ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ
ଟିଟିଲାଗଡ଼,୧୫।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।ଦୁଇ ଘଣ୍ଟା ବିତିଯାଇଥିଲେ…
କିଡ୍ନୀ ରୋଗରେ ଆକ୍ରାନ୍ତ ସରଗାଦି ଗାଁ
ଖଡ଼ିଆଳ,୧୫।୪(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ସରଗାଦି ଗ୍ରାମରେ କିଡ୍ନୀ ରୋଗରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଏହି ରୋଗରେ ପଡି ମୃତ୍ୟୁସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। କାହା…
ପ୍ରିୟଙ୍କାଙ୍କ ପୋଷ୍ଟକୁ ନେଇ ପାକିସ୍ତାନୀ ଅଭିନେତାଙ୍କ ସମାଲୋଚନା
ନୂଆଦିଲ୍ଲୀ,୧୫।୪:ନିକଟରେ ପ୍ରିୟଙ୍କା ଚୋପ୍ରା ଇନ୍ଷ୍ଟାଗ୍ରାମରେ ପାକିସ୍ତାନ ଡାଇରେକ୍ଟର ସରମିନ୍ ଔବେଦଙ୍କୁ ନେଇ ଏକ ପୋଷ୍ଟ ଶେୟାର୍ କରିଛନ୍ତି। ଏହି ପୋଷ୍ଟରେ ସେ ସରମିନ୍ଙ୍କୁ ଷ୍ଟାର୍ ଓ୍ବାର୍ସ ଫିଲ୍ମର ଡାଇରେକ୍ଟର ହେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ପୋଷ୍ଟରେ ସେ ସରମିନ୍ଙ୍କୁ…
ଶାନ୍ତି ପ୍ରାର୍ଥନାରେ ଗୁଟେରସଙ୍କ ସହ ସାମିଲ ହେଲେ ଅନେକ ଧର୍ମର ନେତା
ଜେନେଭା,୧୫।୪: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ ଯୁଦ୍ଧ ଓ ରାଜନୈତିକ ଧ୍ରୁବିକରଣ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ବିଶ୍ୱ ପାଇଁ ଏକତାର ଆହ୍ବାନ କରିଛନ୍ତି। ମିଳିତ ଜାତିସଂଘ କହିଛି ଯେ ହିନ୍ଦୁ ଧର୍ମ ଓ ଶିଖ ଧର୍ମ ସହିତ ଅନେକ ଧର୍ମର…
‘ସମସ୍ତ ବିରୋଧିଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଶେଷ କରିଦିଅ…’, କେଜରିଓ୍ବାଲଙ୍କୁ ସିବିଆଇର ସମନ ପରେ ଆରଜେଡିର ବୟାନ
ପାଟନା,୧୫।୪: ଦିଲ୍ଲୀର ନୂଆ ଅବକାରୀ ନୀତି ଘୋଟାଲା ମାମଲା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ସମସ୍ୟା ବଢାଇ ଦେଇଛି। କେନ୍ଦ୍ରୀୟ, ଯାଞ୍ଚ ବ୍ୟୁରୋ(ସିବିଆଇ)ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ରବିqାର ପଚରା ଉଚରା ପାଇଁ ସମନ ଜାରି କରିଛି। ସିବିଆଇର ଏହ ସମନକୁ ନେଇ…
କ୍ଷେତକୁ ଯିବା ପାଇଁ ବାଉଁଶ ଚାର ଭରସା
ରାଜକନିକା, ୧୫।୪ (ଡି.ଏନ୍.ଏ.): ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡା ଗଁା ପାଖ ଚାଷ ଜମିକୁ ଲାଗି ଥିବା ବୈତରଣୀ ନଦୀର ଶାଖା ଚଢେଇଖିଆ ନାଳ। ଗ୍ରାମବାସୀ ଏହି ନାଳ ପାରି ହୋଇ ଚାଷ କରିବାକୁ କ୍ଷେତକୁ ଯାଇଥାନ୍ତି। ନାଳ ଉପରେ ପ୍ରଶାସନ…
ପୁଅର ଅନ୍ତିମ ସଂସ୍କା କରିଥିବା ପାଦ୍ରିଙ୍କୁ ଭେଟି କାନ୍ଦି ପକାଇଲେ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି
ଓ୍ବାଶିଂଟନ,୧୫।୪: ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆୟାରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କର ସାକ୍ଷାତ୍ ହୋଇଛି ଜଣେ ପାଦ୍ରିଙ୍କ ସହ, ଯେ କି ତାଙ୍କ ପୁଅର ଅନ୍ତିମ ସଂସ୍କାର କରାଇଥିଲେ। ତାଙ୍କୁ ଭେଟିବା ପରେ ବାଇଡେନ…
ଲଘୁବନଜାତ ଦ୍ରବ୍ୟର ଅଭାବୀ ବିକ୍ରି
ନୂଆପଡ଼ା ଅଫିସ,୧୫।୪: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ଲଘୁବନଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଉ ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେବାକୁ ପଡ଼ୁଛି। ଦଲାଲମାନେ ମହୁଲଫୁଲ କ୍ରୟ କରି ବଦଳରେ ପାତଳଘଣ୍ଟା ଓ ଆଳୁ ପ୍ରଦାନ କରୁଛନ୍ତି।…
ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ
ସୁନ୍ଦରଗଡ଼, ୧୫।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ଜଣେ ଗୁରୁତର ମହିଳାଙ୍କୁ ୨କିମି ଷ୍ଟ୍ରେଚରରେ ବୋହି ଆଣି ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ। ଜିଲାର ବାଲିଶଙ୍କର ବ୍ଲକ ତଳସରା ଥାନା ଅଧିନସ୍ଥ ନିମ୍ଡିହି ଗ୍ରାମର ସମରା କମାରଙ୍କ ଝିଅ ବାସନ୍ତୀ (୨୬) ଘର…
ଶ୍ରମିକଙ୍କୁ କାମ ଦେବାରେ ଛତ୍ରପୁର ବ୍ଲକ୍ ଫେଲ୍
ଛତ୍ରପୁର,୧୫ା୪(ଡି.ଏନ୍.ଏ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ସଫଳ ରୂପାୟନରେ ଗଞ୍ଜାମ ଜିଲା ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଛତ୍ରପୁର ବ୍ଲକ ପୂରା ପଛରେ ରହିଛି। ଛତ୍ରପୁର ବ୍ଲକ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା…
କନ୍ଧମାଳ ଜିଲାକୁ ୩ ଏନ୍ଏଚ୍ ସଂଯୋଗ ଦାବି
ବାଲିଗୁଡ଼ା,୧୫। ୪(ଡି.ଏନ.ଏ.): କନ୍ଧମାଳ ଜିଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି। ଏହି ଜିଲା ଦେଇ ରାୟପୁରଠାରୁ ଗୋପାଳପୁର ୫୯ନଂ…
୪ ଗ୍ରାମରେ ପହଞ୍ଚତ୍ନି ମୌଳିକ ସୁବିଧା
ମାଥିଲି,୧୫ା୪(ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକର ଘାଟି ଉପରେ ଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ପାରିନି ଏଯାଏ ମୌଳିକ ସୁବିଧା ସୁଯୋଗ। ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ରାସ୍ତାଘାଟ ସ୍ବପ୍ନ ପାଲଟିଛି। ଚାଉଳ ଓ ଭତ୍ତା ପାଇଁ ୧୩ କି.ମି. ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟକୁ…
Archives


