Home Left

ନିର୍ବନ୍ଧ ସାରି ଫେରୁଥିଲେ : ଚାଲିଗଲା ୩ ଜୀବନ

ପୁରୀ ଅଫିସ,୫।୬: ପୁରୀ ମଙ୍ଗଳାଘାଟ-ବଳିଆପଣ୍ଡା ବାଇପାସ ରୋଡରେ ସୋମବାର ଦୁର୍ଘଟଣା ଘଟିଛି। ଓମକାରେଶ୍ବର ମନ୍ଦିର ନିକଟରେ ସ୍କୁଟିକୁ ଏକ ଟାଉନ ବସ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ସ୍କୁଟିକୁ ଟାଉନ ବସ ଚାପିଦେବାରୁ ୩ ଜଣଙ୍କ…

ଝଡ଼ ତୋଫାନରେ ଭାଙ୍ଗିଲା କଲ୍ୟାଣ ମଣ୍ଡପ କାନ୍ଥ

ପଡ଼ିଆବାହାଲ,୫ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ଅଧୀନ ଡ଼ଙ୍ଗରପଡା ପଞ୍ଚାୟତର ଲିଟିମୁଣ୍ଡା ଗ୍ରାମରେ ଝଡ଼ ତୋଫାନରେ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଏସ୍‌ଏଫ୍‌ସି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଠିକାଦାର…

ବାଂଲାଦେଶୀ ପ୍ରତିପକ୍ଷଙ୍କୁ ଭେଟିଲେ ସେନା ମୁଖ୍ୟ ମନୋଜ ପାଣ୍ଡେ

ନୂଆଦିଲ୍ଲୀ,୫।୬: ସୋମବାର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ବାଂଲାଦେଶୀ ପ୍ରତିପକ୍ଷ ଜେନେରାଲ ଏସଏମ ଶାଫିଉଦ୍ଦିନ ଅହମ୍ମଦଙ୍କୁ ଭେଟିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ନେଇ ବିସ୍ତାର ଆଲୋଚନା…

କାଳୁପଡ଼ାଘାଟରେ ରହିଲା ରାଜ୍ୟରାଣୀ ଏକ୍ସପ୍ରେସ

ନିରାକାରପୁର,୫।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ସୋମବାଠାରୁ ଅନୁଷ୍ଠାନିକ ଭାବେ ରହିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୃଥୱୀରାଜ ହରିଚନ୍ଦନ, ରେଲ ୟୁଜର୍ସ ଆସୋସିଏଶନ କାଳୁପଡ଼ା ଘାଟର ସଭାପତି…

ପରିବେଶର ସୁରକ୍ଷା ପାଇ ପ୍ରାଚୀନ ପଦ୍ଧତିର ଅନୁସରଣ

ଛତ୍ରପୁର,୫ା୬(ଡି.ଏନ୍‌.ଏ.): ଛତ୍ରପୁର ନିକଟସ୍ଥ ତାମ୍ପରା ଆଦ୍ରଭୂମି ଠାରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ…

ଆହତଙ୍କୁ ଭେଟି ଖାଦ୍ୟ ବାଣ୍ଟିଲେ ଶିକ୍ଷୟିତ୍ରୀ ଶିକ୍ଷକ

ଭଦ୍ରକ,୫।୬(ସ୍ବ.ପ୍ର.): ଭଦ୍ରକ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁମନ୍ଦିର  ପକ୍ଷରୁ ଶିକ୍ଷୟିତ୍ରୀ ଶିକ୍ଷକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ଭେଟି ଖାଦ୍ୟ ଯୋଗାଇ ଦେଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ,…

ବାହାନଗା ଟ୍ରେନ ଦୁର୍ଘଟଣା: ୧୦୦୯ ଡିସଚାର୍ଜ, ୧୯୮ ଚିକିତ୍ସାଧିନ

ଭୁବନେଶ୍ୱର,୫।୬: ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ମୋଟ ୧୨୦୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ୧୦୦୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ମୋଟ ୧୯୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା…

ସେଙ୍ଗୋଲ ବିଷୟରେ ଚିନ୍ତା କରି ସିଗନାଲ ବିଷୟରେ ଭୁଲିଗଲେ: ଭାଜପାକୁ ଟାର୍ଗେଟ କରି ଏଭଳି କହିଲେ ଡିଏମକେ ନେତା

ନୂଆଦିଲ୍ଲୀ,୫।୬: ଓଡିଶା ଟ୍ରେନ ଦୁର୍ଘଟଣାକୁ ନୂଆ ସଂସଦର ଉଦ୍‌ଘାଟନ ସହ ଯୋଡି ଡିଏମକେ ନେତା ଭାଜପାକୁ ଟାର୍ଗେଟ କରିଛନ୍ତି। ଡିଏମକେ ମୁଖପାତ୍ର ସାଇଦାଇ ସାଦିକ ସୋମବାର ରେଳ ଟ୍ରାକ୍‌ରେ ପଡ଼ିଥିବା ମୃତଦେହ ଗୁଡିକର ଏକ ଗ୍ରାଫିକ ଫଟୋ ଶେୟାର କରି ଟୁଇଟ୍‌…

ଆହତଙ୍କୁ ଭେଟିବା ପାଇଁ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ ମମତା

ଭୁବନେଶ୍ୱର/କୋଲକାତା,୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ଆସନ୍ତା କାଲି ଆସିବେ ବୋଲି ସୂଚନା…

କଞ୍ଜୁସ ସାରା!

ମୁମ୍ବାଇ: ଟେଲିଭିଜନ ପରଦାର ସବୁଠାରୁ ଲୋକପ୍ରିୟ ଶୋ’ ‘ଦ କପିଲ ଶର୍ମା ଶୋ’। ପ୍ରତି ସପ୍ତାହରେ ଅନେକ ସେଲିବ୍ରେଟି ସେମାନଙ୍କର ଚଳଚ୍ଚିତ୍ର କିମ୍ବା ସେମାନଙ୍କର ଆଗାମୀ ପ୍ରୋଜେକ୍ଟକୁ ପ୍ରମୋଟ କରିବାକୁ କିମ୍ବା ଇଭେଣ୍ଟର ଆନାଉନ୍ସମେଣ୍ଟ କରିବାକୁ ଏହି ଶୋ’ରେ ଆସିଥାଆନ୍ତି ।…

ଖୋଲିଲା ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କେନ୍ଦ୍ର

ସୋରଡା,୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ପକ୍ଷରୁ ସୋମବାର ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର ଏବଂ ପ୍ରକ୍ରିୟାକରଣ ପାଇଁ ଏକ ଯୋଗାଯୋଗ କେନ୍ଦ୍ର ସୋରଡା ଥାନା ନିକଟରେ ଶୁଭାରମ୍ଭ କରାଯାଇଛି। ସହରବାସୀ ନିଜ ଅବ୍ୟବହୃତ୍‌ ପୋଷାକ, ବହି, ପ୍ଲାଷ୍ଟିକ ସାମଗ୍ରୀ ଆଦି କେନ୍ଦ୍ରକୁ…

ଆଣ୍ଟିଲିଆ ମାମଲାରେ ପୂର୍ବ ପୋଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କୁ ମିଳିଲା ୩ ସପ୍ତାହ ପାଇଁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୫।୬: ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପୋଲିସ ଅଧିକାରୀ ତଥା ଏନକାଉଣ୍ଟର ବିଶେଷଜ୍ଞ ପ୍ରଦୀପ ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁସାରେ, ସୁପ୍ରିମକୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri