Home Left

ଜଳସେଚନ ପାଇଁ କ୍ଷେତ ପୋଖରୀ, ଗଭୀର କୂଅ

ସୁନ୍ଦରଗଡ଼, ୨୩।୪: (ଡି.ଏନ.ଏ.) ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜନଜାତି ବର୍ଗର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ…

ପହଁରିବାକୁ ଡର

ଭିକି କୌଶଲ ଯେ ଜଣେ ଦକ୍ଷ ଅଭିନେତା, ଏକଥା ସମସ୍ତେ ଜାଣନ୍ତି। ହେଲେ ତାଙ୍କ ମନରେ ଏକ ଅବସୋସ ରହିଯାଇଛି। ତାହା ହେଲା ପହଁରିବା ବା ସୁଇମିଙ୍ଗ। କଥା କ’ଣ କି ଭିକିଙ୍କୁ ଆଦୌ ସୁଇମିଙ୍ଗ ଜଣାନାହିଁ। ଏକଦା ସେ ତାଙ୍କ…

ଢାବାରେ ବଢୁଛି ମଦ କାରବାର

ସୋନପୁର ୨୩।୪: (ନି.ପ୍ର.) ସୁବର୍ଣ୍ଣପୁର ଜିଲାର ପ୍ରମୁଖ ରାସ୍ତାପାର୍ଶ୍ୱରେ ଅନେକ ଢାବା ଗଢି ଉଠିଛି। ଅଧିକାଂଶ ଢାବାରେ ବେଆଇନ ବିଦେଶୀ ମଦ କାରବାର ବଢି ଚାଲିଛି। ଏଥିଯୋଗୁଁ ଜିଲାରେ ସଡକ ଦୁର୍ଘଟଣା ସମ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଓ…

ଚାଲିଛି ବେଆଇନ ପଥର ଚାଲାଣ

ଭେଡେନ ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍‌ ଚାଲିଛି। କେତେକ ପ୍ରଶାସନିକ କର୍ମଚାରୀ ପଥର ମାଫିଆଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି। ବିନା ନିଲାମରେ ବେଧଡ଼କ ପଥରଖାଦାନ ଗୁଡ଼ିକରେ ଉଚ୍ଚଶକ୍ତି ସମ୍ପନ୍ନ ଡ଼ିନାମାଇଟ ବିସ୍ଫୋରଣ…

ଅଜଣା ରୋଗପୋକ ପରେ କରାମାଡ଼

ବରଗଡ଼ ଅଫିସ୍‌/ସରଣ୍ଡା, ୨୩।୪: (ଡି.ଏନ.ଏ.) ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନାହିଁ । ଧାନ ଅମଳକ୍ଷମ ଅବସ୍ଥାକୁ ଆସିଥିବାବେଳେ ଫସଲରେ ଅଜଣା ରୋଗପୋକ ଉପଦ୍ରବ ହୋଇଥିଲା। ତାର ପ୍ରତିକାର ନ ସରୁଣୁ ଶନିବାର ସନ୍ଧ୍ୟାରେ ଝଡ଼ବର୍ଷା ସହ କରାମାଡ଼ ହୋଇଛି ।…

ଓଏଚ୍‌ପିସିର ୨୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୪: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ୨୮ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍‌ ଟିଭି ସିରିଜ

ନୂଆଦିଲ୍ଲୀ,୨୩।୪: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍‌ ଟିଭି ସିରିଜ୍‌କୁ ନିକଟରେ ଉନ୍ମୋଚନ କରାଯାଇଛି। ଏଥିରେ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ରହିଛି। ଏହି ପରବର୍ତ୍ତ ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ଜୀବନ୍ତ ସଦୃଶ ଟିଭି…

ମହେଶ ମୂର୍ତ୍ତିଙ୍କ ନାଁରେ ୧୦୦ ନିୟୁତ ଡଲାରର ମାନହାନି ମକଦ୍ଦମା

ସିଙ୍ଗାପୁର,୨୩।୪: ଗୋଟିଏ ଆର୍ଟିକିଲ୍‌ ପାଇଁ ନିବେଶକ ତଥା ସିଡ୍‌ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍‌ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି।…

୧୦,୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଚଳିତ ବର୍ଷର ଦର ଗତ ବର୍ଷ ଅପେକ୍ଷା ପ୍ରାୟ ୫,୦୦୦ ଟଙ୍କା…

ଆଜିଠୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଅଧୀନ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର, ୨୩।୪ (ବ୍ୟୁରୋ): ଭାରତର ଜି-୨୦ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରରେ ଆସନ୍ତା ସପ୍ତାହରେ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ରବିବାର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ସିଏସ୍‌ଆଇଆର୍‌ ଖଣିଜ ଓ ବସ୍ତୁ ପ୍ରଯୁକ୍ତି…

ପ୍ରୀତି ବନ୍ଧନ

ପ୍ରେମରେ ବି ପ୍ରତିଯୋଗିତା। ନିଜ ପ୍ରେମିକାକୁ ହାସଲ କରିବାକୁ ହେଲେ ପ୍ରେମିକକୁ ବେଳେବେଳେ ପରୀକ୍ଷା ଦେବାକୁ ପଡିଥାଏ। ଠିକ୍‌ ସେହିଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ନେକ୍ସଟ୍‌ ଡୋର୍‌ ଫିଲ୍ମସ୍‌…

କାଗଜ କଲମରେ ସୀମିତ ନିର୍ଦ୍ଦେଶନାମା

ରାୟଗଡ଼ା, ୨୩।୪: (ସ୍ବ.ପ୍ର.) ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟାନ ନେଇ ଘୋଷଣା କରିଥିଲେ। ଏହା ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ସବୁର ବ୍ୟବହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri