ୍ରାଏଲ କୋର୍ଟ ଆରମ୍ଭ ହେବ। ମ୍ୟାନହଟନ କୋର୍ଟର…
ପର୍ନ ଷ୍ଟାର ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ହେବ ପରବର୍ତ୍ତି ଶୁଣାଣି
ଓ୍ବାଶିଂଟନ,୨୪।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ବଦଳରେ ଅର୍ଥ ଦେବା ଆପରାଧିକ ମାମଲାରେ ଟ୍ରାଏଲ କୋର୍ଟ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ଶୁଣାଣି କରିବେ। ମ୍ୟାନହଟନ…
ମହାରାଷ୍ଟ୍ର କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ
ମୁମ୍ବାଇ,୨୪।୫: ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ସେ କଟୋଲର ପୂର୍ବତନ ବିଧାୟକ। ଆଶିଷ ଦେଶମୁଖ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…
ରାଜ୍ୟ ଜାଗାମିଶନ ଉପଦେଷ୍ଟାଙ୍କ ପୁରୁଷୋତ୍ତମପୁର ଏନ୍ଏସିରେ ସମୀକ୍ଷା
ପୁରୁଷୋତ୍ତମପୁର, ୨୪/୫(ଡିଏନ୍ଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସିକୁ ବୁଧବାର ରାଜ୍ୟ ଜାଗା ମିଶନର ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗ୍ରସ୍ତରେ ଆସି କନକା ଓ କପିଳେଶ୍ବର ବସ୍ତିକୁ ପରିଦର୍ଶନ କରି ଲୋକମାନେ କିପରି ରହୁଛନ୍ତି ତାହାର ସମୀକ୍ଷା କରିବା ସହ ସୁବିଧା ଅସୁବିଧା ନେଇ…
‘ଉଦ୍ଧବ ଠାକରେ ମୋତେ କଥା ଦେଇଛନ୍ତି…’ ମାତୋଶ୍ରୀରେ ସାକ୍ଷାତକାର ପରେ ଏମିତି କହିଲେ କେଜରିଓ୍ବାଲ
ମୁମ୍ବାଇ,୨୪।୫: ମହାରାଷ୍ଟ୍ରର ମୁମ୍ବାଇରେ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ସେଠାରେ ସେ ଶିବସେନା ନେତାଙ୍କୁ ବି ଭେଟିଛନ୍ତି। ସାକ୍ଷାତକାର ପରେ ଏକ ମିଳିତ ପ୍ରେସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି…
ଫୁସ୍କିଗଲା ଫଳାଫଳ
ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି ବିଷୟଭିତ୍ତିକ ଦକ୍ଷ ଶିକ୍ଷକ ପଦବୀ ଖାଲି ପଡ଼ିଛି ତ ଅନ୍ୟ କେଉଁଠି ଶିକ୍ଷାଦାନ ବ୍ୟତୀତ…
ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ
ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ ଗଞ୍ଜେଇ…
ଥରିଲା ନେପାଳ
କାଠମାଣ୍ଡୁ,୨୪।୫: ପଶ୍ଚିମ ନେପାଳରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଛି। ଏହାର କେନ୍ଦ୍ର ସ୍ଥଳ ପୂର୍ବ ବଝାଂଗ ଜିଲାରେ ରହିଥିଲା। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳର ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ରର…
ମିଳୁନି ପୋଲିଓ ଟିକା, କାମ କରୁନି ଲିଫ୍ଟ
ଚମ୍ପୁଆ,୨୪।୫(ଡି.ଏନ୍.ଏ.):କେନ୍ଦୁଝର ଜିଲା ଉପାନ୍ତ ଅଞ୍ଚଳ ଚମ୍ପୁଆ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ୧୯୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟର ଗରିମା ଦିନକୁ ଦିନ କମିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜର ରୋଗୀମାନଙ୍କୁ ସ୍ବାସ୍ଥ୍ୟ…
ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରାଯିବା ଅପମାନ: ରାହୁଲ
ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନୂତନ ସଂସଦ ଭବନର ଉଦ୍ଘାଟନ କରିବେ। ଏହି ସମୟରେ କଂଗ୍ରେସ ସମେତ ୧୯ଟି ଦଳ ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ରାହୁଲ ଗାନ୍ଧୀ…
Archives


