Home Left

‘ମାମଲା ସିବିଆଇକୁ କାହିଁକି ଦିଆଗଲା’, ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ପ୍ରଶ୍ନ କଲେ ମମତା

କୋଲକାତା,୮।୬: ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା ଘଟଣାର ଯାଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ସେ କହିଛନ୍ତି, ତିନି ଟ୍ରେନ ମଧ୍ୟରେ ଏକା ସମୟରେ ଦୁର୍ଘଟଣା…

ହିଲଭିୟୁ ପାର୍କର ଦାୟିତ୍ୱ ନେବେ ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ବୈଠକ ଗୁରୁବାର ଦାରିଙ୍ଗବାଡ଼ି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ଉପଜିଲାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷ ଏମ୍‌ଏସ୍‌ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହିଲଭିୟୁ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ…

କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ

କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍‌ ଜରିଆରେ ୨…

ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୮।୬: ଏନସିବି ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଚୋରା ଚାଲାଣ ଏବଂ ଲାଞ୍ଚ ମାମଲାରେ କୋର୍ଟ ବର୍ତ୍ତମାନ ତାଙ୍କର ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଜୁନ ୨୩…

ନଳକୂପ ସ୍ଥାନାନ୍ତର ଦାବି ଜୋର ଧରିଲା

ବେଲଗୁଣ୍ଠା,୮ା୬ ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କର ଆନ୍ତରିକତା ପ୍ରକାଶ ପାଉନ ଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି। ଏହିଭଳି…

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ଦେବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ନାୟକ ପ୍ରଭାସ, କ୍ରିତି ସାନନ, ସନି ସିଂ, ଦେବଦତ୍ତ ନାଗେ ଏବଂ ଶୈଫ ଅଲି ଖାଁ ଷ୍ଟାରର ମୁଭି ‘ଆଦିପୁରୁଷ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଇତିମଧ୍ୟରେ ଏହାର ଟିକେଟକୁ ନେଇ ବଡ ଅପଡେଟ ସାମ୍ନାକୁ…

କ୍ରିକେଟରଙ୍କୁ ବିବାହ କରିବେ ସାରା? ଜବାବ ଦେଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ଏବେ ତାଙ୍କ ମୁଭି ‘ଜରା ହଟକେ ଜରା ବଚକେ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଫିଲ୍ମକୁ ନେଇ ଦର୍ଶକେ ଓ କ୍ରିଟିକ ଫେଣ୍ଟା ଫେଣ୍ଟି ପ୍ରତିକ୍ରିୟା ଦେଇଛନ୍ତି। ଏପଟେ ଫିଲ୍ମର ବ୍ୟବସାୟ ବି ଠିକ…

ଘରୁ ଗହଣା, ଟଙ୍କା ଚୋରି ଘଟଣାରେ ୪ ଗିରଫ

ବ୍ରହ୍ମପୁର ଅଫିସ, ୮।୬: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟେରା ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବଜାର…

ଫ୍ରାନ୍ସର ଅନେସି ସହରରେ ଶିଶୁଙ୍କ ଉପରେ ଗୁଳିମାଡ, ଅନେକେ ଗୁରୁତର

ଅନେସି,୮।୬: ଫ୍ରାନ୍ସର ଅନେସି ସହରରେ ଏକ ପାର୍କରେ ପିଲାମାନଙ୍କ ଉପରେ ଜଣେ ଅଜଣା ବ୍ୟକ୍ତି ଛୁରାମାଡ କରିଥିବା ଜଣାପଡିଛି। ଏହି ଘଟଣାରେ ୪ଜଣ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଥିବା କୁହାଯାଇଛି। ଫ୍ରାନ୍ସ ପୋଲିସ ଦେଇଥିବା ସୂଚନାଅନୁଯାୟୀ ଆକ୍ରମଣକାରୀଙ୍କୁ ଗିରଫ…

ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହେଲା ପୋଷ୍ଟ ମର୍ଟମ, ଶରୀର ଭେଦ କରିଛି ୬ ଗୁଳି

ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହତ୍ୟା ପରେ ଏବେ ପୋଲିସ ସବୁ ଆଙ୍ଗଲରୁ ଯାଞ୍ଚ କରୁଛି। ଲକ୍ଷ୍ନୌ କୋର୍ଟ ପରିସର ମଧ୍ୟରେ ସଞ୍ଜିିବ ଜଭାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହାର…

ବିବାହର ୪ ବର୍ଷ ପୂରଣ ହେବା ପୂର୍ବରୁ ଅଲଗା ହେଲେ ରାଜୀବ-ଚାରୁ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ବିବାଦ ଲାଗି ରହିଥିଲା ଏବଂ ଗତ ବର୍ଷ ଏହି ଦମ୍ପତି ଆଇନଗତ ଅଲଗା ପାଇଁ ଆବେଦନ କରିଥିଲେ। ଅନ୍ୟପକ୍ଷରେ ରାଜୀବ ଏବଂ ଚାରୁ…

ବିନା ଯାଞ୍ଚରେ ଫାଇନ୍‌ ଆଦାୟ କରୁଛି ପରିବହନ ବିଭାଗ

ସୋରଡ଼ା,୮ା୬(ଡି.ଏନ୍‌.ଏ.): ବିନା କୌଣସି ଯାଞ୍ଚରେ କିପରି ଫାଇନ ପକାଇବା ଅଭ୍ୟାସ ଆରମ୍ଭ କଲେଣି ପରିବହନ ବିଭାଗ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ଠାରେ। ଏଠାକାର କବିରାଜ ସାହିର ଏମ୍‌ ସୁନୀଲ କୁମାର ଆଚାରୀ ନିଜ କାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri