ପୁରୁଣା କାନ୍ଥରେ ନୂଆ ପ୍ଲାଷ୍ଟର
ନୟାଗଡ଼ ଅଫିସ/ରଣପୁର,୩।୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନରେ ସ୍ମାର୍ଟ କ୍ଲାସରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳପଡିଆ, ସୁଦୃଶ୍ୟ ତୋରଣ, ଶୌଚାଳୟ, ଆସବାବପତ୍ର, ପ୍ରାଚୀର ଆଦି ନିର୍ମାଣ କରାଯାଇଛି । ସ୍ମାର୍ଟ କ୍ଲାସ୍ରୁମ୍ରେ ସାଇନ୍ସ ଲ୍ୟାବ୍, ସ୍ପୋର୍ଟ ରୁମ୍ର…
ବେଲଜିୟମକୁ ହରାଇଲା ଭାରତ
ଲଣ୍ଡନ, ୩ା୬ (ପି.ଟି.): ୟୁରୋପ ପର୍ଯ୍ୟାୟ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ହକି ପ୍ରତିଯୋଗିତାରେ ଶୁକ୍ରବାର ବେଲଜିୟମକୁ ୫-୧ ଗୋଲ୍ରେ ପରାସ୍ତ କରିଛ ଭାରତ। ପ୍ରତିଯୋଗିତାରେ ପଛକୁ ପଛ ଦୁଇଟି ମ୍ୟାଚ ହାରିଯିବା ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ମିଡ୍ଫିଲ୍ଡର ବିବେକ…
ଗରାଏ ପାଇଁ ଘଣ୍ଟାଏ
ଆଠମଲ୍ଲିକ,୩ା୬(ଡି.ଏନ.ଏ.): ଗରାଏ ପାଣି ପାଇଁ ହେବାକୁ ପଡ଼ୁଛି ବଡ଼ ଦହଗଞ୍ଜ। ନିକଟରେ ନଳକୂଅ ଥିଲେ ବି ଅପେକ୍ଷା କରିବାକୁ ପଡ଼ୁଛି ଘଣ୍ଟା ଘଣ୍ଟା। ସକାଳ ହେଉ କି ରାତି, ସବୁବେଳେ ଲାଗୁଛି ଲମ୍ବା ଲାଇନ। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ…
ପାରାମାଉଣ୍ଟ ସ୍ପୋର୍ଟିଂ ଚାମ୍ପିୟନ
ଭୁବନେଶ୍ୱର, ୩।୬ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର (୧୬ ବର୍ଷରୁ କମ୍) କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଏହାର ଫାଇନାଲରେ ପ୍ରଗତି ସ୍ପୋର୍ଟିଂକୁ ୨୮ ରନରେ ହରାଇ ପାରାମାଉଣ୍ଟ ସ୍ପୋର୍ଟିଂ…
ପାର୍କରୁ ଚୋରି ହେଉଛି ବ୍ୟାୟାମ ଉପକରଣ
ବ୍ରହ୍ମପୁର ଅଫିସ,୩ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରବାସୀଙ୍କ ଆମୋଦ ପ୍ରମୋଦ ଓ ବ୍ୟାୟାମ ନିମନ୍ତେ ମିନି ପାର୍କ ନିର୍ମାଣ କରାଯାଇଛି। ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪କୋଟି ୯ ଲକ୍ଷ ୮ ହଜାର ଟଙ୍କା ବ୍ୟୟରେ ୪୬ଟି…
ଭିଲାସିରଙ୍କୁ ଡବଲ ଟାଇଟଲ
ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ ପରିସରରେ ଅନୁଷ୍ଠିତ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଭାରତର ବିଭିନ୍ନ ସ୍ଥାନରୁ ୮୦ ଖେଳାଳି…
ଅକ୍ଟୋବର ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ
ଛତ୍ରପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହ ବେଳକୁ ଯେମିତି ସମସ୍ତ…
୧୪ ଜଣିଆ ଭାରତ ‘ଏ’ ଦଳ ଘୋଷଣା
ନୂଆଦିଲ୍ଲୀ, ୩ା୬ (ପି.ଟି.): ହଂକଂରେ ଜୁନ୍ ୨୧ରୁ ଏସିସି (ଏସିଆନ କ୍ରିକେଟ କାଉନ୍ସିଲ) ଏମର୍ଜିଂ ମହିଳା ଏସିଆ କପ୍ ଖେଳାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମହିଳା ସିଲେକ୍ସନ କମିଟି ତରଫରୁ ୧୪ ଜଣିଆ ଦଳ ଘୋଷଣା କରାଯାଇଛି।…
ଟ୍ରେନ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଶୋକ ପ୍ରକାଶ କରିଛନ୍ତି।…
କାଠରୁ ପ୍ରସ୍ତୁତ ହେଉଛି ଆଲକହଲ୍
ଟୋକିଓ: ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଲରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଡକା କିମ୍ବା ବିଅର ସମ୍ପର୍କରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି…
ଏନ୍ଆର୍ଡିସି ସହ ସୋଆର ରାଜିନାମା
ନୂଆଦିଲ୍ଲୀ,୩।୬ ଭାରତ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ନ୍ୟାଶନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେଶନ(ଏନ୍ଆର୍ଡିସି) ସହ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଦ୍ୱିପାକ୍ଷିକ ରାଜିନାମା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସୋଆର ଗବେଷକମାନେ ଏକ ବିଶେଷ ଗବେଷଣା ଦ୍ୱାରା ଜଟିଳ ସ୍ବାସ୍ଥ୍ୟଗତ…
ଟିଏମ୍ସିକୁ ୧୨୦୦କୋଟିର ସହାୟତା
ନୂଆଦିଲ୍ଲୀ,୩।୬: ଆଇସିଆଇସିଆଇ ବ୍ୟାଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରାଯାଇଛି। ବିଶେଷ କରି କ୍ୟାନ୍ସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉକ୍ତ ଅର୍ଥ…
Archives


