Home Left

ଗାଭାସ୍କରଙ୍କ ଦାବି ଧୋନି, ଇସ୍ରୋ ମୁଖ୍ୟଙ୍କୁ ଦିଆଯାଉ ଓ୍ବାର୍ଲଡ କପର ଗୋଲଡେନ ଟିକେଟ

ନୂଆଦିଲ୍ଲୀ,୧୫।୯: ଅକ୍ଟୋବର ୧ରୁ ଦେଶରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ପ୍ରଶଂସକମାନେ କ୍ରିକେଟର ସବୁଠାରୁ ବଡ ମହାକୁମ୍ବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ…

୨ ଦିନିଆ ରିମାଣ୍ଡରେ କଂଗ୍ରେସ ବିଧାୟକ, ନୁହ ହିଂସା ମାମଲାରେ ହୋଇଥିଲେ ଗିରଫ

ଚଣ୍ଡିଗଡ,୧୫।୯: ହରିୟାଣାର ନୁହରେ ଘଟିଥିବା ହିଂସା ଘଟଣାରେ ଗୁରୁବାର ଗିରଫ ହୋଇଥିବା କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଶୁକ୍ରବାର ମାମନ ଖାନଙ୍କୁ କୋର୍ଟରେ ହାଜର କରାଯାଇଛି। ଯେଉଁଠାରେ କୋର୍ଟ ତାଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ହେଲେ ପୋଲିସ ୭…

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ଦେଶ:ଆଲମ

ଲକ୍ଷ୍ନୌ,୧୫।୯: ଉତ୍ତରପ୍ରଦେଶ କଂଗ୍ରେସର ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶାହନୱାଜ ଆଲମ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ‘ଇଣ୍ଡିଆ’ ମେଣ୍ଟର ସ୍ବାଭାବିକ ନେତା। ଦେଶର ଲୋକମାନେ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କେସିଙ୍ଗା,୧୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଚିକା ସହାୟିକା ସଂଘ ଏବଂ ଭାରତୀୟ ମଜଦୂର ସଂଘର ନେତୃତ୍ୱରେ ବ୍ଲକର ୨୬ ପଞ୍ଚାୟତରେ କାର୍ଯ୍ୟରତ ପ୍ରାୟ ୮୦ ସ୍କୁଲ ପାଚିକା ସହାୟିକାମାନେ ୬ ଦଫା ଦାବି କରିଛନ୍ତି। ଏହି ଅବସରରେ ପାଚିକା…

ପୁରୁଷଙ୍କ ମଧ୍ୟରେ ଏହି ୩ ଗୁଣ ଦେଖି ଆକର୍ଷିତ ହୋଇଥାନ୍ତି ମହିଳା, କ’ଣ ଆପଣଙ୍କଠାରେ ଅଛି…

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ ଅଧିକ। ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ…

ଘରେ ଏହି ୫ ଜିନିଷ ହେବା ଖରାପ ସମୟର ସଙ୍କେତ, ତୁରନ୍ତ ଦିଅନ୍ତୁ ଧ୍ୟାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ସହ ଲକ୍ଷ୍ୟ ହାସଲ କରିବାକୁ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ମନୁଷ୍ୟର ଖରାପ ସମୟ ଆସିବା ପୂର୍ବରୁ ଘରେ କିଛି ବିଶେଷ ସଙ୍କେତ ଦେଖିବାକୁ ମିଳିଥାଏ। ଏହି ଖରାପ…

ଫାଇନାଲ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା, ବାଦ୍‌ ପଡିପାରନ୍ତି ଏହି ଖେଳାଳି

କଲମ୍ବୋ,୧୫।୯: ୨୦୨୩ ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୭ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହାର ଠିକ୍‌ ପୂର୍ବରୁ ଶ୍ରୀଲଙ୍କା ପାଇଁ ଏକ ଖରାପ ଖବର ଆସିଛି। ଦଳର ଶ୍ରେଷ୍ଠ ବୋଲର ମହିଶ ଥେକ୍ସାନା ଆହତ ହୋଇଛନ୍ତି। ପାକିସ୍ତାନ…

ଅନ୍ତନଳୀରେ ମଇଳା ଜମିଲେ ବୃଦ୍ଧି ପାଏ ପେଟ ରୋଗ; ଜାଣିରଖନ୍ତୁ ସଫା କରିବା ଲାଗି ୪ ଟିପ୍ସ

ଶରୀରର ଅଧାରୁ ଅଧିକ ରୋଗ ପେଟ ସହିତ ଜଡିତ। ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମାଇବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି। ହଜମ ପ୍ରକ୍ରିୟା ଠିକ ସେତେବେଳେ ରହିଥାଏ ଯେତେବେଳେ କୋଲନ ଅର୍ଥାତ…

ଉର୍ଫିଙ୍କୁ ‘ରାଜ କୁନ୍ଦ୍ରାଙ୍କ ଭଉଣୀ’ କହିଲେ ପ୍ରଶଂସକ

ବମ୍ବେ: ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଟେଲି ଅଭିନେତ୍ରୀ ଉର୍ଫି ଜାଭେଦ। କେତେବେଳେ ଅଖା ତ କେତେବେଳେ ବ୍ଲେଡ, ଆଉ କେତେବେଳେ କାର୍‌, ସର୍ବଦା ତାଙ୍କୁ ଭିନ୍ନ ଜିନିଷ ବ୍ୟବହାର କରି ପୋଷାକ ପ୍ରସ୍ତୁତ କରିଥିବା ଦେଖାଯାଏ। ଏବେ ସେଭଳି…

ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଅଧିନାୟକ ସମେତ ଏହି ବୋଲର ହେଲେ ଆହତ

କାପେ ଟାଉନ୍‌,୧୫।୯: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଫ୍ରିକା ପାଇଁ ସମସ୍ୟା କମ୍‌ ହେଉନାହିଁ। ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ଟେମ୍ବା ବାବୁମାଙ୍କ ସମେତ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି।…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ତିଳକ ବର୍ମା

କଲମ୍ବୋ,୧୫।୯: ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ୫ଟି ପରିବର୍ତ୍ତନ…

ଝିଅ ଆଶାରେ ୯ ପୁଅ ଜନ୍ମ

ଅଷ୍ଟିନ: ଝିଅ ଜନ୍ମକୁ ଲୋକେ ଘରେ ଲକ୍ଷ୍ମୀଙ୍କ ଆଗମନ ବୋଲି ମଣିଥାନ୍ତି। ହେଲେ ବର୍ତ୍ତମାନ ବହୁତ କମ୍‌ ଲୋକ ଏହା ବିଶ୍ୱାସ କରନ୍ତି। ଅଧିକାଂଶ ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଖବର ଶୁଣିବାକୁ ମିଳିଥାଏ। ହେଲେ ଏକ ଦମ୍ପତି କନ୍ୟାସନ୍ତାନ ପାଇଁ ଆଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?