୧୩ରୁ ବିମ୍ସଟେକ୍ ବ୍ୟବସାୟ କନ୍କ୍ଲେଭ
ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍ ବ୍ୟବସାୟ କନ୍କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍କ୍ଲେଭ ଚଳିତ ବର୍ଷ ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍ଡବ୍ଲ୍ୟୁଇସି ବିଆଇଏମ୍ଏସ୍ଟିଇସି ନେତୃତ୍ୱ ଫୋରମ୍ ପକ୍ଷରୁ ଏକ…
ବେଦାନ୍ତର ବାର୍ଷିକ ଗ୍ରୀନ୍ ହାର୍ଟସ ଅଭିଯାନ
ଭୁବନେଶ୍ୱର,୧୧।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ବିଶ୍ୱ ପରିବେଶ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବାର୍ଷିକ ଗ୍ରୀନ୍ ହାର୍ଟସ ଅଭିଯାନର ଆୟୋଜନ କରାଯାଇଥିଲା। ସେହିଭଳି କମ୍ପାନୀର ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର, ଲାଞ୍ଜିଗଡ଼ ଆଲୁମିନା…
ଅରୁନ୍ଧତୀରେ ରଥଯାତ୍ରା ମେଗା ସେଲ
ଭୁବନେଶ୍ୱର,୧୧।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ରଥଯାତ୍ରା ମେଗା ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ରଥଯାତ୍ରା ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ ଆକର୍ଷଣୀୟ ‘ହୁଇଲ୍ସ ଅଫ୍ ଫର୍ଚ୍ୟୁନ’ ଅଫରର ଶୁଭାରମ୍ଭ କରାଯାଇଛି। ସେହିଭଳି ଅରୁନ୍ଧତୀର ଅଭିଜ୍ଞ…
ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍ ସାମଗ୍ରୀ
ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍ ଡିସ୍କାଉଣ୍ଟ ସେଲ୍ର ଶୁଭାରମ୍ଭ କରାଯାଇଛି। ଶନିବାରୁଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ୨୦୨୩ ଜୁନ୍ ୧୩ ପର୍ଯ୍ୟନ୍ତ ଉପଲବ୍ଧ…
ମଣିପୁର ପାଇଁ ଶାନ୍ତି କମିଟି ଗଠିତ
ନୂଆଦିଲ୍ଲୀ/ଗୁଆହାଟୀ, ୧୧ ।୬: ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଶାନ୍ତି କମିଟିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଏମ୍ପି,…
କାନାଡା ଓ୍ବାଇଲ୍ଡ ଫାୟାର: ଦେଶର ଅନେକ ସହରକୁ ବ୍ୟାପିପାରେ ନିଆଁ
ଅଟଓ୍ବା,୧୧।୬: କାନାଡାର ଜଙ୍ଗଲରେ ନିଆଁ ଏବେ ଧୀରେ ଧୀରେ ବିକଟାଳ ରୂପ ନେବାରେ ଲାଗିଛି। ନିଆଁ ଏବେ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କାନାଡର ପ୍ରାଦେଶିକ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଏହି ଅଗ୍ନିକାଣ୍ଡ…
ପ୍ରିନ୍ସ ଓ୍ବିଲିୟମ୍ଙ୍କ ଆଗରେ ପରେଡ୍ ବେଳେ ୩ ସୈନ୍ୟ ମୂର୍ଚ୍ଛାଗଲେ
ଲଣ୍ଡନ,୧୧।୬: ବ୍ରିଟେନରେ ଶନିବାର ସବୁଠୁ ଉତ୍ତପ୍ତ ଦିନ ଥିଲା। ଦିନର ତାପମାତ୍ରା ୩୦ ଡିଗ୍ରୀ ସେଲ୍ସିୟସରେ ପହଞ୍ଚତ୍ଥିଲା। ଏହି ସମୟରେ ପ୍ରିନ୍ସ ଓ୍ବିଲିୟମଙ୍କ ସମ୍ମୁଖରେ ସୈନ୍ୟମାନେ ପରେଡ୍ କରୁଥିବାବେଳେ ଅତ୍ୟଧିକ ଖରାରେ ୩ ସୈନ୍ୟ ମୂର୍ଚ୍ଛା ଯାଇଥିଲେ। କଲୋନେଲ୍ସ ରିଭ୍ୟୁ ନାମରେ…
ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…
ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସୁନ୍ଦର ଜୋତା ମଧ୍ୟ ପିନ୍ଧିଛନ୍ତି। କ୍ରିତିଙ୍କ ଫଟୋଗୁଡ଼ିକୁ…
ସ୍ବିଜରଲାଣ୍ଡ
ୟୁରୋପୀୟ ଦେଶ ସ୍ବିଜରଲାଣ୍ଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ… ଦେଶର ପ୍ରାୟ ୬୦% ଭୂମି ଆଲ୍ପସ୍ ପର୍ବତମାଳା ଦ୍ୱାରା ଘେରି ହୋଇ ରହିଛି। ତେଣୁ…
ଟାଟୁ କରୁଥିଲେ…
କେବଳ ହାତ, ପିଠି କିମ୍ବା ଗୋଡ଼ରେ ନୁହେଁ; ଶରୀରର ବିଭିନ୍ନ ଅଂଶ ଏମିତିକି ଆଖିରେ ବି ଟାଟୁ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି। ହେଲେ କୌଣସି ଟାଟୁ ପାର୍ଲରରେ, ବାରମ୍ବାର ବ୍ୟବହାର ହେଉଥିବା ଛୁଞ୍ଚତ୍ ଏବଂ କେମିକାଲ ରଙ୍ଗ ବ୍ୟବହାର କରି…
ମି ଟାଇମ୍
ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରେ ସମସ୍ତଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବା ଜରୁରୀ। କାରଣ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ସମୟର ଆବଶ୍ୟକତାରେ ଏତେମାତ୍ରାରେ ଜଡ଼ିତ ହୋଇଯାଉଛନ୍ତିି ଯେ, ଏହା ପଛରେ ଧାଉଁ ଧାଉଁ ନିଜ ଇଚ୍ଛା, ରୁଚି ଯେ କେତେବେଳେ…
ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା
ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ ଶୋଚନୀୟ…
Archives


