Home Left

ମୁମ୍ବାଇ ଏୟାରପୋର୍ଟରେ ରନଓ୍ବେରୁ ଖସିଲା ପ୍ରାଇଭେଟ ଚାର୍ଟର୍ଡ ବିମାନ, ହେଲା ଦୁଇଖଣ୍ଡ

ମୁମ୍ବାଇ,୧୪।୯: ମୁମ୍ବାଇ ବିମାନ ବନ୍ଦରରେ ଗୁରୁବାର ଲ୍ୟାଣ୍ଡିଂ କରିବା ସମୟରେ ଏକ ପ୍ରାଇଭେଟ ଚାର୍ଟର୍ଡ ବିମାନ ରନଓ୍ବେରୁ ଖସି ଯାଇଛି। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରିୟୁ ସଦସ୍ୟ ଥିଲେ। ଡିଜିସିଏ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି…

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ ବିଦ୍ୟାଳୟରେ…

ସ୍ପାଇ ଥ୍ରୀଲର ‘ଖୁଫିୟା’ରେ ନଜର ଆସିବେ ତବ୍ବୁ

ମୁମ୍ବାଇ: ବିଶାଲ ଭରଦ୍ୱାଜଙ୍କ ଆଗାମୀ ସ୍ପାଇ ଥ୍ରୀଲର ମୁଭି ‘ଖୁଫିୟା’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହି ମୁଭିର ଘୋଷଣା ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଝଲକ ଦେଖାଯାଇଥିଲା। ଆଉ ଗୁରୁବାର ଅର୍ଥାତ୍‌ ୧୪…

ସୁପରଷ୍ଟାରଙ୍କ ଫ୍ଲପ୍‌ କନ୍ୟା, ଗୋଟିଏ ବର୍ଷରେ କିଣିଲେଣି ୨ ଫ୍ଲାଟ୍‌

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ଅଭିନେତ୍ରୀ ସୋନାକ୍ଷୀ ନିକଟରେ କିଣିଥିବା ତାଙ୍କ ନୂଆ ଆପାର୍ଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାରଣ ସୋନାକ୍ଷୀ ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ଘର କିଣିସାରିଲେଣି। ସୋନାକ୍ଷୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ…

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।…

ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍‌ ଜାରି କଲା ଭାଜପା, କଂଗ୍ରେସ

ନୂଆଦିଲ୍ଲୀ,୧୪।୯: ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସ ସେମାନଙ୍କ ନିଜ ନିଜ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରି ୧୮ ରୁ ୨୨ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଉପସ୍ଥିତ ରହିବାକୁ କହିଛନ୍ତି। ଗୁରୁବାର କଂଗ୍ରେସ ଏହାର…

ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ରିଓ ଆଜି ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ…

ଅମୀରଙ୍କଠାରୁ ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ କିରଣ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଦ୍ୱିତୀୟ ସ୍ତ୍ରୀ କିରଣ ରାଓ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପ୍ରଥମଥର ମୁହଁ ଖୋଲିଛନ୍ତି। ତାଙ୍କ କଥା ଶୁଣି ପ୍ରଶଂସକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୦୦୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅମୀର…

ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ, ତଦନ୍ତ ପାଇଁ ଆଶ୍ୱାସନା ଦେଲେ ବାଇଡେନ ପ୍ରଶାସନ

ଓ୍ବାଶିଂଟନ୍‌,୧୪।୯: ଚଳିତ ବର୍ଷ ଜାନୁୟାରୀରେ ସିଆଟେଲରେ ପୋଲିସ ଗାଡି ସହ ମୁହାଁମୁହିଁ ଧକ୍କା ହେବା ପରେ ଭାରତୀୟ ଛାତ୍ରୀ ଜାନଭୀ କଣ୍ଡୁଲାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତୁରନ୍ତ ତଦନ୍ତ କରାଯିବା ସହ ଏଥିପାଇଁ ଦାୟୀ ପୋଲିସ ଅଧିକାରୀଙ୍କୁ ଦଣ୍ଡ ମିଳିବ…

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କୁ ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ପୋର୍ଟାଲ ସହିତ ସଂଯୋଗ କରିଥିବାରୁ ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଗୁରୁବାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସିଜେଆଇ ଚନ୍ଦ୍ରଚୁଡଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।…

ରଣବୀରଙ୍କ ସହ ସ୍କ୍ରିନ ସେୟାର କରିବେ ରିୟା!

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀ ଦେବଦାସ, ବାଜିରାଓ ମସ୍ତାନୀ, ପଦ୍ମାବତ ଏବଂ ଗୋଲିୟୋଁ କି ରାସଲିଳା ରାମ-ଲୀଲା ଭଳି ଫିଲ୍ମ ପାଇଁ ବେଶ ଜଣାଶୁଣା। ବର୍ତ୍ତମାନ, ଦର୍ଶକମାନେ ତାଙ୍କର ଆଉ ଏକ ଜବରଦସ୍ତ ମେକିଂ ହିରାମାଣ୍ଡି ନାମକ ଏକ ୱେବ ସିରିଜ…

ଯୁଦ୍ଧ ଶାନ୍ତି ଆଣେ ନାହିଁ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଘଟିଥିବା ଏନକାଉଣ୍ଟରରେ ତିନିଜଣ ସୁରକ୍ଷା ଅଧିକାରୀଙ୍କ ଶହୀଦ ହେବା ଉପରେ ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, କିଏ କହୁଛି ଆତଙ୍କବାଦ ସମାପ୍ତ ହୋଇଛି। ବର୍ତ୍ତମାନ ତାଲିମପ୍ରାପ୍ତ ଆତଙ୍କବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?