Home Left

ମେ’ରେ ସୋନାଲିକାର ୧୩,୭୦୨ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୩।୬: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର ଚଳିତ ବର୍ଷ ମେ’ ମାସରେ ୧୩,୭୦୨ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩ ମେ’ ମାସରେ ବ୍ରାଣ୍ଡ୍‌ ୧୧.୪୨%ର ଘରୋଇ ଅଭିବୃଦ୍ଧି ହାସଲ କରିଥିବା ବେଳେ ଶିଳ୍ପ…

ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ତେବେ ରାଜ୍ୟରେ ଶନିବାର ଦିନିକିଆ ଶୋକ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ…

ଷ୍ଟେଶନ ରାସ୍ତାରୁ ବେନିୟମ ହମ୍ପ୍‌ସ ଉଠାଇବାକୁ ଦାବି

କେନ୍ଦୁଝର,୩।୬(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରଗଡ଼ ରେଳ ଷ୍ଟେଶନଠାରୁ ଧୋବାଡିହା ପର୍ଯ୍ୟନ୍ତ ଷ୍ଟେଶନ ରାସ୍ତା ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ୍‌ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ସେହିପରି…

ଆମେରିକା ସ୍ପେଲିଂ ବି ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହା

ଓ୍ବାଶିଂଟନ, ୩ା୬: ଭାରତୀୟ ବଂଶୋଦ୍ଭବ ୧୪ ବର୍ଷୀୟ ଦେବ ଶାହା ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ୨୦୨୨୩ ସ୍କ୍ରିପ୍ସ ନ୍ୟାଶନାଲ ସ୍ପେଲିଂ ବି ଜିତି ୫୦,୦୦୦ ଡଲାର ନଗଦ ରାଶି ପୁରସ୍କାର ପାଇଛନ୍ତି। ୧୧ ଅକ୍ଷର ବିଶିଷ୍ଟ ଶବ୍ଦ ‘ସେମୋଫାଇଲ୍‌’ର ଠିକ୍‌…

ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକା କୋର୍ଟରେ ତାହାଉର ରାଣାଙ୍କ ଆବେଦନ

ଓ୍ବାଶିଂଟନ, ୩ା୬(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ତାହାଉର ରାଣା ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଆମେରିକା କୋର୍ଟରେ ପିଟିଶନ ଦାଏର କରିଛନ୍ତି। ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଗତ ମାସରେ ଆମେରିକା କାଲିଫର୍ନିଆର ଡିଷ୍ଟ୍ରିକ୍ଟ କୋର୍ଟ…

ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବନ…

ଦେଶଦ୍ରୋହ ଆଇନକୁ ନ୍ୟାୟିକ କମିଶନଙ୍କ ସମର୍ଥନ

ନୂଆଦିଲ୍ଲୀ, ୩ା୬: ଦେଶଦ୍ରୋହ ଉପରେ ଉପନିବେଶୀୟ ଆଇନକୁ ବଜାୟ ରଖିବା ଲାଗି ଭାରତର ନ୍ୟାୟିକ କମିଶନ ସୁପାରିସ କରିଛନ୍ତି। ଦେଶର ଏକତା, ସଂହତିର ସୁରକ୍ଷା ପାଇଁ ଏହି ଆଇନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନ୍ୟାୟିକ କମିଶନ କହିଛନ୍ତି। ଆତଙ୍କବାଦ ମାମଲାଗୁଡ଼ିକର ବିଚାର…

ରହସ୍ୟଜନକ ଶବ୍ଦ: ଲୋକେ ଆତଙ୍କିତ

କୋଟ୍ଟାୟାମ୍‌,୩ା୬: କେରଳର କୋଟ୍ଟାୟାମ୍‌ ଜିଲା ଚେନ୍ନାପଡ୍ଡି ଗ୍ରାମରେ ଶୁକ୍ରବାର ସକାଳେ ଦୁଇଥର ରହସ୍ୟଜନକ ଭୂତଳ ଶବ୍ଦ ଶୁଣିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ କିଛିଦିନ ପୂର୍ବେ ମଧ୍ୟ ଅନୁରୂପ ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ…

ଧାର୍ଯ୍ୟ ତାରିଖ ପୂର୍ବରୁ ଗିରଫ କର: ଖାପ୍‌ ମହାପଞ୍ଚାୟତ

ହରିୟାଣାର କୁରୁକ୍ଷେତ୍ରରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଶୁକ୍ରବାର ଖାପ୍‌ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ବ୍ରିଜ୍‌ଭୂଷଣଙ୍କୁ ଗିରଫ କରା ନ ଗଲେ କୃଷକମାନେ ଜୁନ୍‌ ୯ରେ ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀର ଯନ୍ତରମନ୍ତରକୁ ପୁଣି ନେଇଯିବେ। ଏଥିପାଇଁ ସରକାରଙ୍କୁ ମହଲତ ଦିଆଯାଇଛି। ଧାର୍ଯ୍ୟ ତାରିଖ ପୂର୍ବରୁ…

ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଟ୍ରେନ ଦୁର୍ଘଟଣାକୁ ନେଇ ଟିଏମସି ନେତାଙ୍କ ଦାବି

କୋଲକାତା,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତୃଳମୂଳ କଂଗ୍ରେସ (ଟିଏମସି) ଏହି ଟ୍ରେନ ଦୁର୍ଘଟଣା ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ…

ରାସ୍ତା ଜାମରେ ଫସିଲା ବସ୍‌, ଅଫିସରଙ୍କ ଗାଡ଼ି

କାଳିଆପାଣି,୩ା୬(ଡି.ଏନ.ଏ.): ଯାଜପୁର ଜିଲାର କ୍ରୋମାଇଟ୍‌ ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇପଡ଼ିଛି। ଫଳରେ ଶୁକ୍ରବାର ବସ୍‌ ଯାତ୍ରୀଙ୍କ ସହ ଖଣି କର୍ମଚାରୀ ଓ ଅଧିକାରୀମାନେ ଠିକ୍‌ ସମୟରେ କାର୍ଯ୍ୟସ୍ଥଳରେ ପହଞ୍ଚତ୍ ପାରିନାହାନ୍ତି। ଏଥିଯୋଗୁ ଖଣି କାର୍ଯ୍ୟ ପ୍ରଭାବିତ ହୋଇଛି। ଯାତ୍ରୀମାନେ…

ଯୌନ ଅନୁଗ୍ରହ ମାଗୁଥିଲେ ବ୍ରିଜ୍‌ଭୂଷଣ

ନୂଆଦିଲ୍ଲୀ/କୁରୁକ୍ଷେତ୍ର,୩ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଅଣ୍ଡାଳୁଥିଲେ। ସେମାନଙ୍କୁ ଅନୁପଯୁକ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଥିଲେ। କ୍ୟାରିୟର ପାଇଁ ସୁଯୋଗ ଦେବା ବଦଳରେ ଯୌନ ଅନୁଗ୍ରହ ଦାବି କରୁଥିଲେ। ଏପରି କି ଜଣେ ନାବାଳିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri